Home Bibles ☰ Books ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:12 · ଓଡ଼ିଆ ବାଇବେଲ
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:12 · ଓଡ଼ିଆ ବାଇବେଲ

ମୁଁ ବୁଲିପଡ଼ି ଦେଖିବାକୁ ଚାହିଁଲି ଯେ, କିଏ ମାେତେ ଏହିକଥା କହୁଛନ୍ତି। ମୁଁ ଯେତବେେଳେ ବୁଲିପଡ଼ିଲି, ସେତବେେଳେ ସାତାଟେି ସୁନାର ଦୀପରୁଖା ଦେଖିଲି।

Cross references

ଯାତ୍ରା ପୁସ୍ତକ 25:37

ତୁମ୍ଭମାନେେ ତାହାପାଇଁ ସପ୍ତ ପ୍ରଦୀପ ନିର୍ମାଣ କରିବ। ତହିଁରେ ଲୋକମାନେ ସହେି ପ୍ରତୀପ ଜଳାଇଲେ ତହିଁର ସମ୍ମୁଖ ରେ ଆଲୁଅ ହବେ।

ଯିହିଜିକଲ 43:5

ତା'ପ ରେ ଆତ୍ମାଟି ମାେତେ ଉଠାଇ ଭିତର ପ୍ରାଙ୍ଗଣକୁ ଆଣିଲେ। ଆଉ ସଦାପ୍ରଭୁଙ୍କ ମହିମା ରେ ମନ୍ଦିର ପରିପୂର୍ଣ୍ଣ ହେଲା।

ମୀଖା 6:9

ସଦାପ୍ରଭୁର ସ୍ବର ନଗରକୁ ଆହ୍ବାନ କରୁଛି। ସଦାପ୍ରଭୁଙ୍କ ନାମକୁ ସମ୍ମାନ ଦବୋ ବିଜ୍ଞତାର ପରିଗ୍ଭୟକ ଅଟେ। ତେଣୁ ନଗରର ଲୋକ ଏବଂ ନିବାସୀମାନେ ଶୁଣ।

ଯିଖରିୟ 4:2

ତାହାପ ରେ ସହେି ସ୍ବର୍ଗଦୂତ ମାେତେ ପଚାରିଲେ, ତୁମ୍ଭେ କ'ଣ ଦେଖୁଛ?

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:13

ସହେି ସାତାଟେି ସୁନାର ଦୀପରୁଖା ମଝି ରେ: ମନୁଷ୍ଯ ପୁତ୍ରଙ୍କ ପରି ଜଣେ ଠିଆ ହାଇେଛନ୍ତି। ସେ ଗୋଟିଏ ଲମ୍ବା ପୋଷାକ ପିନ୍ଧିଥିଲେ। ସେ ତାହାଙ୍କ ଛାତି ରେ ଗୋଟିଏ ସୁନାର ପଟୁକା ପିନ୍ଧିଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 1:20

ମାରେ ଡ଼ାହାଣ ହାତ ରେ ଯେଉଁ ସାତାଟେି ନକ୍ଷତ୍ର ଦେଖିଲ, ତାହାର ଓ ସାତଟି ସୁନାର ଦୀପରୁଖାର ନିଗୂଢ଼ ଅର୍ଥ ଏହିପରି ଅଟେ : ସାତ ଦୀପରୁଖା ହେଉଛି ସାତାଟେି ମଣ୍ଡଳୀ। ସାତ ନକ୍ଷତ୍ର ହେଉଛନ୍ତି ସାତାଟେି ମଣ୍ଡଳୀର ଦୂତ।

Interlinear

Choose Theme