ମାରେ ଜିହ୍ବା ତୁମ୍ଭର ସର୍ବଦା ଉତ୍ତମତା ଗାନ କରିବ, କାରଣ ମାେତେ ହତ୍ଯା କରିବାକୁ ଚାହିଁଥିବା ଲୋକମାନେ ପରାସ୍ତ ଓ ଅପମାନିତ ହବେେ।
Cross references
ତୁମ୍ଭେ ଆପଣା ଗୃହ ରେ ବସିବା ବେଳେ ଏବଂ ବାଟରେ ଗ୍ଭଲିଲା ବେଳେ ଶାଇେବା ବେଳେ ଓ ଉଠିବା ବେଳେ ଏହି ସମସ୍ତ ବିଷଯ ରେ କଥାବାର୍ତ୍ତା କରି ଆପଣା ଆପଣା ସନ୍ତାନମାନଙ୍କୁ ଶିକ୍ଷା ଦବେ।
ତା'ପରେ ମୁଁ ମାରେ ଶତ୍ରୁ ପଛରେ ଗୋଡ଼ାଇ ପାରିବି ଓ ସମାନଙ୍କେୁ ଧରି ପାରିବି। ମୁଁ ସମାନଙ୍କେୁ ଧ୍ବଂସ ନ କଲା ପର୍ୟ୍ଯନ୍ତ ଫରେି ଆସିବି ନାହିଁ।
ତଣେୁ ସଦାପ୍ରଭୁ, ମୁଁ ଲୋକମାନଙ୍କୁ କ ହେ, ତୁମ୍ଭେ କେତେ ମହାନ୍ ଅଟ। ମୁଁ ପ୍ରତିଦିନ ତୁମ୍ଭକୁ ପ୍ରଶଂସା କରେ।
ଧାର୍ମିକ ବ୍ଯକ୍ତି ଜ୍ଞାନର ଉପଦେଶ ଦିଏ। ତା'ର ନିଷ୍ପତ୍ତି ସମସ୍ତଙ୍କୁ ନ୍ଯାଯ ପ୍ରଦାନ କରେ।
ଲୋକମାନେ ମାେତେ ପରିହାସ କରନ୍ତି। ସମାନେେ ସମାନଙ୍କେର ଲଜ୍ଜାର କାରଣ ପାଇଁ ଆସିପାରନ୍ତି।
ମୁଁ ସର୍ବଦା, ତୁମ୍ଭେ କରିଥିବା ଆଶ୍ଚର୍ୟ୍ଯ କର୍ମ ବିଷଯରେ ଗାନ କରୁଛି।
ମାରେ ଶତ୍ରୁମାନଙ୍କୁ ପରାସ୍ତ କର !ସମାନଙ୍କେୁ ସଂପୂର୍ଣ୍ଣ ଭାବରେ ଧ୍ବଂସ କର। ସମାନେେ ମାେତେ ମାରିବା ପାଇଁ ଚକ୍ରାନ୍ତ କରୁଛନ୍ତି। ସମାନେେ ଅପମାନିତ ହୁଅନ୍ତୁ।
ମୁଁ ଲୋକମାନଙ୍କୁ କହିବି ତୁମ୍ଭେ କିପରି ଉତ୍ତମ ଅଟ। ତୁମ୍ଭେ ମାେତେ କିପରି ଅଗଣିତ ଥର ରକ୍ଷା କରିଥିଲ, ୟପରେିକି କେତେଥର ଗଣତି କରିପାରିବ ନାହିଁ।
ମାରେ ଶତ୍ରୁମାନେ ମାେତେ ଆକ୍ରମଣ କରିବାର ମୁଁ ଦେଖୁଛି। ସମାନେେ ମାେ ବିଷଯରେ ୟାହା କଥାବାର୍ତ୍ତା କରିଛନ୍ତି, ତାହା ମୁଁ ଶୁଣିଅଛି।
ଧାର୍ମିକ ପୁରୁଷମାନଙ୍କର ବାକ୍ଯଗୁଡ଼ିକ ମନୋନୀତ ରୂପାତୁଲ୍ଯ, କିନ୍ତୁ ଦୁଷ୍ଟଲୋକମାନଙ୍କର ଚିନ୍ତାର ମୂଲ୍ଯ ନ ଥାଏ।
ଗୋଟିଏ ଭଲ ଲୋକର ମନ ରେ ଭଲ କଥା ସଞ୍ଚିତ ହାଇେ ରହିଥାଏ, ସେ କହିବା ବେଳେ ତା'ର ମନରୁ ଭଲ କଥା ବାହରି ଆ ସେ। କିନ୍ତୁ ଜଣେ ଖରାପ ଲୋକର ମନ ଭିତ ରେ ଖରାପ କଥା ସବୁ ସଞ୍ଚିତ ହାଇେ ରହିଥାଏ। ସେ କହିବା ବେଳେ ତା' ମନ ଭିତରୁ ଖରାପ କଥା ବାହରିଥାଏ। ତେଣୁ ସେ ଖରାପ କଥା କୁ ହେ।
କିନ୍ତୁ ଯେତେ ଦିନ ପର୍ୟ୍ଯନ୍ତ ପରମେଶ୍ବର ସମସ୍ତ ଶତ୍ରୁଙ୍କୁ ଖ୍ରୀଷ୍ଟଙ୍କ ପଦତଳେ ନ ରଖିଛନ୍ତି, େସତଦେିନ ପର୍ୟ୍ଯନ୍ତ ଖ୍ରୀଷ୍ଟ ରାଜତ୍ବ କରିବେ।
ଯେ ତବେଳେ ତୁମ୍ଭେ କଥାବାର୍ତ୍ତା କର, ସେତବେେଳେ କୌଣସି ଖରାପ ଶବ୍ଦ ଉଚ୍ଚାରଣ କର ନାହିଁ। ଏପରି କଥା କୁହ, ଯାହା ଲୋକମାନଙ୍କର ପ୍ରୟୋଜନ ଥିବ ଓ ସମାନଙ୍କେୁ ଶକ୍ତିଶାଳୀ କରିବା ପାଇଁ ସାହାୟ୍ଯ କରିପାରୁଥିବ। ଏହାଦ୍ବାରା ଯେଉଁମାନେ ତୁମ୍ଭମାନଙ୍କର କଥା ଶୁଣନ୍ତି, ସମାନଙ୍କେର ମଙ୍ଗଳ ହବେ।