Home Bibles ☰ Books ଗୀତସଂହିତା 34:14 · ଓଡ଼ିଆ ବାଇବେଲ
ଗୀତସଂହିତା 34:14 · ଓଡ଼ିଆ ବାଇବେଲ

ମନ୍ଦ କାର୍ୟ୍ଯ କରିବା ବନ୍ଦ କର। କବଳେ ଉତ୍ତମ କାର୍ୟ୍ଯ କର। ଶାନ୍ତି ପାଇଁ କାର୍ୟ୍ଯ କର। ଶାନ୍ତି ପାଇଲା ପର୍ୟ୍ଯନ୍ତ ଶାନ୍ତି ପଛରେ ଦୌଡ଼।

Cross references

ଆୟୁବ ପୁସ୍ତକ 28:28

ପରମେଶ୍ବର ଲୋକମାନଙ୍କୁ କହିଲେ, ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର। ତାହାହିଁ ଜ୍ଞାନ ଅଟେ। ମନ୍ଦ କାର୍ୟ୍ଯ କର ନାହିଁ। ତାହାହିଁ ବୁଝିବା ଶକ୍ତି ଅଟେ। ଆୟୁବ ତା'ର କାହାଣୀ କହି ଚାଲିଥିଲା।

ଗୀତସଂହିତା 37:27

ତୁମ୍ଭେ ୟଦି ମନ୍ଦକାର୍ୟ୍ଯ କରିବାକୁ ମନା କର ଓ ୟଦି ତୁମ୍ଭେ ଭଲକାର୍ୟ୍ଯ କର, ତା' ହେଲେ ତୁମ୍ଭେ ନିଶ୍ଚଯ ଚିରଦିନ ପାଇଁ ବଞ୍ଚି ରହିବ।

ଗୀତସଂହିତା 39:2

ତଣେୁ ମୁଁ କିଛି କହିଲି ନାହିଁ। ଏପରିକି ମୁଁ କିଛି ଭଲ କଥା ମଧ୍ଯ କହିବି ନାହିଁ। କିନ୍ତୁ ଏହା ଦ୍ବାରା ମୁଁ ଅଧିକ କୋର୍ଧୀ ହଲିେ।

ଗୀତସଂହିତା 120:7

ମୁଁ କହିଲି, ମୁଁ ଶାନ୍ତି ଚା ହେଁ, କିନ୍ତୁ ସମାନେେ ୟୁଦ୍ଧ ଚାହାଁନ୍ତି।

ହିତୋପଦେଶ 3:7

ନିଜେ ନିଜକୁ ଜ୍ଞାନୀ ବୋଲି ଭାବ ନାହିଁ। କିନ୍ତୁ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କର : ମନ୍ଦଠାରୁ ଦୂ ରଇେ ରୁହ।

ହିତୋପଦେଶ 4:24

ତୁମ୍ଭର ମୁଖରୁ ଅସତ୍ଯ ବାକ୍ଯ ବାହାରି ନ ଆସୁ। ମିଥ୍ଯା କୁହ ନାହିଁ।

ହିତୋପଦେଶ 8:13

ଯଦି କହେି ଲୋକ ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରେ, ତବେେ ସେ ଲୋକ କୁକର୍ମକୁ ଘୃଣା କରିବ। ମୁଁ (ଜ୍ଞାନ) ଗର୍ବ, ଅହଙ୍କାର ଓ କୁପଥ ଏବଂ କୁଟିଳତାକୁ ଘୃଣା କରେ।

ହିତୋପଦେଶ 13:14

ଜ୍ଞାନୀ ଲୋକର ଶିକ୍ଷା ଜୀବନ ରେ ଝର ସ୍ବରୂପ ଅଟେ, ସେ ମୃତ୍ଯୁ ଫାନ୍ଦରୁ ଅନ୍ୟକୁ ରକ୍ଷା କରେ।

ହିତୋପଦେଶ 16:16

ସୁନା ଅପେକ୍ଷା ଜ୍ଞାନଲାଭ କରିବା ଉତ୍ତମ। ସୁବିବଚେନା ପାଇବା ରୂପାଠାରୁ ଅଧିକ ମୂଲ୍ଯବାନ।

ଯିଶାଇୟ 1:16

ତୁମ୍ଭମାନେେ ନିଜକୁ ପ୍ରକ୍ଷାଳନ କର। ନିଜକୁ ପରିଷ୍କାର କର। ମନ୍ଦ କାର୍ୟ୍ଯରୁ ନିବୃତ ହୁଅ। ମୁଁ ତୁମ୍ଭମାନଙ୍କର ସହେି ମନ୍ଦ କର୍ମ ଦେଖିବାକୁ ଇଚ୍ଛା କରେ ନାହିଁ। କୁକର୍ମରୁ ନିବୃତ୍ତ ହୁଅ।

ମାଥିଉଲିଖିତ ସୁସମାଚାର 5:9

ଶାନ୍ତ ପାଇଁ କାମ କରୁଥିବା ଲୋକମାନେ ଧନ୍ଯ, କାରଣ ସମାନେେ ପରମେଶ୍ବରଙ୍କ ସନ୍ତାନ ଭାବେ ଡକାଯିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 10:38

ତୁମ୍ଭମାନେେ ନାଜରିତୀୟ ଯୀଶୁଙ୍କ ବିଷୟ ରେ ମଧ୍ଯ ଜାଣିଛ। ପରମେଶ୍ବର ତାହାଙ୍କୁ ପବିତ୍ର ଆତ୍ମା ଓ ଶକ୍ତି ରେ ପୂର୍ଣ୍ଣକରି ଖ୍ରୀଷ୍ଟରୂପେ ଅଭିଷିକ୍ତ କରିଥିଲେ। ଯୀଶୁ ଚତୁର୍ଦ୍ଦିଗକୁ ଯାଇ ଲୋକଙ୍କ ଉପକାର କରୁଥିଲେ। ଶୟତାନର ଅତ୍ଯାଚ଼ାର ଅଧୀନ ରେ ରହୁଥିବା ଲୋକଙ୍କୁ ସେ ସୁସ୍ଥ କରି ଦେଉଥିଲେ। ଏହିସବୁ ଦ୍ବାରା ପ୍ରମାଣିତ ହେଉଥିଲା ଯେ, ପରମେଶ୍ବର ତାହାଙ୍କ ସହିତ ଥିଲେ।

Interlinear

Choose Theme