Home Bibles ଗୀତସଂହିତା 89:22 · ଓଡ଼ିଆ ବାଇବେଲ
ଗୀତସଂହିତା 89:22 · ଓଡ଼ିଆ ବାଇବେଲ

ଶତ୍ରୁମାନେ ମନୋନୀତ ରାଜାଙ୍କୁ ପରାସ୍ତ କରିପାରିବେ ନାହିଁ। ଦୁଷ୍ଟ ଲୋକମାନେ ତାଙ୍କୁ ପରାସ୍ତ କରିପାରିବେ ନାହିଁ।

Cross references

ଦିତୀୟ ଶାମୁୟେଲ 7:10

ମୁ ମାରେ ଇଶ୍ରାୟେଲୀୟ ଲୋକମାନଙ୍କ ନିମନ୍ତେ ଗୋଟିଏ ସ୍ଥାନ ମନୋନୀତ କଲି ଏବଂ ସଠାେରେ ସମାନଙ୍କେୁ ସ୍ଥାପିତ କଲି। ଏବଂ ସମାନଙ୍କେୁ ଗୋଟିଏ ସ୍ଥାନରକ୍ସ୍ଟ ଅନ୍ୟ ଗୋଟିଏ ସ୍ଥାନକକ୍ସ୍ଟ ୟିବାକକ୍ସ୍ଟ ପଡିବ ନାହିଁ। ପୂର୍ବରକ୍ସ୍ଟ ମୁ ବିଗ୍ଭରକଗଣଙ୍କକ୍ସ୍ଟ ପଠାଇ ଅଛି। ଅତୀତ ରେ ମନ୍ଦ ଲୋକମାନେ ତୁମ୍ଭମାନଙ୍କୁ ଅସକ୍ସ୍ଟବିଧା ରେ ପକାଉଥିଲେ, କିନ୍ତୁ ତାହା ଆଉ କବେେ ହବେନାହିଁ।

ପ୍ରଥମ ବଂଶାବଳୀ 17:9

ଆମ୍ଭେ ଆମ୍ଭର ଲୋକ ଇଶ୍ରାୟେଲକୁ ଏହି ସ୍ଥାନ ଦଇେଅଛୁ। ସମାନେେ ବୃକ୍ଷ ରୋପଣ କରିବେ ଓ ସହେି ବୃକ୍ଷସବୁର ତଳେ ଶାନ୍ତି ରେ ବସିବେ। ସମାନେେ ଆଉ କୌଣସି ବିଷଯ ରେ ଚିନ୍ତିତ ହବେେ ନାହିଁ। ପୂର୍ବ ପରି ମନ୍ଦ ଲୋକେ ଆଉ ସମାନଙ୍କେୁ ଆଘାତ କରିବେ ନାହିଁ।

ମାଥିଉଲିଖିତ ସୁସମାଚାର 4:1

ତା'ପରେ ସହେି ପବିତ୍ର ଆତ୍ମା ଯୀଶୁଙ୍କୁ ମରୂଭୁମିକୁ କଢାଇ ନାଇଗଲେ। ଶୟତାନ ଦ୍ବାରା ପରୀକ୍ଷୀତ ହବୋପାଇଁ ତାହଙ୍କୁ ସଠାେକୁ ନିଆଯାଥିଲା।

ଯୋହନଲିଖିତ ସୁସମାଚାର 17:12

ମୁଁ ଯେତବେେଳେ ସମାନଙ୍କେ ସହିତ ଥିଲି, ମୁଁ ସମାନଙ୍କେୁ ନିରାପଦ ରେ ରଖିଥିଲି। ମୁଁ ତୁମ୍ଭ ନାମର ଶକ୍ତି ବଳ ରେ ସମାନଙ୍କେୁ ନିରାପଦ ରେ ରଖିଥିଲି। ସହେି ନାମ ତୁମ୍ଭେ ମାେତେ ଦଇେଥିଲ। ମୁଁ ସମାନଙ୍କେୁ ସୁରକ୍ଷିତ କଲି। ସମାନଙ୍କେ ଭିତରୁ କବଳେ ଜଣେ ବିନାଶ ପାଇଁ ଉଦ୍ଦିଷ୍ଟ ଥିଲା। ଧର୍ମଶାସ୍ତ୍ର ଯେପରି ସଫଳ ହୁଏ ସେଥିପାଇଁ ସେ ନଷ୍ଟ ହେଲା।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:3

ଏପରି ଭାବରେ, କୌଣସି ଲୋକକୁ କୌଣସି ପ୍ରକା ରେ ତୁମ୍ଭମାନଙ୍କୁ ଠକିବାକୁ ଦିଅ ନାହିଁ। ପରମେଶ୍ବରଙ୍କ ବିରୁଦ୍ଧ ରେ ବିଦ୍ରୋହ ସଂଘଟିତ ନ ହେଲା ପର୍ୟ୍ଯନ୍ତ ପ୍ରଭୁଙ୍କର ସହେି ଦିନଟି ଆସିବ ନାହିଁ। ମନ୍ଦ ବ୍ଯକ୍ତିର ଦଖାେ ନ ଦବୋ ପର୍ୟ୍ଯନ୍ତ ସହେି ଦିନଟି ଆସିବ ନାହିଁ। ସହେି ମନ୍ଦ ବ୍ଯକ୍ତି ନରକର ଅଟେ।

Interlinear

Choose Theme