Home Bibles ଗୀତସଂହିତା 86:15 · ଓଡ଼ିଆ ବାଇବେଲ
ଗୀତସଂହିତା 86:15 · ଓଡ଼ିଆ ବାଇବେଲ

ହେ ମାରେ ପ୍ରଭୁ, ତୁମ୍ଭେ ସ୍ନହେଶୀଳ ଓ କରୁଣାମଯ ପରମେଶ୍ବର। ତୁମ୍ଭେ ର୍ଧୈୟ୍ଯଶୀଳ, ପ୍ରମେ ଓ ସତ୍ଯତାରେ ପରିପୂର୍ଣ୍ଣ ଅଟ।

Cross references

ଯାତ୍ରା ପୁସ୍ତକ 31:6

ଅହଲୀଯାବକୁ ସାହାୟ୍ଯ କରିବା ପାଇଁ ମୁଁ ତାକୁ ବାଛିଅଛି। ସେ ହେଉଛି ଦାନ ପରିବାରବର୍ଗର ଅହୀଷାମକର ପୁତ୍ର। ଆମ୍ଭେ ତାଙ୍କୁ ଏବଂ ସମସ୍ତ ଜ୍ଞାନମନା ଲୋକମାନଙ୍କୁ ଜ୍ଞାନ ରେ ଭରପୁର କଲୁ। ମୁଁ ସମାନଙ୍କେର ସମସ୍ତଙ୍କୁ କୌଶଳ ପ୍ରଦାନ କରିଅଛିଏବଂ ସମାନେେ ମାେ ପାଇଁ କାର୍ୟ୍ଯ କରିବେ।

ଯାତ୍ରା ପୁସ୍ତକ 34:6

ସଦାପ୍ରଭୁ ମାଶାଙ୍କେ ସମ୍ମୁଖକୁ ଆସି ଏହା ଘାଷେଣା କଲେ। ୟି ହାବୋ, ୟି ହାବୋ ଦୟାଶୀଳ ପରମେଶ୍ବର, ସେ କୋରଧ ରେ ଧିର। ସେ ଦୟାଳୁ ଓ ସତ୍ଯତା ରେ ପରିପୂର୍ଣ୍ଣ।

ଗଣନା ପୁସ୍ତକ 14:18

'ସଦାପ୍ରଭୁ କୋରଧ ରେ ଧୀର ଓ ଦୟା ରେ ପରିପୂର୍ଣ ଓ ଅପରାଧୀ ଓ ବ୍ଯବସ୍ଥା ଲଘଂନକାରୀର କ୍ଷମାକାରୀ। ତଥାପି ଦୋଷୀର ଦଣ୍ତଦାତା, ପୁଣି ତୃତୀୟ ଓ ଚତୁର୍ଥ ପୁରୁଷ ପର୍ୟ୍ଯନ୍ତ ସନ୍ତାନଗଣ ଉପରେ ପିତୃଗଣର ଅପରାଧର ଫଳ ସେ ଦଇେଥାନ୍ତି।'

ପ୍ରଥମ ବଂଶାବଳୀ 21:13

ଦାଉଦ ଗାଦଙ୍କୁ କହିଲେ, ମୁଁ ବଡ଼ ସମସ୍ଯା ରେ ପଡ଼ିଅଛି। କୌଣସି ମନୁଷ୍ଯ ଦ୍ବାରା ମାରେ ଦଣ୍ଡ ସ୍ଥିରୀକୃତ ହେଉ ବୋଲି ମୁଁ ଚା ହେଁ ନାହିଁ। ସଦାପ୍ରଭୁ ଅତ୍ଯନ୍ତ ଦୟାଳୁ ଅଟନ୍ତି। ତେଣୁ ମାେତେ କିପ୍ରକା ରେ ଦଣ୍ଡିତ କରାୟିବ, ତାହା ସଦାପ୍ରଭୁ ହିଁ ସ୍ଥିର କରନ୍ତୁ।

ନିହିମିୟା 9:17

ସମାନେେ ନିଯମମାନ ପାଳନ କରିବା ପାଇଁ ଅସମ୍ମତ ହେଲେ ଏବଂ ସମାନେେ, ସମାନଙ୍କେ ପାଇଁ କରିଥିବା ଆଶ୍ଚର୍ୟ୍ଯ କର୍ମମାନ ମନେ ରଖିଲେ ନାହିଁ। ସମାନେେ ଜିଦ୍ଖୋର ଥିଲେ। ଦାସତ୍ବ ଅବସ୍ଥାକୁ ଫରେିୟିବା ନିମନ୍ତେ ବିଦ୍ରୋହ ଭାବରେ ଜଣଙ୍କୁ ପ୍ରଧାନ କରି ନିୟୁକ୍ତି କଲେ।

ଗୀତସଂହିତା 85:10

ସ୍ନହପେୂର୍ଣ୍ଣ କରୁଣା ଓ ବିଶ୍ବସ୍ତତା ଦେଶକୁ ପ୍ରତ୍ଯାବର୍ତ୍ତନ କରେ। ଧର୍ମ ଓ ଶାନ୍ତି ପରସ୍ପରକୁ ବନ୍ଧୁପରି ଅଭିନନ୍ଦନ କରନ୍ତି।

ଗୀତସଂହିତା 86:5

ହେ ପ୍ରଭୁ, ତୁମ୍ଭେ ବହୁତ ଉତ୍ତମ ଓ କରୁଣାମଯ, ଯେଉଁମାନେ ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ।

ଗୀତସଂହିତା 98:3

ସଦାପ୍ରଭୁ ତାଙ୍କର ଦାସଗଣଙ୍କୁ ରକ୍ଷା କରିବା ପାଇଁ ତାଙ୍କର ଶକ୍ତିକୁ ଜଣାଇଛନ୍ତି। ଜାତି ଉଦ୍ଦେଶ୍ଯରେ, ସଦାପ୍ରଭୁ ତାଙ୍କର ଉତ୍ତମତା ଦଖାଇେଛନ୍ତି।

ଗୀତସଂହିତା 103:8

ସଦାପ୍ରଭୁ ସ୍ନହେଶୀଳ ଓ କୃପାମଯ, ସେ ଧୈର୍ଯଶୀଳ ଏବଂ େପ୍ରମରେ ପରିପୂର୍ଣ୍ଣ।

ଗୀତସଂହିତା 111:4

ସେ ଆପଣାର ଆଶ୍ଚର୍ୟ୍ଯ କର୍ମମାନ ସବୁ ସ୍ମରଣ କରାଇଛନ୍ତି। ସଦାପ୍ରଭୁ ହେଉଛନ୍ତି ଦୟାଳୁ ଓ କରୁଣାମଯ।

ଗୀତସଂହିତା 130:4

ହେ ସଦାପ୍ରଭୁ, ତୁମ୍ଭେ ଲୋକମାନଙ୍କୁ କ୍ଷମା କର, ସେଥିପାଇଁ ସମାନେେ ତୁମ୍ଭଙ୍କୁ ଡ଼ରନ୍ତି ଏବଂ ଉପାସନା କରନ୍ତି।

ଗୀତସଂହିତା 130:7

ହେ ଇଶ୍ରାୟେଲ, ସଦାପ୍ରଭୁଙ୍କଠାରେ ଭରସା ରଖ। ସଦାପ୍ରଭୁ ହେଉଛନ୍ତି ଜଣେ, ୟିଏକି ବିଶ୍ବାସୀ ଏବଂ ସତ୍ଯ ଅଟନ୍ତି। ତାଙ୍କଠାରେ ମୁକ୍ତି କରିବାର ଶକ୍ତି ଅଛି।

ଗୀତସଂହିତା 145:8

ସଦାପ୍ରଭୁ ଅତ୍ଯନ୍ତ ଦୟାବାନ, ସହାନୁଭୂତିଶୀଳ, ର୍ଧୈୟ୍ଯଶୀଳ ଏବଂ ସ୍ନହେଶୀଳ।

ଯୋୟେଲ 2:13

ନିଜର ବସ୍ତ୍ରକୁ ନଫୋପାଡି ହୃଦଯକୁ ଚିର। ତୁମ୍ଭର ପ୍ରିଯ ସଦାପ୍ରଭୁ ପରମେଶ୍ବରଙ୍କ ନିକଟକୁ ଫରେିଆସ। ସେ ଅତି ଦୟାଳୁ ଓ କରୁଣାମଯ। ସେ ହଠାତ୍ ରାଗନ୍ତି ନାହିଁ। ତାଙ୍କର ଅନନ୍ତ ପ୍ ରମେ ଅଛି। ସେ ହୁଏତ ତାଙ୍କର ମନକୁ ବଦଳାଇ ପାରନ୍ତି। ଯେଉଁ କଠାେର ଦଣ୍ତ ଦବୋକୁ ଯୋଜନା କରିଥିଲେ ହୁଏତ ତାହା ଦଇେ ନପାରନ୍ତି।

ଯୂନସ 4:2

ୟୂନସ ସଦାପ୍ରଭୁଙ୍କ ନିକଟରେ ଅଭିଯୋଗ କରି କହିଲା, ମୁଁ ଜାଣିଥିଲି ଏହାହିଁ ଘଟିବ। ମୁଁ ମାେ ନିଜ ଦେଶ ରେ ଥିଲା ବେଳେ ତୁମ୍ଭେ ମାେତେ ସଠାେକୁ ଡାକିଥିଲା। ସେତବେେଳେ ମୁଁ ଜାଣିଥିଲି ଯେ ତୁମ୍ଭେ ସହେି କୁନଗରୀର ଲୋକମାନଙ୍କୁ କ୍ଷମା ଦବେ। ତେଣୁ ମୁଁ ତର୍ଶୀଶକୁ ଗ୍ଭଲି ୟିବାକୁ ସ୍ଥିର କଲି। ମିଁ ଜାଣିଥିଲି ତୁମ୍ଭେ ଜଣେ ଦୟାଳୁ ପ୍ରଭୁ। ମୁଁ ଜାଣିଥିଲି ତୁମେ ଦୟା ଦଖାଇେ ଲୋକମାନଙ୍କୁ ଦଣ୍ତ ଦବେ ନାହିଁ। ମୁଁ ଜାଣିଥିଲି ତୁମ୍ଭେ ଦୟା ରେ ପରିପୂର୍ଣ୍ଣ। ଯଦି ଏହି ଲୋକମାନେ ପାପ କରିବା ବନ୍ଦ କରନ୍ତି ତବେେ ତୁମ୍ଭେ ଧ୍ବଂସ କରିବ ନାହିଁ ବୋଲି ମୁଁ ଜାଣିଥିଲି।

ମୀଖା 7:18

ତୁମ୍ଭପରି ପରମେଶ୍ବର ଆଉ ସଠାେ ରେ କହେି ନାହିଁ। ତୁମ୍ଭେ ଲୋକମାନଙ୍କର ଦୋଷ କ୍ଷମା କର। ଅବଶିଷ୍ଟ ଲୋକମାନଙ୍କୁ ତୁମ୍ଭେ ମଧ୍ଯ କ୍ଷମା ଦିଅ। ତୁମ୍ଭେ ସର୍ବଦା କୋର୍ଧିତ ହବେ ନାହିଁ କାରଣ ତୁମ୍ଭେ ସ୍ନହେ ଗ୍ଭହଁ।

ଯୋହନଲିଖିତ ସୁସମାଚାର 1:17

ମାଶାଙ୍କେ ଦ୍ବାରା ଆମ୍ଭକୁ ନିୟମ ମିଳିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ବାରା ଅନୁଗ୍ରହ ଓ ସତ୍ଯ ମାର୍ଗ ଆସିଲା।

ରୋମୀୟଙ୍କ ପ୍ରତି ପତ୍ର 5:20

ଲୋକମାନେ ଅଧିକ ପାପ କରିବା ପାଇଁ ବ୍ଯବସ୍ଥା ଆସିଲା, କିନ୍ତୁ ଯେତବେେଳେ ଲୋକେ ଅଧିକ ପାପ କଲେ, ପରମେଶ୍ବର ସମାନଙ୍କେୁ ପ୍ରଚୁର ମାତ୍ରା ରେ ତାହାଙ୍କ ଅନୁଗ୍ରହ ପ୍ରଦାନ କଲେ।

ରୋମୀୟଙ୍କ ପ୍ରତି ପତ୍ର 15:8

ଏହି କର୍ମ ପରମେଶ୍ବରଙ୍କୁ ମହିମା ପ୍ରଦାନ କରିବ। ମୁଁ ତୁମ୍ଭମାନଙ୍କୁ କହିଛି ଯେ, ପରମେଶ୍ବର ଯିହୂଦୀମାନଙ୍କର ପୂର୍ବପୁରୁଷମାନଙ୍କୁ ଯାହା ପ୍ରତିଜ୍ଞା ସବୁ ପ୍ରଦାନ କରିଛନ୍ତି ତାହା ସତ୍ଯ ବୋଲି ପ୍ରମାଣିତ କରିବା ପାଇଁ, ଖ୍ରୀଷ୍ଟ ଯିହୂଦୀମାନଙ୍କର ସବେକ ହେଲେ।

ଏଫିସୀୟଙ୍କ ପ୍ରତି ପତ୍ର 1:7

ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ଥିବା ହତେୁ ଆମ୍ଭେ ତାହାଙ୍କର ରକ୍ତ ମାଧ୍ଯମ ରେ ମୁକ୍ତ ହାଇେଛୁ। ପରମେଶ୍ବରଙ୍କ ବହୁମୂଲ୍ଯ ଅନୁଗ୍ରହ ଦ୍ବାରା ଆମ୍ଭର ପାପରୁ ଆମ୍ଭେ କ୍ଷମା ପାଇପାରୁ।

ଏଫିସୀୟଙ୍କ ପ୍ରତି ପତ୍ର 2:4

କିନ୍ତୁ ପରମେଶ୍ବର ଆମ୍ଭକୁ ଅତିଶୟ ପ୍ ରମେ କଲେ କାରଣ ତାହାଙ୍କ ଦୟା ଅତି ମହାନ୍।

Interlinear

Choose Theme