ସାପୁଆକଳୋମାନଙ୍କର ବାଦ୍ଯ କିଅବା ଗୀତକୁ ନାଗସାପ ଶୁଣି ପାରିବ ନାହିଁ। ଆଉ ସହେି ମନ୍ଦ ଲୋକମାନେ ସହେିପରି, ଯେତବେେଳେ ସମାନେେ ସମାନଙ୍କେର ମନ୍ଦ ଯୋଜନା କରନ୍ତି।
Cross references
ମାହେକ, ଭୂତକ୍ସ୍ଟଡିଯା, ଗକ୍ସ୍ଟଣୀ କି ପ୍ ରତେ ପରାମର୍ଶୀ ଲୋକ ତକ୍ସ୍ଟମ୍ଭ ମଧିଅରେ କହେି ଯେପରି ଦଖାୟିବେ ନାହିଁ।
ସମାନଙ୍କେର ଦ୍ରାକ୍ଷାରସ ସର୍ପ ବିଷ ତକ୍ସ୍ଟଲ୍ଯ ବିଷମଯ ଅଟେ।
ହେ ସଦାପ୍ରଭୁ ଦୁଷ୍ଟ ଲୋକମାନଙ୍କଠାରୁ ମାେତେ ରକ୍ଷା କର। ଦୌରାତ୍ମ୍ଯକାରୀମାନଙ୍କଠାରୁ ମାେତେ ସୁରକ୍ଷା ଦିଅ। ଯେଉଁମାନେ ମାେ ପଛରେ ପଡ଼ିଛନ୍ତି ଏବଂ ଦୁଃଖ ଦବୋପାଇଁ ଯୋଜନା କରୁଛନ୍ତି।
ମିଶରୀଯମାନେ ବିଭ୍ରାନ୍ତ ହବେେ। ସମାନେେ କ'ଣ କରିବେ ବୋଲି ପ୍ରତିମାମାନଙ୍କୁ ଓ ଗୁଣୀ ଜ୍ଞାନୀମାନଙ୍କୁ ପଚାରିବେ। ଆଉ ମଧ୍ଯ ସମାନେେ ଯାକୁବର ଓ ଗୁଣିଆମାନଙ୍କର ପରାମର୍ଶ ନବେେ। ମାତ୍ର ସମାନଙ୍କେର ଉପଦେଶ ଅର୍ଥହୀନ ହବେ।'
ହେ ଯିହୁଦାର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କ ମଧ୍ଯକୁ ସର୍ପ ଓ କାଳସର୍ପମାନଙ୍କୁ ପଠାଇବା, ସମାନେେ ତୁମ୍ଭମାନଙ୍କୁ ଦଂଶନ କରିବେ। ସମାନଙ୍କେୁ କହେି ଅଟକାଇ ପାରିବେ ନାହିଁ। ଏହା ସଦାପ୍ରଭୁ କହନ୍ତି।