ପରମେଶ୍ବରଙ୍କ ବାକ୍ଯ ସତ୍ଯ ଅଟେ। ତାଙ୍କର ସମସ୍ତ କାର୍ୟ୍ଯକୁ ତୁମ୍ଭେ ବିଶ୍ବାସ କରିପାର।
Cross references
ସହେି ଦାସଜଣଙ୍କ କହିଲା, ମାରେ କର୍ତ୍ତା ଅବ୍ରହାମଙ୍କର ସଦାପ୍ରଭୁ ପରମେଶ୍ବର ଧନ୍ଯ ହୁଅନ୍ତୁ। ୟ ହତେୁ ସଦାପ୍ରଭୁ ମାରେ କର୍ତ୍ତାଙ୍କ ପ୍ରତି ଅନୁଗ୍ରହ ଓ ସତ୍ଯାଚରଣ କରିବାରୁ ନିବୃତ୍ତ ହାଇେ ନାହାଁନ୍ତି। ସଦାପ୍ରଭୁ ମାେ କର୍ତ୍ତାଙ୍କର ସମ୍ବନ୍ଧୀଯଙ୍କ ଗୃହକୁ କଢ଼ାଇ ନେଲେ।
ସତେ ଶୈଳ, ତାଙ୍କର କର୍ମ ସିଦ୍ଧ। କାରଣ ତାଙ୍କର ସକଳ ପଥ ଯଥାର୍ଥ। ସେ ବିଶ୍ବସ୍ତ ଓ ନ୍ଯାଯବାନ୍ ପରମେଶ୍ବର। ସେ ଉତ୍ତମ ଓ ସତ୍ଯ।
ସଦାପ୍ରଭୁଙ୍କର ବାକ୍ଯସବୁ ସତ୍ଯ ଓ ନିର୍ମଳ। ୟାହାକି ଗରମ ନିଆଁରେ ତରଳା ଯାଉଥିବା ରୂପା ପରି ସଗେୁଡିକୁ ସାତଥର ତରଳା ୟାଇଥିବା ରୂପା ପରି ଶୁଦ୍ଧ।
ସଦାପ୍ରଭୁଙ୍କର ବ୍ଯବସ୍ଥାସବୁ ୟଥାର୍ଥ। ସଗେୁଡ଼ିକ ଲୋକଙ୍କୁ ସୁଖୀ କରାଏ। ସଦାପଭ୍ରୁଙ୍କ ଆଜ୍ଞା ନିର୍ମଳ। ଏହା ଲୋକମାନଙ୍କୁ ପ୍ରକୃତ ମାର୍ଗରେ ବଞ୍ଚିବା ପାଇଁ ସାହାୟ୍ଯ କରେ।
ସଦାପ୍ରଭୁ ସହେିମାନଙ୍କ ପ୍ରତି ସ୍ନହପେୂର୍ଣ୍ଣ କରୁଣା ଦୃଷ୍ଟି କରନ୍ତି, ଯେଉଁମାନେ ତାଙ୍କର ନିଯମ ଓ ପ୍ରତିଜ୍ଞା ମାନି ଚଳନ୍ତି।
ହେ ସଦାପ୍ରଭୁ, ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ଆକାଶଠାରୁ ମହୀଯାନ୍। ତୁମ୍ଭର ବିଶ୍ବସ୍ତତା ଆକାଶର ବାଦଲଠାରୁ ଗରୀଯାନ୍।
ସ୍ନହପେୂର୍ଣ୍ଣ କରୁଣା ଓ ବିଶ୍ବସ୍ତତା ଦେଶକୁ ପ୍ରତ୍ଯାବର୍ତ୍ତନ କରେ। ଧର୍ମ ଓ ଶାନ୍ତି ପରସ୍ପରକୁ ବନ୍ଧୁପରି ଅଭିନନ୍ଦନ କରନ୍ତି।
ସଦାପ୍ରଭୁଙ୍କ ଆଗରେ ଉପସ୍ଥିତ ହୁଅ, କାରଣ ସେ ଆସୁଛନ୍ତି। ସେ ପୃଥିବୀରେ ବିଚାର କରିବାକୁ ଆସୁଛନ୍ତି। ସେ ଧର୍ମ ଓ ସତ୍ଯତାରେ ପୃଥିବୀକୁ ଶାସନ କରିବେ।
ହେ ସଦାପ୍ରଭୁ, ମୁଁ ଜାଣେ ତୁମ୍ଭ ନିଷ୍ପତ୍ତି ସବୁ ଧର୍ମମଯ। ମାେତେ ତୁମ୍ଭେ ଦଣ୍ଡ ଦଇେ ଠିକ୍ କରିଥିଲ।
ମୁଁ ଯତ୍ନର ସହକାରେ ତୁମ୍ଭର ନିର୍ଦ୍ଦେଶକୁ ଅନୁସରଣ କରେ। ମୁଁ ମିଥ୍ଯା ଉପଦେଶକୁ ଘୃଣା କରେ।
ପରମେଶ୍ବରଙ୍କର ପ୍ରେତ୍ୟକକ ବାକ୍ଯ ପରୀକ୍ଷାସିଦ୍ଧ, ଯେଉଁମାନେ ତାଙ୍କଠା ରେ ଆଶ୍ରଯ ନିଅନ୍ତି, ସେ ସମାନଙ୍କେର ଢ଼ାଲ ଅଟନ୍ତି।
ଏଣୁ ମୁଁ ନବୂଖଦ୍ନିତ୍ସର ସହେି ସ୍ବର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। କାରଣ ତାଙ୍କର ସମସ୍ତ କ୍ରିଯା ସତ୍ଯ ଓ ତାଙ୍କର ପଥ ସବୁ ନ୍ଯାର୍ୟ୍ଯ। ଆଉ ସେ ଗର୍ବୀମାନଙ୍କୁ ବିନଯୀ କରନ୍ତି।
ହେ ଯାକୁବ ବଂଶ, ଆମ୍ଭେ ଏହିସବୁ ନିଶ୍ଚଯ କହିବା। କାରଣ ତୁମ୍ଭମାନେେ ଯେଉଁ ମନ୍ଦକାର୍ୟ୍ଯ କରିଛ, ସେଥିପାଇଁ ସଦାପ୍ରଭୁ ତାଙ୍କର ର୍ଧୈୟ୍ଯ ହରାଇଛନ୍ତି। ତୁମ୍ଭେ ଯଦି ଉଚିତ କର୍ମ କରିବ, ଆମ୍ଭର ବାକ୍ଯ ତୁମ୍ଭ ପାଇଁ ମଙ୍ଗଳକର ହବେ।
ଯୀଶୁ ଉତ୍ତର ଦେଲେ, ମୁଁ ପଥ। ମୁଁ ସତ୍ଯ ଓ ଜୀବନ। ପରମପିତାଙ୍କ ପାଖକୁ ୟିବା ପାଇଁ ମୁଁ ହେଉଛି ଏକମାତ୍ର ପଥ।
ଅତଏବ ବ୍ଯବସ୍ଥା ହେଉଛି ପବିତ୍ର ଓ ଆଜ୍ଞା ମଧ୍ଯ ପବିତ୍ର, ଠିକ୍ ଓ ଉତ୍ତମ।
ଏହି କର୍ମ ପରମେଶ୍ବରଙ୍କୁ ମହିମା ପ୍ରଦାନ କରିବ। ମୁଁ ତୁମ୍ଭମାନଙ୍କୁ କହିଛି ଯେ, ପରମେଶ୍ବର ଯିହୂଦୀମାନଙ୍କର ପୂର୍ବପୁରୁଷମାନଙ୍କୁ ଯାହା ପ୍ରତିଜ୍ଞା ସବୁ ପ୍ରଦାନ କରିଛନ୍ତି ତାହା ସତ୍ଯ ବୋଲି ପ୍ରମାଣିତ କରିବା ପାଇଁ, ଖ୍ରୀଷ୍ଟ ଯିହୂଦୀମାନଙ୍କର ସବେକ ହେଲେ।
ଅନନ୍ତ ଜୀବନ ପାଇଁ ଆମ୍ଭର ଆଶାରୁ ସହେି ବିଶ୍ବାସ ଓ ଜ୍ଞାନ ଆସିଛି। ସମୟ ଆରମ୍ଭ ହବୋ ପୂର୍ବରୁ ପରମେଶ୍ବର ସହେି ଅନନ୍ତ ଜୀବନର ପ୍ରତିଶୃତି ଦଇେଥିଲେ ଓ ପରମେଶ୍ବର ମିଛ କହନ୍ତି ନାହିଁ।