ୟପେର୍ୟ୍ଯନ୍ତ ରାଜା ଅଛନ୍ତି, ଧାର୍ମିକତା ବୃଦ୍ଧି ହେଉ। ଚନ୍ଦ୍ର ଲୁପ୍ତ ନ ହବୋ ପର୍ୟ୍ଯନ୍ତ ପ୍ରଚୁର ଶାନ୍ତି ସ୍ଥାପିତ ହେଉ।
Cross references
ଶଲୋମନଙ୍କ ରାଜତ୍ବ କାଳ ରେ ଦାନଠାରୁ ବରେଶବୋ ପର୍ୟ୍ଯନ୍ତ ଯିହୁଦା ଓ ଇଶ୍ରାୟେଲର ସମସ୍ତ ଲୋକ ନିଜ ନିଜ ଦ୍ରାକ୍ଷାଲତା ଓ ଡିମ୍ବିରି ବୃକ୍ଷ ମୂଳ ରେ ନିରାପଦ ରେ ଅବସ୍ଥାନ କରୁଥିଲେ।
ମାତ୍ର ଏବେ ସଦାପ୍ରଭୁ ମାରେ ପରମେଶ୍ବର ଚତୁର୍ଦ୍ଦିଗ ରେ ଶାନ୍ତି ଦଇେ ଅଛନ୍ତି। ବର୍ତ୍ତମାନ ମାରେଶତୃ କହେି ନାହାଁନ୍ତି କି ବିପଦର ଆଶଙ୍କା ନାହିଁ।
କିନ୍ତୁ ସଦାପ୍ରଭୁ ମାେତେ କହିଲେ, 'ଦାଉଦ, ତୁମ୍ଭେ ଅନକେ ୟୁଦ୍ଧ କରିଅଛ ଓ ଅନକେ ଲୋକଙ୍କୁ ହତ୍ଯା କରିଅଛ। ତେଣୁ ତୁମ୍ଭେ ଆମ୍ଭ ନାମ ରେ ମନ୍ଦିର ନିର୍ମାଣ କରିପାରିବ ନାହିଁ।
କିନ୍ତୁ ତୁମ୍ଭର ଏକ ପୁତ୍ର ଅଛି, ଯେ କି ଶାନ୍ତିପ୍ରିଯ ଅଟେ। ଆମ୍ଭେ ତୁମ୍ଭର ପୁତ୍ରକୁ ଶାନ୍ତି ରେ ଏକ ସମୟ ପ୍ରଦାନ କରିବା। ତା'ପରେ ଚତୁର୍ଦ୍ଦିଗ ରେ ଥିବା ଶତ୍ରୁମାନେ ତାହାକୁ ବ୍ଯତିବ୍ଯସ୍ତ କରିବେ ନାହିଁ। ତାହାର ନାମ ଶଲୋମନ, ଶଲୋମନ ରାଜା ହବୋ ସମୟରେ ଆମ୍ଭେ ଇଶ୍ରାୟେଲକୁ ଶାନ୍ତି ଓ ସ୍ଥିରତା ପ୍ରଦାନ କରିବା।
ଉତ୍ତମ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରରେ ରୋପିତ ଲିବାନୋନର ଏରସ ଗଛ ତୁଲ୍ଯ।
ଆମ୍ଭେ ସହେି ସହରର ଖାଦ୍ୟ ଉପରେ ବହୁଳ ରୂପେ ଆଶୀର୍ବାଦ କରିବା। ଏପରିକି ସଠାେକାର ଗରିବମାନେ ମଧ୍ଯ ପ୍ରଚୁର ଖାଦ୍ୟ ପାଇବେ।
ତାପ ରେ ପରମେଶ୍ବର ସମଗ୍ର ମାନବ ଗୋଷ୍ଠୀର ବିଚାରକ ହବେେ। ଅନକେ ଗୋଷ୍ଠୀ ବିଷଯ ରେ ପରମେଶ୍ବର ଶଷେ ନିଷ୍ପତ୍ତି ଦବେେ। ସହେି ଲୋକମାନେ ୟୁଦ୍ଧ ପାଇଁ ସମାନଙ୍କେର ଅସ୍ତ୍ର ବ୍ଯବହାର କରିବେ ନାହିଁ। ସମାନେେ ଖଡ୍ଗ ରେ ଲଙ୍ଗଳର ଲୁହା ତିଆରି କରିବେ, ବର୍ଚ୍ଛା ରେ ଦାଆ ତିଆରି କରିବେ। ସମାନେେ ଅନ୍ୟ ବିରୁଦ୍ଧ ରେ ଆଉ ୟୁଦ୍ଧ କରିବେ ନାହିଁ। ସମାନେେ କବେେ ଆଉ ୟୁଦ୍ଧ ପାଇଁ ତାଲିମ ନବେେ ନାହିଁ।
ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'
ସେ ସମୟରେ ଗଧିଆଗୁଡ଼ିକ ମଷେ ଶାବକମାନଙ୍କ ସହିତ ଶାନ୍ତି ରେ ବାସ କରିବେ। ଛଳେିଛୁଆ ସହିତ ବାଘ ଏକତ୍ର ଶାନ୍ତି ରେ ଶୋଇବେ। ବାଛୁରୀ, ସିଂହ ଓ ଷଣ୍ଢଗୁଡ଼ିକ ଏକତ୍ର ସୁଖ ଶାନ୍ତି ରେ ବାସ କରିବେ। ଏପରିକି ଗୋଟିଏ େଛାଟ ପିଲା ସମାନଙ୍କେୁ ଅଡ଼ାଇବ।
ପୁଣି ଦର୍ଶକମାନଙ୍କର ଚକ୍ଷୁ ମୁଦ୍ରିତ ହବେ ନାହିଁ ଓ ଶ୍ରୋତାମାନଙ୍କର କର୍ଣ୍ଣ ଅବଧାନ କରିବ।
ଆତ୍ମା ଉର୍ଦ୍ଧ୍ବରୁ ଆସିବା ପର୍ୟ୍ଯନ୍ତ ଏହିସବୁ ଚାଲୁ ରହିବ। ବର୍ତ୍ତମାନ ଏହା ଧାର୍ମିକମାନଙ୍କ ଇଚ୍ଛା ପାଇଁ ମରୁଭୂମି ହାଇେଛି, ତା'ପ ରେ ମରୁଭୂମି ଠିକ୍ ବିଚାର ରେ ପାଇବେ ଏବଂ ଫଳ ବଗିଚା ଜଙ୍ଗଲ ରେ ପରିଣତ ହବେ।
ଶୁଷ୍କ ମରୁଭୂମି ଆନନ୍ଦିତ ହବେ। ପୁଣି ମରୁଭୂମି ଉଲ୍ଲାସିତ ହାଇେ ପୁଷ୍ପତୁଲ୍ଯ ପ୍ରଫୁଲିତ ହବେ।
ହେ ଦୁଃଖିନୀ, ତାଫୋନ ବିଧ୍ବସ୍ତ ଓ ସାନ୍ତ୍ବନା ବିରହିତ ନଗରୀ ! ଦେଖ, ଆମ୍ଭେ ନାନା ସୁନ୍ଦର ବର୍ଣ୍ଣ ରେ ତୁମ୍ଭର ପ୍ରସ୍ତର ବସାଇବା ଓ ନୀଳମଣିଦ୍ବାରା ତୁମ୍ଭର ଭିତ୍ତିମୂଳ ସ୍ଥାପନ କରିବା।
ବୃଷ୍ଟି ଓ ହିମ ଯେପରି ଆକାଶରୁ ପୃଥିବୀକୁ ଆ ସେ, ପୁନର୍ବାର ଫରେି ୟାଏ ନାହିଁ ; ମାତ୍ର ଭୂମିକୁ ସିକ୍ତ କରେ ଓ ତାକୁ ଫଳବତୀ ଓ ତୃଣ ଆଦି ଉତ୍ପନ୍ନ କରାଏ, କୃଷିକାରୀକୁ ବୀଜ ବପନ କରିବା ରେ ସାହାୟ୍ଯ କରେ ଓ ଭୋଜନକାରୀକୁ ଶସ୍ଯ ଯୋଗାଏ।
ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କ ମହିମା ତୁମ୍ଭ ଉପ ରେ ପ୍ରତିଭାତ ହାଇେଛି।
କ୍ଷୁଦ୍ରତମ ପରିବାର ସହସ୍ର ବିଶିଷ୍ଟ ବୃହତ୍ତମ ପରିବାର ରେ ପରିଣତ ହବେ ଓ କ୍ଷୁଦ୍ରତମ ଦୁର୍ବଳ ବ୍ଯକ୍ତି ବଳବାନ୍ ଗୋଷ୍ଠୀ ରେ ପରିଣତ ହବେ। ଆମ୍ଭେ ସଦାପ୍ରଭୁ ଯଥା କାଳ ରେ ଏହା ଶୀଘ୍ର ଘଟାଇବା।
ସିୟୋନର ଶାେକର୍ତ୍ତ ଲୋକମାନଙ୍କୁ ଯୋଗାଇ ଦବୋକୁ ଓ ଭସ୍ମ ପରିବର୍ତେ ଭୂଷଣ, ଦୁଃଖ ପରିବର୍ତେ ସୁଖ ରୂପ ତୈଳ, ଅବସନ୍ନ ଆତ୍ମା ପରିବର୍ତେ ପ୍ରଶଂସାରୂପ ବସ୍ତ୍ର ପ୍ରଦାନ କରିବାକୁ ସେ ମାେତେ ପ୍ ରରଣେ କରିଅଛନ୍ତି । ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ବିତ ହବେେ, ଏଥିପାଇଁ ସମାନେେ 'ଧର୍ମରୂପ ବୃକ୍ଷ' ଓ 'ତାଙ୍କର ଉଦ୍ୟାନ ବୋଲି ବିଖ୍ଯାତ ହବେେ।'
ମୁଁ ସଦାପ୍ରଭୁଙ୍କଠା ରେ ଅତିଶଯ ଆନନ୍ଦ କରିବି, ମାରେ ପ୍ରାଣ ମାରେ ପରମେଶ୍ବରଙ୍କଠା ରେ ଉଲ୍ଲସିତ ହବେ ; କାରଣ ବର ଯେପରି ଭୂଷଣ ରେ ନିଜକୁ ଭୂଷିତ କରେ ଓ କନ୍ଯା ଯେପରି ନିଜକୁ ରତ୍ନ ରେ ଭୂଷିତା କରେ ସହେିପରି ସେ ପରିତ୍ରାଣରୂପ ବସ୍ତ୍ର ରେ ମାେତେ ଆଚ୍ଛାଦିତ କରିଅଛନ୍ତି ଓ ଧର୍ମରୂପକ ରାଜବସ୍ତ୍ର ରେ ମାେତେ ଆବୃତ କରିଅଛନ୍ତି।
ଚତୁର୍ଥ ରାଜ୍ଯର ରାଜତ୍ବ ସମୟରେ ସ୍ବର୍ଗସ୍ଥ ପରମେଶ୍ବର ଗୋଟିଏ ରାଜ୍ଯ ସ୍ଥାପନ କରିବେ। ସହେି ରାଜ୍ଯ ଅନନ୍ତକାଳସ୍ଥାଯୀ ହାଇେ ରହିବ। ଆଉ ମଧ୍ଯ ତାହା ଅନ୍ୟ ହାତକୁ ୟିବ ନାହିଁ। ଆଉ ଏହା ଅନ୍ୟ ସମସ୍ତ ରାଜ୍ଯଗୁଡିକୁ ଧ୍ବଂସ କରି ଦବେ।
ଆମ୍ଭେ ଇଫ୍ରଯିମଠାରୁ ରଥକୁ କାଢି ନବୋ, ୟିରୁଶାଲମଠାରୁ ଅଶ୍ବ ୟୁଦ୍ଧ ରେ ବ୍ଯବହୃତ ଧନୁ କାଢି ନିଆୟିବ। ସହେି ରାଜା ଗୋଷ୍ଠୀଗଣଙ୍କ ନିକଟକୁ ଶାନ୍ତିର ସନ୍ଦେଶ ଆଣିବେ। ତାଙ୍କର ରାଜ୍ଯ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ୟ୍ଯନ୍ତ ଓ ଫରାତ୍ ନଦୀଠାରୁ ପୃଥିବୀର ପ୍ରାନ୍ତ ପର୍ୟ୍ଯନ୍ତ ବିସ୍ତୁତ ହବେ।
ତଥାପି ଯେଉଁମାନେ ଆମ୍ଭକୁ ଭୟ ଓ ସମ୍ମାନ କରନ୍ତି, ଉଦଯକାଳୀନ ସୂର୍ୟ୍ଯର ରଶ୍ମି ଉତ୍ତମତା ତୁମ୍ଭମାନଙ୍କ ଉପ ରେ ଝକ୍ମକ୍ କରିବ। ଏହା ସୂର୍ୟ୍ଯକିରଣ ପରି ଆରୋଗ୍ୟ ଶକ୍ତି ଆଣିବ। ତୁମ୍ଭମାନେେ ବାଛୁରୀ ସଦୃଶ ଗୁହାଳରୁ ବାହାରି ସ୍ବାଧୀନ ଓ ସୁଖୀ ହବେ।
ସେ ଅନନ୍ତକାଳ ପର୍ୟ୍ଯନ୍ତ ଯାକୁବବଂଶ ଉପରେ ରାଜତ୍ବ କରିବେ। ଯୀଶୁଙ୍କ ରାଜ୍ଯର କବେେ ହେଲେ ଶଷେ ହବେ ନାହିଁ।
ସ୍ବର୍ଗ ରେ ରହୁଥିବା ପରମେଶ୍ବରଙ୍କୁ ଜୟ ହେଉ ଏବଂ ଏ ପୃଥିବୀ ରେ ଯେଉଁ ଲୋକମାନଙ୍କ ଉପରେ ପରମେଶ୍ବର ପ୍ରସନ୍ନ ଅଛନ୍ତି, ସେ ସମସ୍ତଙ୍କୁ ଶାନ୍ତି ମିଳୁ।
ବିଶ୍ବାସୀମାନଙ୍କର ଏକ ମନ, ଏକ ଆତ୍ମା ଥିଲା। ସମାନଙ୍କେ ମଧ୍ଯରୁ କହେି କୌଣସି ଜିନିଷକୁ ନିଜର ବୋଲି କହୁ ନଥିଲେ। ସମାନଙ୍କେ ପାଖ ରେ ଯାହା ଥିଲା, ସେଥି ରେ ସମସ୍ତେ ଭାଗୀଦାର ଥିଲେ।
ଖ୍ରୀଷ୍ଟଙ୍କ ହତେୁ ଆମ୍ଭେ ଏବେ ଶାନ୍ତି ରେ ଅଛୁ। ଖ୍ରୀଷ୍ଟ ଯିହୂଦୀ ଓ ଅଣଯିହୂଦୀମାନଙ୍କୁ ଏକାଠି କଲେ। ଦୁହିଁଙ୍କ ମଝି ରେ କାନ୍ଥଟିଏ ଥିଲା ଭଳି ସମାନେେ ଅଲଗା ଥିଲେ। ସମାନେେ ପରସ୍ପରକୁ ଘୃଣା କରୁଥିଲେ। କିନ୍ତୁ ନିଜ ଶରୀରକୁ ଉତ୍ସର୍ଗ କରି ଖ୍ରୀଷ୍ଟ ସହେି ଘୃଣାର କାନ୍ଥଟିକୁ ଭାଙ୍ଗି ଦେଲେ।