Home Bibles ☰ Books ଗୀତସଂହିତା 80:12 · ଓଡ଼ିଆ ବାଇବେଲ
ଗୀତସଂହିତା 80:12 · ଓଡ଼ିଆ ବାଇବେଲ

ହେ ପରମେଶ୍ବର, ତୁମ୍ଭେ କାହିଁକି ଦ୍ରାକ୍ଷାଲତାର ସୁରକ୍ଷା ପ୍ରାଚୀର ଭାଙ୍ଗି ପକାଇଲ ? ପଥିକମାନେ ସବୁ ଅଙ୍ଗୁର ଛିଣ୍ଡାଇ ପକାଉଛନ୍ତି।

Cross references

ପ୍ରଥମ ରାଜାବଳୀ 5:1

ସୋରର ରାଜା ହୀରମ୍ ଦାଉଦଙ୍କର ସାଙ୍ଗ ଥିଲେ। ଯେତବେେଳେ ସେ ଶୁଣିବାକୁ ପାଇଲେ ଯେ, ତାଙ୍କ ପିତା ଦାଉଦ୍ଙ୍କ ପରେ ଶ ଲୋମନ ନୂଆ ରାଜା ରୂପେ ଅଭିଷିକ୍ତ ହାଇେଛନ୍ତି, ସେ ତାଙ୍କ ବାର୍ତ୍ତାବାହାକମାନଙ୍କୁ ତାଙ୍କ ନିକଟକୁ ପଠାଇଲେ।

ଗୀତସଂହିତା 89:40

ତୁମ୍ଭେ ତା'ର ସମସ୍ତ ପ୍ରାଚୀର ଭାଙ୍ଗିଅଛ। ତୁମ୍ଭେ ତା'ର ଦୃଢ଼ ଗଡ଼ସବୁ ଧ୍ବଂସ କରିଅଛ।

ଯିଶାଇୟ 5:5

ବର୍ତ୍ତମାନ ମୁଁସମାର ଦ୍ରାକ୍ଷାକ୍ଷଲତ ପାଇଁ କ'ଣ କରିବି ତାହା ତୁମ୍ଭମାନଙ୍କୁ କହିବି।

ଯିଶାଇୟ 18:5

ଗ୍ରୀଷ୍ମକାଳୀନ ମଧ୍ଯାହ୍ନ ସମୟର ପ୍ରଚଣ୍ଡ ତାପ ରେ ଲୋକ ବିଶ୍ରାମ କରିବା ପରି, ଶସ୍ଯ ଛଦନକୋଳୀନ ଶିଶିର ୟୁକ୍ତ ମେଘପରି କ୍ଷାନ୍ତ ହାଇେ ନିରୀକ୍ଷଣ କରିବି। ତା'ପ ରେ ଭୟଙ୍କର ଘଟଣା ଘଟିବ। ଯଥା ସମୟରେ ଦ୍ରାକ୍ଷାଲତା ରେ ଫୁଲ ଫୁଟିବ ଓ ନୂତନ ଦ୍ରାକ୍ଷା ଲତା ଜନ୍ମିବ। ମାତ୍ର ଫଳ ଅମଳ ପୂର୍ବରୁ ଶତ୍ରୁମାନେ ଆସିବେ ଓ ଗଛଗୁଡ଼ିକୁ କାଟି ପକାଇବେ। ସମାନେେ ଶାଖାଗୁଡ଼ିକୁ କାଟି ଫିଙ୍ଗି ଦବେେ।

ନାହୂମ 2:2

ସଦାପ୍ରଭୁ ଯାକୁବର ଶାେଭା ପୂର୍ଣ୍ଣ ପ୍ରତିଷ୍ଠା କରିଛନ୍ତି, ଯାହାକି ଇଶ୍ରାୟେଲର ଶାେଭା ସଦୃଶ। ଶତୃ ସମାନଙ୍କେୁ ଧ୍ବଂସ କଲେ ଓ ସମାନଙ୍କେର ଦ୍ରାକ୍ଷାଲତା ସବୁ ନଷ୍ଟ କଲେ।

ଲୂକଲିଖିତ ସୁସମାଚାର 20:16

ସେ ଆସି ସହେି କୃଷକମାନଙ୍କୁ ଜୀବନ ରେ ମାରିଦବେ। ତା'ପରେ ସହେି ଜମିଟିକୁ ଆଉ କେତକେ କୃଷକଙ୍କୁ ଭାଗ ଦଇେ ଦବେେ।

Interlinear

Choose Theme