Home Bibles ଗୀତସଂହିତା 64:3 · ଓଡ଼ିଆ ବାଇବେଲ
ଗୀତସଂହିତା 64:3 · ଓଡ଼ିଆ ବାଇବେଲ

ସମାନେେ ସମାନଙ୍କେର ଜିହ୍ବାକୁ କ୍ଷୁରପରି ଶାଣିତ କରନ୍ତି, ସମାନେେ ସମାନଙ୍କେର ବିଷାକ୍ତ ଶବ୍ଦଗୁଡ଼ିକ ତୀର ତୁଲ୍ଯ ନିକ୍ଷପେ କରନ୍ତି।

Cross references

ଗୀତସଂହିତା 11:2

ଦୁଷ୍ଟ ଲୋକମାନେ ଶିକାରୀ ଅଟନ୍ତି। ସମାନେେ ଅନ୍ଧାରରେ ଲୁଚି ରହନ୍ତି। ସମାନେେ ଧନୁରେ ଗୁଣ ଚଢ଼ାନ୍ତି। ସମାନେେ ତୀର ଦ୍ବାରା ଲକ୍ଷ୍ଯ ସ୍ଥିର କରନ୍ତି ଏବଂ ସମାନେେ ସିଧା ସାଧୁ ଓ ଉତ୍ତମ ବ୍ଯକ୍ତିର ହୃଦଯକୁ ଶରବିଦ୍ଧ କରନ୍ତି।

ଗୀତସଂହିତା 57:4

ମାରେ ଜୀବନ ସଙ୍କଟପୂର୍ଣ୍ଣ। ମାରେ ଶତ୍ରୁମାନେ ମାରେ ଚତୁଃପାଶର୍‌ବରେ ଘରେି ରହିଛନ୍ତି। ସମାନେେ ମଣିଷ ଖିଆ ସିଂହ ପରି। ସମାନଙ୍କେର ଦାନ୍ତ ବର୍ଚ୍ଛା ଓ ବାଣ ତୁଲ୍ଯ। ସମାନଙ୍କେର ଜିହ୍ବା ତୀକ୍ଷ୍ମ ଖଡ୍ଗ ତୁଲ୍ଯ।

ଗୀତସଂହିତା 58:7

ସମାନେେ ବହନ୍ତା ଜଳପରି ଅନ୍ତର୍ଦ୍ଧାନ ହାଇେ ୟାଆନ୍ତୁ। ରାସ୍ତାର ଘାସ ତୁଲ୍ଯ ସମାନେେ ପଦଦଳିତ ହୁଅନ୍ତୁ।

ଗୀତସଂହିତା 141:9

ମନ୍ଦ ଲୋକମାନେ ମାେ ପାଇଁ ଫାଶ ବସାନ୍ତି। ସମାନଙ୍କେର ଫାଶରେ ମାେତେ ପଡ଼ିବା ପାଇଁ ଦିଅ ନାହିଁ।

ହିତୋପଦେଶ 12:18

ଯେଉଁ ଲୋକମାନେ କୌଣସି ଚିନ୍ତା ନ କରି କହନ୍ତି, ସମାନଙ୍କେର ଶବ୍ଦଗୁଡ଼ିକ ଦ୍ବିଶାଣିତ ଖଡ୍ଗ ପରି ଆଘାତ କରେ। ମାତ୍ର ଜ୍ଞାନୀ ଲୋକର କଥା ଉପଶମ ଆଣେ।

ହିତୋପଦେଶ 30:14

କେତକେ ଲୋକ ଅଛନ୍ତି, ସମାନଙ୍କେର ବାକ୍ଯ ଖଣ୍ଡାଧାରଠାରୁ ତୀକ୍ଷ୍ଣ। ସମାନଙ୍କେର ଦାନ୍ତ ଛୁରୀପରି ଅଟେ। ସମାନେେ ଏହାକୁ ଦରିଦ୍ର ଲୋକମାନଙ୍କୁ ଗ୍ରାସ କରିବାକୁ ବ୍ଯବହାର କରନ୍ତି।

ଯିଶାଇୟ 54:17

ତୁମ୍ଭ ବିପକ୍ଷ ରେ ନିର୍ମିତ କୌଣସି ଅସ୍ତ୍ର ସାର୍ଥକ ହବେ ନାହିଁ। ତୁମ୍ଭ ପ୍ରତିକୂଳ ରେ କହୁଥିବା ବ୍ଯକ୍ତି ଦୋଷୀ ବୋଲି ବିଚାରିତ ହବେ।'

ଯିରିମିୟ 9:3

ପୁଣି ସମାନେେ ଅସତ୍ଯତା ନିମନ୍ତେ ନିଜ ନିଜ ଜିହ୍ବାରୂପ ଧନୁକୁ ବକ୍ର କରନ୍ତି। ଆଉ ସମାନେେ ଦେଶ ରେ ବଳିଷ୍ଠ ହାଇେଅଛନ୍ତି, ମାତ୍ର ସତ୍ଯତା ପାଇଁ ନୁହେଁ। କାରଣ ସମାନେେ ପାପ ଉପ ରେ ପାପ କରିବାକୁ ଅଗ୍ରସର ହୁଅନ୍ତି। ସମାନେେ ଆମ୍ଭକୁ ଜାଣନ୍ତି ନାହିଁ। ଏହା ସଦାପ୍ରଭୁ କହନ୍ତି।

ଯାକୁବଙ୍କ ପତ୍ 3:6

ଜିହ୍ବା ହେଉଛି ଏକ େଛାଟ ଅଗ୍ନିଶିଖା ଭଳି। ଯେଉଁ େଛାଟ ଅଗ୍ନି ଶିଖାଟି ଗୋଟିଏ ବଡ଼ ଜଙ୍ଗଲ ରେ ନିଆଁ ଲଗଇେ ଦଇପୋରିବ। ଆମ୍ଭ ଶରୀରର ଅଙ୍ଗଗୁଡ଼ିକ ଭିତ ରେ ଜିହ୍ବା ହେଉଛି ସବୁଠାରୁ ମନ୍ଦ। କିପରି ? ଜିହ୍ବା ଆମ୍ଭ ଶରୀର ମାଧ୍ଯମ ରେ ନିଜର ମନ୍ଦତା ପ୍ରସାର କରେ। ଏହା ଏପରି ଅଗ୍ନି ସୃଷ୍ଟି କରେ ଯେ, ତାହା ସମଗ୍ର ଜୀବନକୁ ପ୍ରଭାବିତ କରେ।

Interlinear

Choose Theme