Home Bibles ☰ Books ଗୀତସଂହିତା 29:8 · ଓଡ଼ିଆ ବାଇବେଲ
ଗୀତସଂହିତା 29:8 · ଓଡ଼ିଆ ବାଇବେଲ

ସଦାପ୍ରଭୁଙ୍କର ରବଦ୍ବାରା ମରୁଭୂମି ଥରି ଉେଠ। ସଦାପ୍ରଭୁଙ୍କ ରବଦ୍ବାରା କାଦେଶ ମରୁଭୂମି କମ୍ପିିଉେଠ।

Cross references

ଗଣନା ପୁସ୍ତକ 13:26

ଅନନ୍ତର ସମାନେେ ଆସି ପାରଣ ମରୁଭୂମି କାଦେଶ ନାମକ ସ୍ଥାନ ରେ ମାଶାଙ୍କେୁ ଭଟେିଲେ, ହାରୋଣ ଓ ଇଶ୍ରାୟେଲ ଲୋକମାନେ ସମସ୍ତ ମଣ୍ତଳୀ ନିକଟରେ ଉପସ୍ଥିତ ହାଇେ ସମାନଙ୍କେୁ ଓ ସମସ୍ତ ମଣ୍ତଳୀକି ସମାଚାର ଦେଲେ ଓ ସମାନଙ୍କେୁ ସହେି ଦେଶର ଫଳ ଦଖାଇେଲେ।

ଆୟୁବ ପୁସ୍ତକ 9:6

ପରମେଶ୍ବର ଇଚ୍ଛାକଲେ ଭୂମିକମ୍ପ ସୃଷ୍ଟି କରି ପୃଥିବୀକୁ ହଲାଇ ପାରନ୍ତି। ପରମେଶ୍ବର ପୃଥିବୀର ମୂଳଦୁଆ ଦୋହଲାଇ ଦଇେ ପାରନ୍ତି।

ଗୀତସଂହିତା 18:7

ସତେିକି ବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା। ସ୍ବର୍ଗରାଜ୍ଯର ଭିତ୍ତିଭୂମି ଥରି ଉଠିଲା, କାରଣ ସଦାପ୍ରଭୁ କୋର୍ଧିତ ହେଲେ।

ଗୀତସଂହିତା 46:3

ଯେତବେେଳେ ସମୁଦ୍ର ଅଶାନ୍ତ ଓ ଅଧିକାର ହାଇୟୋଏ ଏବଂ ପର୍ବତଗୁଡ଼ିକ ଥରିଉେଠ, ତଥାପି ଆମ୍ଭେ ଭୟଭୀତ ହବୋ ନାହିଁ।

ଯିଶାଇୟ 13:13

ସଦାପ୍ରଭୁଙ୍କ କୋରଧ ରେ ଆକାଶମଣ୍ଡଳ କମ୍ପିତ ହବେ ଓ ଦିବସ ରେ ପୃଥିବୀ ସ୍ଥାନଚ୍ଯୁତ ହବେ।'

ଯୋୟେଲ 3:16

ପୁଣି ସଦାପ୍ରଭୁ ପରମେଶ୍ବର ସିୟୋନରୁ ଚିତ୍କାର କରିବେ, ସେ ୟିରୁଶାଲମରୁ ମଧ୍ଯ ଚିତ୍କାର କରିବେ। ସହେି ଚିତ୍କାର ରେ ଆକାଶ ଓ ପୃଥିବୀ ଥରି ଉଠିବ। ମାତ୍ର ମଦାପ୍ରଭୁ ପରମେଶ୍ବର ତାଙ୍କ ସନ୍ତାନଗଣଙ୍କ ପାଇଁ ନିରାପଦ ସ୍ଥାନ ହବେ। ସେ ମଧ୍ଯ ଇଶ୍ରାୟେଲର ଲୋକମାନଙ୍କ ପାଇଁ ନିରାପଦ ସ୍ଥାନ ହବେେ।

ହଗୟ 2:6

କାହିଁକି? କାରଣ ସର୍ବଶକ୍ତିମାନ ସଦାପ୍ରଭୁ ଏହିକଥା କହିଛନ୍ତି। ଅଳ୍ପ ସମୟ ପ ରେ ଆମ୍ଭେ ପୁନର୍ବାର କମ୍ପନ ସୃଷ୍ଟି କରିବା। ସ୍ବର୍ଗ, ମର୍ତ୍ତ୍ଯ, ଜଳ ଓ ସ୍ଥଳ ରେ କମ୍ପନ ଆଣିବା।

ହଗୟ 2:21

ଯିହୁଦାର ଶାସକ ୟିରୁଦ୍ଦାବିଲଙ୍କ ନିକଟକୁ ୟାଅ। ଆମ୍ଭେ ପୃଥିବୀ ଓ ସ୍ବର୍ଗକୁ ଥରାଇ ଦବୋ।

ଏବ୍ରୀ 12:26

ଆଗରୁ ଯେତବେେଳେ ସେ କହିଲେ, ତାହା ପୃଥିବୀକୁ କମ୍ପାଇ ଥିଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରିଛନ୍ତି, ଆଉ ଥରେ ମୁଁ କମ୍ପାଇବି କବଳେ ପୃଥିବୀକୁ ନୁହେଁ ବରଂ ମୁଁ ସ୍ବର୍ଗକୁ ମଧ୍ଯ କମ୍ପାଇବି।327

Interlinear

Choose Theme