Home Bibles ଗୀତସଂହିତା 36:2 · ଓଡ଼ିଆ ବାଇବେଲ
ଗୀତସଂହିତା 36:2 · ଓଡ଼ିଆ ବାଇବେଲ

ସହେି ଲୋକ ଆପଣାକୁ ମିଥ୍ଯା କ ହେ। ସେ ଲୋକ ଆପଣା ତୃଟି ଦେଖେ ନାହିଁ, ତଣେୁ ସେ କ୍ଷମା ପ୍ରାର୍ଥନା କରେ ନାହିଁ।

Cross references

ଦିତୀୟ ବିବରଣ 29:19

ଆଉ ଯେପରି ଏହି ଅଭିଶାପର କଥା ଶକ୍ସ୍ଟଣି ମନମେନେ ଆପଣାର ଧନ୍ଯବାଦ କରି ନ କ ହେ ଯେ, 'ଆମ୍ଭେ ଶକ୍ସ୍ଟଖିଲା ସଙ୍ଗେ ଓଦାକକ୍ସ୍ଟ ଧ୍ବଂସ କରିବା ପାଇଁ ଆପଣା ଦୃଦଯ ରେ କାଠିନ୍ଯ ଅନକ୍ସ୍ଟସା ରେ ଚଳିଲେ ହେଁ ଆମ୍ଭର ମଙ୍ଗଳ ହବେ।'

ପ୍ରଥମ ଶାମୁୟେଲ 15:18

ସଦାପ୍ରଭୁ ତୁମ୍ଭକୁ ୟକ୍ସ୍ଟଦ୍ଧ ୟାତ୍ରା ରେ ପଠାଇ କହିଲେ, 'ୟାଅ, ସହେି ଅମାଲକେୀଯ ପାପୀମାନଙ୍କୁ ହତ୍ଯା କର। ସମାନଙ୍କେୁ ସଐୂର୍ଣ୍ଣ ରୂପେ ଧ୍ବଂସ ନକରିବା ପର୍ୟ୍ଯନ୍ତ ତାଙ୍କ ସହ ୟକ୍ସ୍ଟଦ୍ଧ କର।'

ପ୍ରଥମ ବଂଶାବଳୀ 10:13

ଶାଉଲ ସଦାପ୍ରଭୁଙ୍କ ନିକଟରେ ବିଶ୍ବସ୍ତ ନ ଥିବାରୁ ମୃତ୍ଯୁବରଣ କଲେ। ଶାଉଲ ସଦାପ୍ରଭୁଙ୍କ ବାକ୍ଯର ବାଧ୍ଯ ହେଲେ ନାହିଁ। ଶାଉଲ ଜଣେ ଗୁଣିଆ ସ୍ତ୍ରୀ ପାଖକୁ ମଧ୍ଯ ୟାଇଥିଲେ ଓ ସଦାପ୍ରଭୁଙ୍କ ପରାମର୍ଶ ନ ଲୋଡ଼ି ତାହାର ପରାମର୍ଶ ଲୋଡ଼ିଥିଲେ।

ଗୀତସଂହିତା 10:3

ଦୁଷ୍ଟ ଲୋକମାନେ ଆପଣା ମନସ୍କାମନା ବିଷଯରେ ଗର୍ବ ଅନୁଭବ କରନ୍ତି ଓ ସହେି ଲୋଭୀ ଲୋକମାନେ ପରମେଶ୍ବରଙ୍କୁ ଅଭିଶାପ ଦିଅନ୍ତି। ଏହି ଉପାଯରେ ସହେି ମନ୍ଦ ଲୋକମାନେ ଦଖାଇେ ଦବୋକୁ ଚାହାଁନ୍ତି ସମାନେେ ସଦାପ୍ରଭୁଙ୍କୁ ଘୃଣା କରନ୍ତି।

ଗୀତସଂହିତା 49:18

ଜଣେ ଧନୀ ବ୍ଯକ୍ତି ପ୍ରକୃତରେ ନିଜ ଜୀବନରେ ୟାହା ସବୁ କରିଛି ସେଥିପାଇଁ ନିଜକୁ କବଳେ ଧନ୍ଯବାଦ ଦିଏ। ହଁ, ଅନ୍ୟ ଲୋକମାନେ ମଧ୍ଯ ତା'କୁ ପ୍ରଶଂସା କରି କହନ୍ତି, ସେ ତା'ର ଜୀବନରେ କିପରି ଉତ୍ତମ ସଫଳତା ହାସଲ କରିଛି।

ଯିରିମିୟ 2:23

ପୁଣି ହେ ଯିହୁଦା, ତୁମ୍ଭେ କିପରି କହିପାରିବ ଯେ, 'ଆମ୍ଭେ ଅଶୁଚି ହାଇେ ନାହୁଁ ଓ ବାଲ୍ଦବଗେଣର ପଶ୍ଚାଦଗାମୀ ହାଇେ ନାହୁଁ ?' ଉପତ୍ୟକା ରେ ତୁମ୍ଭେ ଯାହାସବୁ କରିଅଛ ଚିନ୍ତାକର। ତୁମ୍ଭେ ଆପଣା ପଥରେ ଭ୍ରମଣକାରିଣୀ ଦ୍ରୁତଗାମିନୀ ଓଟ ସଦୃଶ।

ଯିରିମିୟ 2:34

ତୁମ୍ଭ ହସ୍ତ ରେ ଦରିଦ୍ର ନିର୍ଦ୍ ଦୋଷ ପ୍ରାଣର ରକ୍ତ ଦଖାୟୋଏ। ଏହି ରକ୍ତ ସିନ୍ଧିକାଟିବା କୌଣସି ଲୁଣ୍ଠନକାରୀର ନୁହେଁ। ତୁମ୍ଭେ ବିନାକାରଣ ରେ ରକ୍ତପାତ କରିଛ।

ଯିରିମିୟ 17:9

ଯାହାର ଅନ୍ତଃକରଣ ସବୁଠାରୁ କପଟମଯ ଓ ଯାହାର ଅନ୍ତଃକରଣ ପୀଡ଼ିତ, ତାହା କହେି ଜାଣିପାରିବେ ନାହିଁ।

ଯିରିମିୟ 36:24

ଆଉ ମଧ୍ଯ ରାଜା ଓ ତାଙ୍କର ଦାସଗଣ ଯେତବେେଳେ ସହେି ପୁସ୍ତକର ବାକ୍ଯ ଶୁଣିଲେ, ସମାନେେ କହେି ଭୟଭୀତ ହେଲେ ନାହିଁ କିଅବା ଆପଣା ବସ୍ତ୍ର ଚିରି ଦୁଃଖ ପ୍ରକାଶ କଲେ ନାହିଁ।

ହୋଶେୟ 12:7

ଯାକୁବ ଜଣେ ପ୍ରକୃତ ବ୍ଯବସାଯୀ। ସେ ଏପରିକି ତା'ର ବନ୍ଧୁଙ୍କୁ ମଧ୍ଯ ଠକେ। ଏପରିକି ତାଙ୍କ ନିକିତି ମଧ୍ଯ ମିଛ କ ହେ।

ଲୂକଲିଖିତ ସୁସମାଚାର 10:29

ନିଜେ ଠିକ୍ ଜୀବନ ଯାପନ କରୁଛନ୍ତି ବୋଲି ଧର୍ମଶାସ୍ତ୍ରୀ ଜଣକ ପ୍ରମାଣ କରିବାକୁ ଚାହୁଁଥିଲେ। ତେଣୁ ସେ ଯୀଶୁଙ୍କୁ ପଚାରିଲେ, ତବେେ ଯେଉଁମାନଙ୍କୁ ପ୍ ରମେ କରିବି, ସମାନେେ କିଏ?

ଲୂକଲିଖିତ ସୁସମାଚାର 16:14

ଫାରୂଶୀମାନେ ଏହି ସବୁ କଥା ଶୁଣୁଥିଲେ। ଫାରୂଶୀମାନେ ନିଜ ଟଙ୍କାକୁ ଭଲ ପାଉଥିବାରୁ ଯୀଶୁଙ୍କୁ ସମାଲୋଚନା କଲେ।

ରୋମୀୟଙ୍କ ପ୍ରତି ପତ୍ର 3:9

ସେଥିପାଇଁ ଅନ୍ୟ ଲୋକମାନଙ୍କଠାରୁ ଆମ୍ଭେ ଯିହୂଦୀଗଣ କଣ ଭଲ? ନା। ଯିହୂଦୀ ଓ ଅଣଯିହୂଦୀ ସମସ୍ତେ ସମାନ ବୋଲି ଆମ୍ଭେ ଆଗରୁ କହି ସାରିଛୁ। ସମାନେେ ସମସ୍ତେ ନିଜ ନିଜ ପାପ ପାଇଁ ଦୋଷୀ।

ରୋମୀୟଙ୍କ ପ୍ରତି ପତ୍ର 7:9

ବ୍ଯବସ୍ଥା ଜାଣିବା ପୂର୍ବରୁ, ବ୍ଯବସ୍ଥା ବିନା ମୁଁ ଜୀବିତ ଥିଲା। କିନ୍ତୁ ଯେତବେେଳେ ବ୍ଯବସ୍ଥାର ଆଦେଶ ମାେ ପାଖକୁ ଆସିଲା, ସେତବେେଳେ ପାପ ଜୀବିତ ହେଲା ଓ ପାପ ହତେୁ ଆତ୍ମିକ ଭାବରେ ମୁଁ ମୃତ୍ଯୁ ବରଣ କଲି।

ରୋମୀୟଙ୍କ ପ୍ରତି ପତ୍ର 10:3

ସମାନେେ ଜାଣି ନଥିଲେ ଯେ, ପରମେଶ୍ବର କିପରି ତାହାଙ୍କ ସହିତ ଲୋକମାନଙ୍କୁ ଧାର୍ମିକ କହନ୍ତି। ସମାନେେ ଧାର୍ମିକ ହବୋ ପାଇଁ ନିଜର ଉପାୟ ଦ୍ବାରା ଚେଷ୍ଟା କଲେ। ଅତଏବ ସମାନେେ ଧାର୍ମିକତା ବୋଲି ଗଣିତ ପରମେଶ୍ବରଙ୍କ ମାର୍ଗର ଅନୁ ସରଣ କଲେ ନାହିଁ।

Interlinear

Choose Theme