Home Bibles ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 10:8 · ଓଡ଼ିଆ ବାଇବେଲ
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 10:8 · ଓଡ଼ିଆ ବାଇବେଲ

ତା'ପରେ ମୁଁ ସହେି ସ୍ବର ସ୍ବର୍ଗରୁ ପୁଣି ଥରେ ଶୁଣିଲି। ସେ ସ୍ବର ମାେତେ କହିଲା, ଯାଅ ଓ ସମୁଦ୍ର ଓ ପୃଥିବୀ ଉପରେ ଠିଆ ହାଇେଥିବା ଦୂତଙ୍କ ହାତରୁ ଖାେଲା ଚର୍ମପତ୍ରଟି ନିଅ।

Cross references

ଯିଶାଇୟ 30:21

ପୁଣି ତୁମ୍ଭମାନେେ ଯଦି ଭୁଲ କର କିମ୍ବା ଭୁଲ ବାଟରେ ୟାଅ, ଦକ୍ଷିଣକୁ କିମ୍ବା ବାମ ରେ ଗଲା ବେଳେ ପଛରୁ ଏକ ସ୍ବର ଶୁଣିବ, ଏ ହେଉଛି ପଥ, ଏହି ପଥରେ ଗମନ କର।'

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 10:2

ସହେି ଦୂତଙ୍କ ହାତ ରେ ଗୋଟିଏ କ୍ଷୁଦ୍ର ଖୋଲା ଚର୍ମପତ୍ର ଥିଲା। ସେ ତାହାଙ୍କର ଦକ୍ଷିଣ ପାଦ ସମୁଦ୍ର ଉପରେ ଓ ବାମ ପାଦ ସ୍ଥଳଭାଗ ଉପରେ ରଖିଥିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 10:4

ମୁଁ ଏହା ଲେଖିବାକୁ ପ୍ରସ୍ତୁତ ହଲିେ। ସେତବେେଳେ ମାେତେ ଆକାଶବାଣୀ ଶୁଭିଲା, ସାତ ବଜ୍ର ଯାହା କହିଲେ, ତାହା ଲେଖ ନାହିଁ। ସଗେୁଡ଼ିକ ଗୁପ୍ତ ରଖ।

Interlinear

Choose Theme