ସହେି ବ୍ଯକ୍ତିଟି ଯେତବେେଳେ ଅସୁସ୍ଥ ହାଇେ ଖଟରେ ପଡ଼ିରହେ, ସଦାପ୍ରଭୁ ତାକୁ ବଳ ପ୍ରଦାନ କରନ୍ତି। ସହେି ବ୍ଯକ୍ତି ଅସୁସ୍ଥ ହାଇେ ବିଛଣାରେ ପଡ଼ିଲେ, ସଦାପ୍ରଭୁ ତାକୁ ନିଶ୍ଚଯ ଆରୋଗ୍ୟ କରନ୍ତି।
Cross references
ଏବଂ ସଦାପ୍ରଭୁ ଆଜିଦିନ ପରି ଯେପରି ଆମ୍ଭମାନଙ୍କୁ ସଜୀବ ରକ୍ଷା କରିପାରିବେ, ଏଥିପାଇଁ ଆମ୍ଭମାନଙ୍କ ନିତ୍ଯ ମଙ୍ଗଳ ନିମନ୍ତେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶଓରଙ୍କୁ ଭୟ କରିବା ପାଇଁ ସେ ଆମ୍ଭମାନଙ୍କ ପାଳନାର୍ଥେ ଏହି ସକଳ ବିଧି ଆମ୍ଭମାନଙ୍କୁ ଆଜ୍ଞା କଲେ।
ତହୁଁ ବାର୍ତ୍ତାବହମାନେ ଅହସିଯଙ୍କୁ କହିଲେ, ଜଣେ ଲୋକ ଆମ୍ଭକୁ ସାକ୍ଷାତ କରିବାକୁ ଆସିଲେ ଓ କହିଲେ, ତୁମ୍ଭ ରାଜାଙ୍କ ପାଖକୁ ଫରେିୟାଅ ଓ ତାଙ୍କୁ କୁହ, ସଦାପ୍ରଭୁ କୁହନ୍ତି, 'ଇଶ୍ରାୟେଲ ରେ କ'ଣ ପରମେଶ୍ବର ନାହାଁନ୍ତି? ତବେେ ତୁମ୍ଭେ କାହିଁକି ବାର୍ତ୍ତାବହମାନଙ୍କୁ ଇକୋର୍ଣର ଦବେତା ବାଲ-ସବୂବଙ୍କୁ ପଗ୍ଭରିବାକୁ ପଠାଇଅଛ? ତେଣୁ ତୁମ୍ଭେ ଆଉ ଶୟ୍ଯାରୁ ଉଠିବ ନାହିଁ, ସହେିଠା ରେ ମରିବ।'
ତହୁଁ ଏଲିଯ ରାଜାଙ୍କୁ କହିଲେ, ଇଶ୍ରାୟେଲ ରେ କ'ଣ ପରମେଶ୍ବର ନାହାଁନ୍ତି? ତୁମ୍ଭେ ଇକୋର୍ଣ ଦବେତା ବାଲ୍-ସବୂବଠାରୁ ପ୍ରଶ୍ନ ପଗ୍ଭରିବାକୁ, କିହିଁକି ଦୂତ ପଠାଇଲ? ତୁମ୍ଭର ଏହି କାର୍ୟ୍ଯ ଯୋଗୁଁ ତୁମ୍ଭେ ଶୟ୍ଯାରୁ ଆଉ ଉଠିବ ନାହିଁ, ସହେିଠା ରେ ତୁମ୍ଭେ ମରିବ। ସଦାପ୍ରଭୁ ଏହିସବୁ ବାକ୍ଯଗୁଡିକ କହିଲେ।
ତୁମ୍ଭେ ଫରେିୟାଅ ଓ ଆମ୍ଭେଲାକମାନଙ୍କର ଅଧିପତି ହିଜକିଯକୁ କୁହ, 'ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଦାଉଦର ପରମେଶ୍ବର ଏହି କଥା କହନ୍ତି, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ ଓ ଆମ୍ଭେ ତୁମ୍ଭର ଲୋତକ ଦେଖିଲୁ। ତେଣୁ ଆମ୍ଭେ ତୁମ୍ଭକୁ ସୁସ୍ଥ କରିବୁ ଓ ତୁମ୍ଭେ ତୃତୀୟ ଦିନ ରେ ସଦାପ୍ରଭୁଙ୍କ ମନ୍ଦିରକୁ ୟିବ।
ମାରେ ମନ ଏବଂ ଶରୀର ଦୁର୍ବଳ ହୁଏ, କିନ୍ତୁ ପରମେଶ୍ବର ଅନନ୍ତକାଳ ମାେ ହୃଦଯକୁ ଓ ମାେତେ ସ୍ଥାଯୀତ୍ବ ଦିଅନ୍ତି।
ସେଥିପାଇଁ ଆମ୍ଭେ କବେେ ହେଲେ ନିରାଶ ନ ହେଉ, ଯଦିଓ ଆମ୍ଭର ବାହ୍ଯିକ ଶରୀର କ୍ଷୀଣ ହାଇେ ଯାଉଛି, କିନ୍ତୁ ଆମ୍ଭର ଅନ୍ତଃରସ୍ଥ ଆତ୍ମା ଦିନକୁ ଦିନ ନୂତନରୁ ଅତି ନୂତନ ହାଇେ ଯାଉଅଛି।
ସେ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛୁକ, ସେଥିପାଇଁ ମୁଁ ତାହାଙ୍କୁ ପଠାଉଛି। ସେ ଅସୁସ୍ଥ ଥିଲେ ବୋଲି ତୁମ୍ଭେ ଶୁଣି ଥିବା ହତେୁ ସେ ଚିନ୍ତିତ ଥିଲେ।