Home Bibles ଗୀତସଂହିତା 49:17 · ଓଡ଼ିଆ ବାଇବେଲ
ଗୀତସଂହିତା 49:17 · ଓଡ଼ିଆ ବାଇବେଲ

ସହେି ଲୋକମାନେ ଯେତବେେଳେ ମୃତ୍ଯୁବରଣ କରିବେ ସମାନେେ ସାଙ୍ଗରେ କିଛି ନଇେଯିବେ ନାହିଁ। ତାଙ୍କର ଐଶ୍ଚର୍ୟ୍ଯ ତାଙ୍କ ସଙ୍ଗରେ ୟିବ ନାହିଁ।

Cross references

ଆୟୁବ ପୁସ୍ତକ 1:21

ସେ ପ୍ରାର୍ଥନା କରି କହିଲା,

ଆୟୁବ ପୁସ୍ତକ 27:19

ଦୁଷ୍ଟ ବ୍ଯକ୍ତି ଶାଇେବାକୁ ଗଲା ବେଳେ ତା' ପାଖ ରେ ଅମାପ ଧନ ଥିବ କିନ୍ତୁ ସକାଳୁ ସେ ଆଖି ଖାଲିବୋ ମାତ୍ ରେ ତା'ର ଧନ ଆଉ ନ ଥିବ।

ଗୀତସଂହିତା 17:14

ହେ ସଦାପ୍ରଭୁ, ତୁମ୍ଭେ ଆପଣା ଶକ୍ତି ପ୍ରଯୋଗ କରି ଏ ସଂସାରରୁ ଦୁଷ୍ଟ ଲୋକମାନଙ୍କୁ ନିପାତ କର। ହେ ସଦାପ୍ରଭୁ, ବହୁତ ଲୋକ ତୁମ୍ଭ ପାଖକୁ ସାହାୟ୍ଯ ପାଇଁ ଆସନ୍ତି। ସମାନଙ୍କେ ମଧ୍ଯରୁ ଅନକଙ୍କେର ଏହି ଇହଲୋକରେ ଅଧିକ କିଛି ଆଶା ନ ଥାଏ। ସହେି ଲୋକମାନଙ୍କୁ ପ୍ରଚୁର ଖାଦ୍ୟ ପ୍ରଦାନ କର। ସମାନଙ୍କେର ଶିଶୁମାନଙ୍କର ଆବଶ୍ଯକତାକୁ ପୂରଣ କର। ସମାନଙ୍କେର ଶିଶୁମାନଙ୍କୁ ଏତେ ଖାଦ୍ୟ ପ୍ରଦାନ କର ୟେ, ୟାହା ସବୁଦିନ ପାଇଁ ସମାନଙ୍କେର ଆବଶ୍ଯକତା ପୂରଣ କରିବ।

ଉପଦେଶକ 5:15

ସେ ଆପଣା ମାତୃ ଗର୍ଭରୁ ଯେପରି ଆସିଥିଲା, ସପରେି ଉଲଗ୍ନ ହାଇେ ଫରେିୟିବ। ଆଉ ସେ ଆପଣା ପରିଶ୍ରମ ପାଇଁ ସ୍ବହସ୍ତ ରେ ଯାହା ନଇୟୋଇ ପାରିବ ନାହିଁ, ଏପରି କିଛି ସଙ୍ଗେ ନବେ ନାହିଁ।

ଯିଶାଇୟ 5:14

ତା'ପସରସସମାଲନ ମୃତ୍ଯୁବରଣ କରିଲବ। ସିଲୟାନ ମୃତ୍ଯୁର ସ୍ଥାନସହବ ଓସସ ଅଧିକରୁ ଅଧିକସଲାକ ଗିଳି ପକାଇବ।ସସହି ମୃତ୍ଯୁର ସ୍ଥାନ ତା'ର ଅପରିମିତ ମୁଖ ବିସ୍ତାର କରିବ, ମୂଲ୍ଯବାନସଲାକ, ସାଧାରଣସଲାକ ଏବଂ ଖୁସିମିଜାସିଆସଲାକ ତା ଦ୍ବାରା ଜାଲସର ଧରା ପଡ଼ିଲବ।

ଯିଶାଇୟ 10:3

ହେ ବ୍ଯବସ୍ଥାକାରୀଗଣ, ପ୍ରତିଫଳ ଦବୋର ଦିନ ରେ ତୁମ୍ଭମାନଙ୍କୁ ତୁମ୍ଭର କାର୍ୟ୍ଯକଳାପ ସମ୍ବନ୍ଧ ରେ ବୁଝାଇବାକୁ ପଡ଼ିବ। ଦୂରଦେଶରୁ ତୁମ୍ଭର ବିନାଶ ଆସୁଛି। ତୁମ୍ଭମାନେେ ସେତବେେଳେ କ'ଣ କରିପାରିବ। ସାହାୟ୍ଯ ପାଇଁ ତୁମ୍ଭମାନେେ କାହା ନିକଟକୁ ଦୌଡ଼ିବ। ତୁମ୍ଭର ଅର୍ଥ ଓ ସମ୍ପଦ ତୁମ୍ଭଙ୍କୁ ସାହାୟ୍ଯ କରିବ ନାହିଁ।

ଲୂକଲିଖିତ ସୁସମାଚାର 12:20

କିନ୍ତୁ ପରମେଶ୍ବର ତାହାକୁ କହିଲେ, 'ଆ ରେ ନିର୍ବୋଧ ମନୁଷ୍ଯ! ଆଜି ରାତି ରେ ତୁ ମରିୟିବୁ। ତୁ ଯେଉଁ ପଦାର୍ଥତକ ତୋ ପାଇଁ ସାଇତି କରି ରଖିଛୁ, ତାହା କ'ଣ ହବେ? ସେ ସବୁ କିଏ ଭୋଗ କରିବ?'

ଲୂକଲିଖିତ ସୁସମାଚାର 16:24

ସେ ଡାକିଲା, 'ପିତା ଅବ୍ରହାମ, ମାେତେ ଦୟା କର। ମାେ ପାଖକୁ ଲାଜାରକୁ ପଠାଅ। ସେ ତା' ଆଙ୍ଗୁଳି ଟିପକୁ ପାଣି ରେ ବୁଡଇେ ମାେ ଜିଭ ରେ ଟୋପାଏ ଟୋପାଏ ପାଣି ଦେଉ। ମୁଁ ଏହି ନିଆଁ ରେ ବହୁତ ୟନ୍ତ୍ରଣା ଭୋଗ କରୁଛି।'

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:43

ଶରୀରଟି ଅନାଦର ରେ ବୁଣାଯାଏ, କିନ୍ତୁ ମହିମା ରେ ତାହା ଉଥିତ ହୁଏ। ଯେତବେେଳେ ଦୁର୍ବଳତା ରେ ଶରୀରଟି ବୁଣାଯାଏ ଏହା ଶକ୍ତିର ସହିତ ଉଥିତ ହୁଏ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 6:7

ପୃଥିବୀକୁ ଆସିଲା ବେଳେ ଆମ୍ଭେ କିଛି ଆଣି ନ ଥିଲୁ ଓ ଯେତବେେଳେ ଆମ୍ଭେ ମରିୟିବା ଏଠାରୁ କିଛି ନଇେ ଯାଇ ପାରିବା ନାହିଁ।

Interlinear

Choose Theme