ହେ ସଦାପ୍ରଭୁ ମୁଁ ତୁମ୍ଭର ଆଶ୍ରିତ ଅଟେ। ତୁମ୍ଭେ ହିଁ ମାରେ ପରମେଶ୍ବର।
Cross references
ଯୋଷଫେର ଭାଇମାନେ ଦୂରରୁ ଦେଖିଲେ ଯେ, ସେ ଆସୁଛି। ଏବଂ ସେ ପହଞ୍ଚିଲା ପୂର୍ବରୁ ସମାନେେ ତାକୁ ହତ୍ଯା କରିବାକୁ ଯୋଜନା କଲେ।
ହେ ପରମେଶ୍ବର, ମାେତେ ତୁମ୍ଭେ ରକ୍ଷା କର କାରଣ ମୁଁ ତୁମ୍ଭ ଉପରେ ନିର୍ଭର କ
ହେ ସଦାପ୍ରଭୁ, ତୁମ୍ଭେ ମାରେ ଶୈଳ, ମାେ' ନିରାପତ୍ତାରେ ଆଶ୍ରଯସ୍ଥଳ। ମାରେ ପରମେଶ୍ବର ମାେ ପାଇଁ ଶୈଳ ସଦୃଶ ଦୃଢ଼। ମୁଁ ତାଙ୍କରି ନିକଟକୁ ରକ୍ଷା ପାଇଁ ଦୌଡ଼ି ୟାଏ। ପରମେଶ୍ବର ମାରେ ଢ଼ାଲ ସଦୃଶ। ତାଙ୍କର ଶକ୍ତି ମାରେ ରକ୍ଷା ଶୃଙ୍ଗ। ସଦାପ୍ରଭୁ ଉଚ୍ଚ ପର୍ବତରେ ମାରେ ଲୁଚିବା ସ୍ଥାନର ଆଶ୍ରଯସ୍ଥଳ।
ହେ ମାରେ ପରମେଶ୍ବର, ହେ ମାରେ ସଦାପ୍ରଭୁ, କାହିଁକି ତୁମ୍ଭେ ମାେତେ ପରିତ୍ଯାଗ କଲ ? ତୁମ୍ଭେ ମାେ ନିକଟରୁ ବହୁତ ଦୂରରେ ଥାଇ କିପରି ମାେତେ ସାହାୟ୍ଯ କରିବ। ତୁମ୍ଭେ ମାରେ ସାହାୟ୍ଯ ପାଇଁ ଆର୍ତ୍ତ ଚିତ୍କାର ଏତେ ଦୂରରୁ ଶୁଣି ପାରିବ ?
ହେ ମାରେ ପ୍ରାଣ, କାହିଁକି ଏତେ ଦୁଃଖିତ। ମୁଁ କାହିଁକି ଏତେ ଅଧୀର ହେଉଛି। ମୁଁ ପରମେଶ୍ବରଙ୍କ ସାହାୟ୍ଯ ପାଇଁ ଅପେକ୍ଷା କରିବି। ତାଙ୍କୁ ପ୍ରଶଂସା କରିବା ପାଇଁ ମୁଁ ନିଶ୍ଚଯ ସୁଯୋଗ ପାଇବି। ସେ ମାେତେ ରକ୍ଷା କରିବେ।
ମୁଁ ଭୀତ ହବୋ ସମଯରେ ତୁମ୍ଭ ଉପରେ ନିର୍ଭର କରେ।
ହେ ପରମେଶ୍ବର, ତୁମ୍ଭେ ମାରେ ପରମେଶ୍ବର। ମୁଁ ତୁମ୍ଭକୁ ବହୁତ ଚାହୁଁଛି। ମାରେ ସମସ୍ତ ପ୍ରାଣ ତୁମ୍ଭ ପାଇଁ ଶୁଷ୍କ ଭୂମି ତୁଲ୍ଯ ତୃଷାର୍ତ୍ତ।
ହେ ପରମେଶ୍ବର, ମାେ ପାଖରୁ ଦୂରଇେ ୟାଅ ନାହିଁ, ହେ ପରମେଶ୍ବର ଶୀଘ୍ର ମାେତେ ଉଦ୍ଧାର କର।
ତା'ପରେ ହେ ମାରେ ପରମେଶ୍ବର, ମୁଁ ତ୍ରିକୋଣାକାର ବୀଣା ସହିତ ତୁମ୍ଭର ପ୍ରଶଂସା କରିବି। ତୁମ୍ଭ ଉପରେ ଭରସା ରଖାୟାଇ ପାରିବ ବୋଲି ମୁଁ ଗୀତ ଗାଇବି। ତୁମେ ଇଶ୍ରାୟେଲର ପବିତ୍ର ସଦାପ୍ରଭୁ ବୋଲି ମୁଁ ତୁମ୍ଭଙ୍କୁ ବୀଣା ବାଦନ କରି ପ୍ରଶଂସା ଗାନ କରିବି।
ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମାରେ ପରମେଶ୍ବର। ହେ ସଦାପ୍ରଭୁ, ମାରେ ପ୍ରାର୍ଥନାକୁ ଗ୍ରହଣ କର।
ମୁଁ ବହୁବାର ଅପବାଦ ଶୁଣିଅଛି। ମାରେ ଚତୁର୍ଦ୍ଦିଗ ରେ ଆଶଙ୍କା ଅଛି। ଏପରିକି ମାରେ ମିତ୍ରମାନେ ମଧ୍ଯ ମାରେ ଦୋଷ ଦେଖନ୍ତି ଓ ଲୋକମାନେ ମାରେ ତ୍ରୁଟିକୁ ଅପେକ୍ଷା କରନ୍ତି। ସମାନେେ ଅଭିଯୋଗ କରି କହନ୍ତି, ଆମ୍ଭମାନେେ ଯିରିମିୟଙ୍କ ବିରୁଦ୍ଧ ରେ ମିଥ୍ଯା ଓ ମନ୍ଦକଥା କହିବା, ତୁମ୍ଭମାନେେ ମଧ୍ଯ ତାହା କହିବ। ତାହା ହେଲେ ଆମ୍ଭମାନେେ ତାକୁ ପରାସ୍ତ କରିବା ଓ ତା' ଉପ ରେ ପ୍ରତିଶାଧେ ନଇେପାରିବା।
ସମାନଙ୍କେ ପାଖରୁ କିଛି ଦୁରକୁ ଚାଲିକରି ୟିବାପରେ ଯୀଶୁ ତଳେ ଉବୁଡ଼ ହାଇେ ପଡ଼ିଲେ ଓ ପ୍ରାର୍ଥନା କଲେ, ହେ ପରମପିତା! ଯଦି ସମ୍ଭବ ହୁଏ, ତବେେ ୟନ୍ତ୍ରଣାର ଏହି ପାତ୍ରଟି ମାଠାରୁେ ଦୂର ହାଇଯୋଉ। କିନ୍ତୁ ମାେ ଇଚ୍ଛା ଅନୁସାରେ ନ ହାଇେ ଆପଣଙ୍କ ଇଚ୍ଛା ଅନୁସାରେ କରନ୍ତୁ।
ପୁଣି ଥରେ ସେ ଗଲେ ଓ ପ୍ରାର୍ଥନା କଲେ, ହେ ପରମପିତା, ଯଦି ୟନ୍ତ୍ରଣାର ଏ ପାତ୍ର ମାେ ଠାରୁ ଦୂର ହାଇେ ପାରିବ ନାହିଁ ଏବଂ ଏହାକୁ ମୁଁ ପାନ କରେ, ତବେେ ମୁଁ ପ୍ରାର୍ଥନା କରୁଛି ଯେ, ଆପଣ ଯାହା ଇଚ୍ଛା କରିଛନ୍ତି, ତାହା ହିଁ ହେଉ।
ପ୍ରାୟ ତିନିଟା ବେଳେ ଯୀଶୁ ଉଚ୍ଚ ସ୍ବର ରେ ଡାକିଲେ, ଏଲି, ଏଲି, ଲାମା ସବକ୍ଥାନୀ? ଅର୍ଥାତ୍ ହେ ମାରେ ପରମେଶ୍ବର, ହେ ମାରେ ପରମେଶ୍ବର, ତୁମ୍ଭେ ମାେତେ କାହିଁକି ପରିତ୍ଯାଗ କଲ?