Home Bibles ଗୀତସଂହିତା 25:20 · ଓଡ଼ିଆ ବାଇବେଲ
ଗୀତସଂହିତା 25:20 · ଓଡ଼ିଆ ବାଇବେଲ

ହେ ସଦାପ୍ରଭୁ, ମାରେ ପ୍ରାଣ ରକ୍ଷା କର। ମୁଁ ତୁମ୍ଭ ଉପରେ ନିର୍ଭର ରଖିଛି। ତଣେୁ ମାେତେ ନିରାଶ କର ନାହିଁ।

Cross references

ଗୀତସଂହିତା 17:8

ମାେତେ ତୁମ୍ଭେ ଆପଣା ଚକ୍ଷୁର ପିତୁଳା ଭଳି ରକ୍ଷା କର, ଓ ତୁମ୍ଭର ବାହୁଛାଯା ତଳେ ଲୁଚାଇ ରଖ।

ଗୀତସଂହିତା 22:20

ହେ ସଦାପ୍ରଭୁ, ମାରେ ପ୍ରାଣକୁ ସହେି ଖଡ୍ଗରୁ ରକ୍ଷା କର। ସହେି କୁକୁରମାନଙ୍କ କବଳରୁ ମାରେ ମୂଲ୍ଯବାନ ଆତ୍ମାକୁ ରକ୍ଷା କର।

ଗୀତସଂହିତା 71:1

ହେ ସଦାପ୍ରଭୁ, ମୁଁ ଉଦ୍ଧାର ପାଇଁ ତୁମ୍ଭ ପାଖକୁ ଯାଉଛି। ମାେତେ ନିରାଶ ହବୋକୁ ଦିଅ ନାହିଁ।

ଗୀତସଂହିତା 86:2

ମୁଁ ତୁମ୍ଭର ଭକ୍ତ, ଦୟାକରି ମାେ ଜୀବନକୁ ରକ୍ଷା କର! ମୁଁ ତୁମ୍ଭର ଦାସ, ତୁମ୍ଭେ ମାରେ ପରମେଶ୍ବର। ମୁଁ ତୁମ୍ଭକୁ ବିଶ୍ବାସ କରେ, ତଣେୁ ମାେତେ ରକ୍ଷା କର।

ଗୀତସଂହିତା 121:7

ସମସ୍ତ ବିପଦରୁ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭର ଜୀବନକୁ ରକ୍ଷା କରିବେ।

ଗୀତସଂହିତା 143:8

ସଦାପ୍ରଭୁ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ମାେତେ ପ୍ରଭାତରେ ଦଖାେଅ। ମୁଁ ତୁମ୍ଭ ଉପରେ ଭରସା କରେ। ମୁଁ ଯେଉଁ ପଥରେ ୟିବା ଉଚିତ୍ ମାେତେ ସହେି ପଥ ଦଖାେଅ। କାରଣ ମୁଁ ମାରେ ପ୍ରାଣ ତୁମ୍ଭ ହାତରେ ଟକେି ଦଇେଅଛି।

ଯୋୟେଲ 2:26

ତତ୍ପ ରେ ତୁମ୍ଭେ ପ୍ରଚୁର ଖାଇବାକୁ ପାଇବ। ତୁମ୍ଭର ସବୁ ପରିପୂର୍ଣ୍ଣ ହବେ। ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କର ପ୍ରଶଂସାଗାନ କରିବ। କାରଣ ସେ ତୁମ୍ଭମାନଙ୍କ ପାଇଁ ଆଶ୍ଚର୍ୟ୍ଯ କାର୍ୟ୍ଯମାନ କରିଛନ୍ତି। ସେ ଆପଣାର ଲୋକମାନଙ୍କୁ ଆଉ ଲଜ୍ଜିତ କରିବାକୁ ଦବେେ ନାହିଁ।

ଲୂକଲିଖିତ ସୁସମାଚାର 23:46

ଯୀଶୁ ପାଟିକରି କହିଲେ, ହେ ପରମପିତା, ମୁଁ ମାରେ ଆତ୍ମା ତୁମ୍ଭକୁ ଦେଉଛି। ଏହା କହିବା ପରେ ଯୀଶୁ ପ୍ରାଣ ତ୍ଯାଗ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:59

ପଥର ଫୋପାଡ଼ିବା ସମୟରେ ସ୍ତିଫାନ ପ୍ରାର୍ଥନା କରି କହିଲେ, ହେ ପ୍ରଭୁ ଯୀଶୁ, ମାେ ଆତ୍ମାକୁ ଗ୍ରହଣ କର।

Interlinear

Choose Theme