Home Bibles ଗୀତସଂହିତା 91:6 · ଓଡ଼ିଆ ବାଇବେଲ
ଗୀତସଂହିତା 91:6 · ଓଡ଼ିଆ ବାଇବେଲ

ଅନ୍ଧକାରଗାମୀ ମହାମାରୀ, କିଅବା ମଧ୍ଯାହ୍ନରେ ସହାରକାରୀ ରୋଗ ବିଷଯରେ ଭୀତ ହବେ ନାହିଁ।

Cross references

ଯାତ୍ରା ପୁସ୍ତକ 12:29

ମଧ୍ଯରାତ୍ର ରେ, ସଦାପ୍ରଭୁ ମିଶରର ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କଲେ, ଏପରିକି ସଦାପ୍ରଭୁ ରାଜା ଫାରୋଙ୍କର ପ୍ରଥମଜାତ ସନ୍ତାନ, କଏଦିର ପ୍ରଥମ ସନ୍ତାନ ଓ ପଶୁମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ଯା କଲେ।

ଗଣନା ପୁସ୍ତକ 16:48

ହାରୋଣ ମୃତ ଓ ଜୀବିତ ଲୋକମାନଙ୍କ ମଧିଅରେ ଠିଆ ହେଲେ। ତା'ପରେ ମହାମାରୀ ନିବୃତ୍ତ ହେଲା।

ଦିତୀୟ ଶାମୁୟେଲ 24:15

ତେଣୁ ସଦାପ୍ରଭୁ ଇଶ୍ରାୟେଲକକ୍ସ୍ଟ ମହାମାରୀ ପଠାଇଲେ। ଏହି ପ୍ରତକ୍ସ୍ଟ୍ଯଷରକ୍ସ୍ଟ ଆରମ୍ଭ ହାଇେ ନିର୍ଦ୍ଧିଷ୍ଟ ସମୟ ପର୍ୟ୍ଯନ୍ତ ଗ୍ଭଲକ୍ସ୍ଟ ରହିଲା। ତେଣୁ ଦାନଠାରକ୍ସ୍ଟ ବେର୍ଶବୋ ପର୍ୟ୍ଯନ୍ତ 70,000 ଲୋକ ମୃତକ୍ସ୍ଟ୍ଯବରଣ କଲେ।

ଦିତୀୟ ରାଜାବଳୀ 19:35

ଅନନ୍ତର ସହେି ରାତ୍ରି ରେ ସଦାପ୍ରଭୁଙ୍କ ଦୂତ ଅଶୂରୀଯମାନଙ୍କର ଛାଉଣୀ ରେ 1,85,000 ଲୋକ ସଂହାର କଲେ। ଅବଶିଷ୍ଟ ସୈନ୍ଯମାନେ ପ୍ରଭାତ ରେ ମୃତ ଶରୀର ଦେଖିଲେ।

ଗୀତସଂହିତା 121:5

ସଦାପ୍ରଭୁ ତୁମ୍ଭର ରକ୍ଷାକର୍ତ୍ତା। ସଦାପ୍ରଭୁ ତୁମ୍ଭର ଦକ୍ଷିଣ ପାଶର୍‌ବରେ ତୁମ୍ଭକୁ ଢ଼ାଲ ଘୋଡ଼ାନ୍ତି ଏବଂ ରକ୍ଷା କରନ୍ତି।

ମାଥିଉଲିଖିତ ସୁସମାଚାର 24:6

ତୁମ୍ଭମାନେେ ୟୁଦ୍ଧ ବିଷୟ ରେ ଓ ୟୁଦ୍ଧର ଗୁଜବ ବିଷୟ ରେ ଶୁଣିବ। କିନ୍ତୁ ଦେଖ! ଭୟ କରିବ ନାହିଁ। ଅନ୍ତକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:3

ସମାନେେ ଏକମାତ୍ର ଆଧ୍ଯାତ୍ମିକ ଶୈଳ ସଦୃଶ ଖ୍ରୀଷ୍ଟଙ୍କଠାରୁ ସମାନ ଆତ୍ମିକ ଭୋଜନ କରିଥିଲେ।

Interlinear

Choose Theme