ହେ ମାରେ ପ୍ରାଣ, ସତରେ ଶାନ୍ତ ଭାବରେ ପରମେଶ୍ବରଙ୍କୁ ଅପେକ୍ଷା କର। କାରଣ ତାଙ୍କଠାରୁ ମାରେ ଆଶା ଆସେ।
Cross references
ମୁଁ ପ୍ରକୃତରେ ବିଶ୍ବାସ କରେ ୟେ, ମୃତ୍ଯୁ ପୂର୍ବରୁ ମୁଁ ନିଶ୍ଚଯ ସଦାପ୍ରଭୁଙ୍କର ମହିମା ଦର୍ଶନ କରିବି।
ସଦାପ୍ରଭୁଙ୍କର ଅନୁସରଣ କର ଓ ତାଙ୍କ ସାହାୟ୍ଯ ପାଇଁ ଅପେକ୍ଷା କର। ସଦାପ୍ରଭୁ ତୁମ୍ଭକୁ ନିଶ୍ଚିତ ବିଜଯୀ କରାଇବେ ଓ ପରମେଶ୍ବରଙ୍କ ପ୍ରତିଜ୍ଞା ମୁତାବକ ତୁମ୍ଭେ ତୁମ୍ଭର ରାଜ୍ଯ ଫରେି ପାଇବ, ସେତବେେଳେ ଦୁଷ୍ଟ ଲୋକମାନେ ସେ ରାଜ୍ଯ ଛାଡ଼ି ଚାଲିଯିବେ।
ହେ ମାରେ ପ୍ରଭୁ, ମାରେ ଆଉ କ'ଣ ଆଶା ଅଛି ? ତୁମ୍ଭେ ମାରେ ସମସ୍ତ ଆଶା ଓ ଭରସା।
ହେ ମାରେ ପ୍ରାଣ କାହିଁକି ମୁଁ ଏତେ ବ୍ଯାକୁଳ ? ମୁଁ ପରମେଶ୍ବରଙ୍କ ସହାୟତା ପାଇଁ ଅପେକ୍ଷା କରିବି। ମୁଁ ତାଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି। ସେ ମାେତେ ରକ୍ଷା କରିବେ।
ହେ ମାରେ ପ୍ରାଣ ତୁମ୍ଭେ କାହିଁକି ଦୁଃଖିତ ହେଉଅଛ ? କାହିଁକି ମୁଁ ଏତେ ଅସ୍ଥିର ହେଉଅଛି ? ମୁଁ ପରମେଶ୍ବରଙ୍କ ସାହାୟ୍ଯ ପାଇଁ ଅପେକ୍ଷା କରିବି। ମୁଁ ପରମେଶ୍ବରଙ୍କୁ ପ୍ରଶଂସା କରିବାକୁ ସୁଯୋଗ ପାଇବି ଓ ସେ ମାେତେ ଉଦ୍ଧାର କରିବେ।
ହେ ମାରେ ପ୍ରାଣ, କାହିଁକି ଏତେ ଦୁଃଖିତ। ମୁଁ କାହିଁକି ଏତେ ଅଧୀର ହେଉଛି। ମୁଁ ପରମେଶ୍ବରଙ୍କ ସାହାୟ୍ଯ ପାଇଁ ଅପେକ୍ଷା କରିବି। ତାଙ୍କୁ ପ୍ରଶଂସା କରିବା ପାଇଁ ମୁଁ ନିଶ୍ଚଯ ସୁଯୋଗ ପାଇବି। ସେ ମାେତେ ରକ୍ଷା କରିବେ।
ହଁ, ମାରେ ହୃଦଯ ଶାନ୍ତ ଭାବରେ ପରମେଶ୍ବରଙ୍କ ଅପେକ୍ଷା କରେ। ମାରେ ପରିତ୍ରାଣ ତାଙ୍କଠାରୁ ଅଲଗା।
ହେ ମାରେ ପ୍ରଭୁ, ସଦାପ୍ରଭୁ ତୁମ୍ଭେ ହିଁ ମାରେ ଭରସା। ମାରେ ବାଲ୍ଯକାଳରୁ ତୁମ୍ଭେ ହିଁ ମାରେ ବିଶ୍ବାସ ଭୂମି।
ହେ ମାରେ ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର ! ହେ ମାରେ ସବୁ ଅଙ୍ଗପ୍ରତ୍ଯଙ୍ଗ, ତାଙ୍କ ପବିତ୍ର ନାମର ପ୍ରଶଂସା କର।
ହେ ମାରେ ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର ! ହେ ସଦାପ୍ରଭୁ ମାରେ ପରମେଶ୍ବର, ତୁମ୍ଭେ ମହାନ୍। ତୁମ୍ଭେ ସମ୍ଭ୍ରମ ଓ ଐଶ୍ଚର୍ୟ୍ଯରେ ବିଭୂଷିତ।
ପାପୀମାନେ ପୃଥିବୀରୁ ଉଭଇେ ୟାଆନ୍ତୁ। ସବୁଦିନ ପାଇଁ ଦୁଷ୍ଟ ଲୋକମାନେ ନିଶଷେ ହୁଅନ୍ତୁ। ହେ ମାରେ ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର !ସଦାପ୍ରଭୁଙ୍କର ପ୍ରଶଂସା କର।
ସଦାପ୍ରଭୁଙ୍କର ପ୍ରଶଂସା କର !ମୁଁ ନିଜକୁ କ ହେ, ସଦାପ୍ରଭୁଙ୍କର ପ୍ରଶଂସା କର।
ତେଣୁ ସୈନ୍ଯାଧିପତି ସଦାପ୍ରଭୁ କହନ୍ତି, ଯେପରି ଜଣେ ଶ୍ରମିକ ଧାତୁର ଶୁଦ୍ଧତା ଜାଣିବା ପାଇଁ ଅଗ୍ନି ରେ ତରଳାଏ, ସହେିପରି ଆମ୍ଭେ ସମାନଙ୍କେୁ ପରୀକ୍ଷା କରିବା। ଆମ୍ଭ ଲୋକମାନେ ପାପ କରିଥିବା ହତେୁ ଆଉ ଆମ୍ଭେ କ'ଣ କରିପାରିବା ?
ସମାନଙ୍କେର ଜିହ୍ବା ପ୍ରାଣନାଶକ ବାଣସ୍ବରୂପ। ତାହା କବଳେ ମିଥ୍ଯା ଓ ପ୍ରବଞ୍ଚନାର କଥା କ ହେ। ସମାନେେ ମୁହଁ ରେ ପ୍ରତିବେଶୀ ସହିତ ପ୍ ରମାେଳାପ କରନ୍ତି, ମାତ୍ର ଅନ୍ତର ରେ ସମାନଙ୍କେୁ ବିନାଶ କରିବାକୁ ଯୋଜନା କରନ୍ତି।
ହେ ସଦାପ୍ରଭୁ, ମାେତେ ବିନାଶ କର ନାହିଁ, ବିପଦ ଦିନ ରେ ତୁମ୍ଭେ ମାରେ ଆଶ୍ରଯ ଅଟ।
ତେଣୁ ମାରେ ଅନ୍ତର କହୁଛି, ସଦାପ୍ରଭୁ ମାରେ ପରମେଶ୍ବର ମୁଁ ତାଙ୍କଠା ରେ ବିଶ୍ବାସ ରଖିବି।
ତେଣୁ ମୁଁ ସାହାୟ୍ଯ ପାଇଁ ସଦାପ୍ରଭୁଙ୍କ ପ୍ରତି ଦୃଷ୍ଟି ରଖିବି। ମାେ ପରିତ୍ରାଣ ପାଇଁ ପରମେଶ୍ବରଙ୍କୁ ଅପେକ୍ଷା କରିବି। ମାରେ ପରମେଶ୍ବର ମାେ କଥା ଶୁଣିବେ।
ଏହି ଦର୍ଶନ ନିର୍ଦ୍ଦିଷ୍ଟ ସାକ୍ଷୀ ଅଟେ। ଏହା ଶଷେ ବାର୍ତ୍ତା ସମ୍ବନ୍ଧ ରେ ସାକ୍ଷୀ ଦିଏ ଏବଂ ଏହା ମିଥ୍ଯା ହୁଏ ନାହିଁ। ଯେପରି ଜଣାୟିବ ଏହି ସମୟ କବେେ ଆସିବ ନାହିଁ। କିନ୍ତୁ ର୍ଧୈୟ୍ଯ ଧରି ଅପେକ୍ଷା କର, ସେ ସମୟ ନିଶ୍ଚଯ ଆସିବ। ଏହା ଅଧିକ ବିଳମ୍ବ ହବେନାହିଁ।
ସଦାପ୍ରଭୁ କହିଲେ, ଆମ୍ଭେ ଲୁଟିବା ପାଇଁ ଉଠିବା ଦିନ ପର୍ୟ୍ଯନ୍ତ ତୁମ୍ଭମାନେ ଆମ୍ଭର ଅପେକ୍ଷା ରେ ଥାଅ, ଆମ୍ଭେ ଜାତି ସମୂହ ଓ ରାଜ୍ଯଗଣକୁ ଏକତ୍ରୀତ କରିବା। ଆମ୍ଭେ ଆପଣା ହବୋ କୋର୍ଧ ସମାନଙ୍କେ ଉପ ରେ ଢାଳି ଦବୋ। ଆମ୍ଭେ ଆପଣା ପ୍ରଚଣ୍ତ କୋରଧ ଦଖାଇବୋ। ଆମ୍ଭର କୋରଧ ରେ ସମଗ୍ର ପୃଥିବୀ ଧ୍ବଂସ ହବେ।
ଯୀଶୁ ବାରଜଣ ପ୍ ରରେିତଙ୍କୁ ପଚାରିଲେ, ତୁମ୍ଭମାନେେ ମଧ୍ଯ କ'ଣ ମାେତେ ଛାଡିୟିବା ପାଇଁ ଚାହଁ କି?
ମାରେ ଦୃଢ଼ ଆଶା ଓ ଭରସା ଯେ ମୁଁ ଖ୍ରୀଷ୍ଟଙ୍କୁ କଦାପି ହରାଇବି ନାହିଁ। ବରଂ, ମୁଁ ନିଶ୍ଚିତ ଯେ ମୁଁ ସାହସୀ ହବେି ଏବଂ ମୁଁ ମୃତ ବା ଜୀବିତ ଥାଏ, ଖ୍ରୀଷ୍ଟଙ୍କ ମହାନତା ମାେ ଶରୀର ରେ ପ୍ରକାଶିତ କରିବି।