ଗୀତସଂହିତା 40:13 · ଓଡ଼ିଆ ବାଇବେଲ
ହେ ସଦାପ୍ରଭୁ, ଅନୁଗ୍ରହ କରି ମାେତେ ଉଦ୍ଧାର କର। ହେ ସଦାପ୍ରଭୁ ଶୀଘ୍ର ଆସ ଓ ମାେତେ ସାହାୟ୍ଯ କର।
Cross references
ଗୀତସଂହିତା 22:19
ହେ ସଦାପ୍ରଭୁ, ତୁମ୍ଭେ ମାେତେ ପରିତ୍ଯାଗ କର ନାହିଁ। ତୁମ୍ଭେ ହିଁ ମାରେ ଶକ୍ତି, ଶୀଘ୍ର ମାେତେ ସାହାୟ୍ଯ କର।
ଗୀତସଂହିତା 25:17
ମାେତେ ବିପଦରୁ ମୁକ୍ତ କର। ମାରେ ସମସ୍ଯାର ସମାଧାନରେ ସହାୟକ ହୁଅ।
ଗୀତସଂହିତା 38:5
ମୁଁ ଏକ ମୂର୍ଖାମୀ କାର୍ୟ୍ଯ କରିଛି। ମାରେ ଅଜ୍ଞାନତା ୟୋଗୁ ମାରେ କ୍ଷତ ସବୁ ଦୁର୍ଗନ୍ଧ ଓ ବିକୃତ ହାଇେଛି।
ଗୀତସଂହିତା 38:22
ଶୀଘ୍ର ଆସ ଓ ମାେତେ ସାହାୟ୍ଯ କର। ହେ ମାରେ ପରମେଶ୍ବର ମାେତେ ଉଦ୍ଧାର କର।
ଗୀତସଂହିତା 70:1
ହେ ପରମେଶ୍ବର, ମାେତେ ରକ୍ଷା କର ! ହେ ପରମେଶ୍ବର, ମାେତେ ଶୀଘ୍ର ଉତ୍ତର କର !
ଗୀତସଂହିତା 71:12
ହେ ପରମେଶ୍ବର, ମାେ ପାଖରୁ ଦୂରଇେ ୟାଅ ନାହିଁ, ହେ ପରମେଶ୍ବର ଶୀଘ୍ର ମାେତେ ଉଦ୍ଧାର କର।
ମାଥିଉଲିଖିତ ସୁସମାଚାର 26:36
ତା'ପରେ ଯୀଶୁ ଶିଷ୍ଯମାନଙ୍କ ସହିତ ଗେଥ୍ଶିମାନୀ ନାମକ ସ୍ଥାନକୁ ଗଲେ। ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ସଠାେରେ ଯାଇ ମୁଁ ପ୍ରାର୍ଥନା କରୁଥିବା ପର୍ୟ୍ଯନ୍ତ ତୁମ୍ଭମାନେେ ଏହିଠା ରେ ବସ।