ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକମାନଙ୍କର ଅପରାଧ ସବୁ କ୍ଷମା କଲ। ଆଉ ତୁମ୍ଭେ ସମାନଙ୍କେର ପାପସବୁ ପୋଛିଲ।
Cross references
ମୁଁ ବିନଯ କରୁଅଛି, ତୁମ୍ଭେ ଆପଣା ଦୟାର ମହତ୍ତ୍ବ ଅନୁସାରେ ଏହି ଲୋକମାନଙ୍କୁ ମିଶରଠାରୁ ଏପର୍ୟ୍ଯନ୍ତ ଯେପରି କ୍ଷମା କରିଅଛ ତଦନୁସା ରେ ଏହି ଲୋକମାନଙ୍କର ଅପରାଧ କ୍ଷମା କର।
ପାରସ୍ଯର ରାଜା କୋରସ ଏହିପରି କହିଛନ୍ତି: ସଦାପ୍ରଭୁ, ସ୍ବର୍ଗର ପରମେଶ୍ବର, ପୃଥିବୀର ସମସ୍ତ ରାଜ୍ଯ ମାେତେ ପ୍ରଦାନ କରିଛନ୍ତି। ଏବଂ ସଦାପ୍ରଭୁ ମାେତେ ଯିହୁଦା ରାଜ୍ଯର ୟିରୁଶାଲମଠା ରେ ତାହାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବା ପାଇଁ ନିରୂପଣ କରିଛନ୍ତି।
ୟାହାର ସବୁ ପାପ କ୍ଷମା କରାୟାଇଅଛି, ସେ ବ୍ଯକ୍ତି ଧନ୍ଯ। ସହେି ବ୍ଯକ୍ତି ଅଧିକ ଭାଗ୍ଯଶାଳୀ, ଯେତବେେଳେ ତା'ର ସମସ୍ତ ପାପ ଧୋଇ ଦିଆୟାଇଥାଏ।
କିନ୍ତୁ ପରମେଶ୍ବର ସ୍ନହେଶୀଳ ଥିଲେ ଓ ସମାନଙ୍କେର ପାପଗୁଡ଼ିକ କ୍ଷମା କଲେ, ସମାନଙ୍କେୁ ଧ୍ବଂସ କଲେ ନାହିଁ। ପରମେଶ୍ବର ତାଙ୍କର କୋର୍ଧକୁ ଅନକେ ଥର ସ୍ଥଗିତ ରଖିଲେ। ସେ ନିଜକୁ ବହୁତ କୋର୍ଧ ହବୋରେ ନିଯନ୍ତ୍ରଣ କରି ନ ଥିଲେ।
ଦୟାକରି ଆମ୍ଭମାନଙ୍କର ଅତୀତର ପାପ ପାଇଁ ଆମ୍ଭମାନଙ୍କୁ ଦଣ୍ଡ ଦିଅ ନାହିଁ। ଶୀଘ୍ର ଆମ୍ଭମାନଙ୍କ ପ୍ରତି ଦୟା ଦଖାେଅ !ଆମ୍ଭମାନେେ ଆଜି କ୍ଷୀଣ ହାଇେଅଛୁ।
ଯେତବେେଳେ ସଦାପ୍ରଭୁ ସିୟୋନରେ ପୁନଃସ୍ଥାପନ କରନ୍ତି। ଏହା ଏକ ସ୍ବପ୍ନ ତୁଲ୍ଯ ଥିଲା।
ସଦାପ୍ରଭୁ କହନ୍ତି, ସେତବେେଳେ ଇଶ୍ରାୟେଲର ଅଧର୍ମ ଖୋଳାୟିବ, ମାତ୍ର କିଛି ମିଳିବ ନାହିଁ ; ଯିହୁଦାର ପାପ ଅନ୍ବଷେଣ କରାୟିବ, ମାତ୍ର ସମାନେେ କିଛି ପାଇବେ ନାହିଁ। ଆମ୍ଭେ ଅବଶିଷ୍ଟ ଲୋକମାନଙ୍କୁ କ୍ଷମା କରିଦବୋ, ଯେଉଁମାନଙ୍କୁ ଆମ୍ଭେ ରକ୍ଷା କରିଛୁ।
ତୁମ୍ଭପରି ପରମେଶ୍ବର ଆଉ ସଠାେ ରେ କହେି ନାହିଁ। ତୁମ୍ଭେ ଲୋକମାନଙ୍କର ଦୋଷ କ୍ଷମା କର। ଅବଶିଷ୍ଟ ଲୋକମାନଙ୍କୁ ତୁମ୍ଭେ ମଧ୍ଯ କ୍ଷମା ଦିଅ। ତୁମ୍ଭେ ସର୍ବଦା କୋର୍ଧିତ ହବେ ନାହିଁ କାରଣ ତୁମ୍ଭେ ସ୍ନହେ ଗ୍ଭହଁ।
ମାଶାଙ୍କେ ବ୍ଯବସ୍ଥା ଦ୍ବାରା ତୁମ୍ଭମାନେେ ଯେଉଁ ମୁକ୍ତି ପାଇ ପାରିବ ନାହିଁ; ତାହାଙ୍କଠା ରେ ବିଶ୍ବାସ କରି ତୁମ୍ଭମାନେେ ସହେିସବୁ ପାପରୁ ମୁକ୍ତି ପାଇ ପାରିବ।
ତୁମ୍ଭେ ନିଜର ପାପ ହତେୁରୁ ଏବଂ ତୁମ୍ଭର ପାପ ସ୍ବଭାବ ହତେୁ ସ୍ବାଧୀନ ନ ଥିବାରୁ ଆତ୍ମିକ ଭାବରେ ମୃତ ଥିଲ। କିନ୍ତୁ ପରମେଶ୍ବର ତୁମ୍ଭକୁ ଖ୍ରୀଷ୍ଟଙ୍କ ସହିତ ପୁନର୍ଜୀବିତ କଲେ। ଏହା ସହିତ ପରମେଶ୍ବର ଆମ୍ଭର ସମସ୍ତ ପାପଗୁଡ଼ିକୁ କ୍ଷମା ମଧ୍ଯ କଲେ।