ତୁମ୍ଭେ କୃଷିକ୍ଷେତ୍ରକୁ ୟଥେଷ୍ଟ ପରିମାଣରେ ବୃଷ୍ଟି ପଠାଅ। ତୁମ୍ଭେ ଲଙ୍ଗଳ ଗାରକୁ ଶୋଷିଲ। ତୁମ୍ଭେ ପୃଥିବୀର ମାଟିକୁ ନରମ କର। ତୁମ୍ଭେ ପୃଥିବୀରେ ଶସ୍ଯ କ୍ଷେତ୍ରକୁ ବୃଦ୍ଧି କରାଅ।
Cross references
ଯଦି ତୁମ୍ଭେ ତାହା କର, ମୁଁ ଠିକ୍ ଋତୁ ରେ ବର୍ଷା କରିବି, ଆଉ ତୁମ୍ଭମାନେେ ସର୍ବଦା ମାରେକରୁଣା ପାଇବ ଏବଂ ତୁମ୍ଭମାନଙ୍କର ଦରକାର ଅନୁସାରେ ତୁମ୍ଭମାନେେ ବୃଷ୍ଟି ପାଇ ପାରିବ। ଭୂମି ୟଥେଷ୍ଟ ଶସ୍ଯ ଉତ୍ପନ୍ନ କରିବ ଓ ବୃକ୍ଷଗୁଡିକ ପ୍ରଚୁର ଫଳଧାରଣ କରିବେ।
ମାରେ ଉପଦେଶ ବର୍ଷାପରି ବର୍ଷିବ। ମାରେ ବାଣୀ ଶିଶିରପରି କ୍ଷରିବ। ତାହା କୋମଳ ତୃଣ ଉପରେ ମନ୍ଦ ବୃଷ୍ଟି ତକ୍ସ୍ଟଲ୍ଯ ଓ ଶାକ ଉପରେ ଅସରା ବୃଷ୍ଟି ତକ୍ସ୍ଟଲ୍ଯ ହବେ।
ଏହା ହୁଏତ ଲୋକଙ୍କୁ ଦଣ୍ଡ ଦବୋ ପାଇଁ ଅବା ଦେଶର ଉନ୍ନତି କରାଇବା ପାଇଁ ଅବା ପ୍ ରମେ ଦଖାଇବୋ ପାଇଁ ସେ ଏହା କରନ୍ତି।
ତୁମ୍ଭର ଲୋକମାନେ ସଠାେରେ ବାସ କଲେ। ହେ ପରମେଶ୍ବର, ସଠାେରେ ଗରିବ ଲୋକମାନଙ୍କୁ ତୁମ୍ଭେ ଉତ୍ତମ ବସ୍ତୁ ଦଇେଅଛ।
ତୁମ୍ଭେ ତୁମ୍ଭର ପର୍ବତ ଗୁଡ଼ିକର ପାଦ ଦେଶରେ ବୃଷ୍ଟି କରାଅ। କାରଣ ୟାହାସବୁ ତୁମ୍ଭେ କର, ପୃଥିବୀ ଦରକାର କରୁଥିବା ସବୁ ଜିନିଷ ଏହା ମଧ୍ୟରେ ଅଛି।
ପରମେଶ୍ବର ଆକାଶକୁ ମାଟୋ ମେଘମାଳାରେ ଆଚ୍ଛନ୍ନ କରନ୍ତି। ସେ ପୃଥିବୀ ନିମନ୍ତେ ବୃଷ୍ଟି ପ୍ରସ୍ତୁତ କରନ୍ତି। ସେ ପର୍ବତଗଣରେ ତୃଣ ଉତ୍ପାଦନ କରନ୍ତି।
ମୁଁ ଗଛଟିଏ ଲଗାଇଲି। ଆପଲ୍ଲ ଗଛ ରେ ପାଣି ଦେଲେ, କିନ୍ତୁ ପରମେଶ୍ବର ତା'କୁ ବଢ଼ିବା ରେ ସାହାୟ୍ଯ କଲେ।