ହେ ପରମେଶ୍ବର, ତୁମ୍ଭେ ପ୍ରକୃତରେ ସହେି ରାଜାଙ୍କୁ ଚିରଦିନ ଲାଗି ଆଶୀର୍ବାଦ କରିଛ। ଯେତବେେଳେ ସେ ତୁମ୍ଭର ମୁଖ ଦର୍ଶନ କରେ ତା'ର ଆନନ୍ଦ ଆହୁରି ବଢ଼ିୟାଏ।
Cross references
ମୁଁ ତୁମ୍ଭଠାରୁ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବି। ମୁଁ ତୁମ୍ଭକୁ ଆଶୀର୍ବାଦ କରିବି ଓ ତୁମ୍ଭକୁ ମହାନ କରିବି ଏବଂ ତୁମ୍ଭେ ଆଶୀର୍ବାଦର ସଂକତେ ହବେ।
ଏହାପରେ ତୁମ୍ଭେ ଯେଉଁ ସ୍ଥାନକକ୍ସ୍ଟ ଗଲ, ମୁ ତୁମ୍ଭର ସହିତ ଗଲି ଓ ତୁମ୍ଭର ସମସ୍ତ ଶତୃମାନଙ୍କୁ ଧ୍ବଂସ କଲି ଏବଂ ମୁ ତୁମ୍ଭକୁ ପୃଥିବୀର ବିଖ୍ଯାତ ଲୋକମାନଙ୍କ ମଧ୍ଯରକ୍ସ୍ଟ ଜଣେ କରିବି।
ହେ ସଦାପ୍ରଭୁ, ତୁମ୍ଭେ ସ୍ବଯଂ ମାରେ ପରିବାରକୁ ଆଶୀର୍ବାଦ କରିଅଛ, ତେଣୁ ମାରେ ପରିବାର ପ୍ରକୃତ ରେ ଚିରକାଳ ନିମନ୍ତେ ଆଶୀର୍ବାଦ ପ୍ରାପ୍ତ ହବେ।
ଅନକେ ଲୋକ କହନ୍ତି, କିଏ ଆମ୍ଭମାନଙ୍କୁ ପରମେଶ୍ବରଙ୍କ ଉତ୍ତମତା ଦଖାଇେ ପାରିବ। ହେ ସଦାପ୍ରଭୁ ତୁମ୍ଭେ ତୁମ୍ଭର ତଜେ ପ୍ରକାଶ ମୁଖକୁ ଆମ୍ଭମାନଙ୍କୁ ଦଖାେଅ।
ତୁମ୍ଭେ ମାେତେ ବଞ୍ଚିବା ପାଇଁ ଜୀବନପଥ ଶିକ୍ଷା ଦବେ। ୟେ ହତେୁ ମୁଁ ତୁମ୍ଭ ସହିତ ଅଛି। ହେ ସଦାପ୍ରଭୁ, ତୁମ୍ଭେ ମାେତେ ସୁଖ ଶାନ୍ତିରେ ରହିବାକୁ ଦବେ। ୟେ ହତେୁ ମୁଁ ତୁମ୍ଭର ଦକ୍ଷିଣ ପାଶର୍ବରେ ଅବସ୍ଥିତ, ମାେ ପାଇଁ ଚିରଦିନ ନିତ୍ଯ ସୁଖ ଭୋଗ ଆଣିଦବେ।
ମୁଁ ପରମେଶ୍ବରଙ୍କ ୟଜ୍ଞବଦେୀ ନିକଟକୁ ଆସିବି। ମୁଁ ପରମେଶ୍ବରଙ୍କ ନିକଟକୁ ୟିବି, ୟିଏ ମାେତେ ସମସ୍ତ ସୁଖ ପ୍ରଦାନ କରିଛନ୍ତି। ସଦାପ୍ରଭୁ ମାରେ ପରମେଶ୍ବର, ମୁଁ ଏହି ବୀଣା ବାଦ୍ଯୟନ୍ତ୍ରରେ ତୁମ୍ଭର ପ୍ରଶଂସା ଗାନ କରିବି।
ତୁମ୍ଭେ ଧାର୍ମିକକୁ ଭଲ ପାଅ ଓ ଦୁଷ୍ଟକୁ ଘୃଣା କର। ପରମେଶ୍ବର ତୁମ୍ଭର ବନ୍ଧୁମାନଙ୍କ ମଧ୍ଯରୁ ତୁମ୍ଭକୁ ରାଜ ହବୋକୁ ମନୋନୀତ କଲେ।
ହଁ, ମୁଁ ତୁମ୍ଭକୁ ପବିତ୍ର ମନ୍ଦିରରେ ଦେଖିଅଛି। ମୁଁ ତୁମ୍ଭର ପରାକ୍ରମ ଓ ଗୌରବ ଦେଖିଅଛି।
ରାଜାଙ୍କର ପ୍ରସିଦ୍ଧ ସର୍ବଦା ଅକ୍ଷୁର୍ଣ୍ଣ ରହୁ। ଆକାଶରେ ସୂର୍ୟ୍ଯ ଥିବା ପର୍ୟ୍ଯନ୍ତ ଲୋକମାନେ ତାଙ୍କର ନାମକୁ ମନେ ରଖନ୍ତୁ। ସମସ୍ତ ପ୍ରଜା ତାଙ୍କ ୟୋଗୁଁ ଆଶୀର୍ବାଦ ପାଆନ୍ତୁ ଓ ସମସ୍ତ ଜାତିଗଣ ତାଙ୍କୁ ପ୍ରଶଂସା କରନ୍ତୁ।
ମଷେପାଳକମାନେ ଅତ୍ଯନ୍ତ ଭୟଭୀତ ହାଇଗେଲେ। ସ୍ବର୍ଗଦୂତ ସମାନଙ୍କେୁ କହିଲେ, ଭୟ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କ ପାଇଁ ଅତ୍ଯନ୍ତ ଶୁଭ ସମାଚାର ଆଣିଛି। ତାହା ସବୁଲୋକଙ୍କ ପାଇଁ ମହା ଆନନ୍ଦ ଆଣିଦବେ।
ମୁଁ ମାେ ଅଖି ରେ ତୁମ୍ଭର ପରିତ୍ରାଣକୁ ଦେଖିଛି।
ତୁମ୍ଭେ ମାେତେ ଜୀବନର ପଥ ଦଖାଇେ ଅଛ। ତୁମ୍ଭ ଉପସ୍ଥିତି ରେ ମାେତେ ବହୁତ ଆନନ୍ଦ ମିଳିବ।'ଗାତସଂହିତା 16:8-11
ପରମେଶ୍ବର ତୁମ୍ଭମାନଙ୍କୁ ଆଶୀର୍ବାଦ କରିବା ପାଇଁ ପ୍ରଥମେ ଆପଣାର ବିଶଷେ ସବେକ ଯୀଶୁଙ୍କୁ ପଠାଇଛନ୍ତି। ତୁମ୍ଭମାନେେ ଯେପରି ମନ୍ଦକାର୍ୟ୍ଯରୁ ବିମୁଖ ହୁଅ, ଏଥିପାଇଁ ସେ ଏପରି କରିଛନ୍ତି।
ଅବ୍ରହାମ ଏହାକୁ ବିଶ୍ବାସ କଲେ ଓ ସେଥିପାଇଁ ସେ ଆଶୀର୍ବାଦ ଲାଭ କଲେ। ସହେିପରି ଯେଉଁମାନେ ବିଶ୍ବାସ କରନ୍ତି, ସମାନେେ ଅବ୍ରହାମଙ୍କ ପରି ଆଶୀର୍ବାଦ ପାଆନ୍ତି।
ଖ୍ରୀଷ୍ଟ ଆମ୍ଭକୁ ମୁକ୍ତ କରିବାର ଉଦ୍ଦେଶ୍ଯ ଥିଲା, ଯେପରି ଯେଉଁ ଆଶୀର୍ବାଦସବୁ ଅବ୍ରହାମଙ୍କୁ ପ୍ରତିଜ୍ଞା କରାଯାଇଥିଲା, ତାହା ଖ୍ରୀଷ୍ଟ ଯୀଶୁଙ୍କ ଦ୍ବାରା ଅଣଯିହୂଦୀମାନଙ୍କୁ ପ୍ରଦାନ କରାଯାଇପାରିବ ଏବଂ ଯେପରି ବିଶ୍ବାସ ଦ୍ବାରା ଆମ୍ଭେ ସମସ୍ତେ ସହେି ପ୍ରତିଜ୍ଞା ଦିଆଯାଇଥିବା ଆତ୍ମା ପାଇପାରିବା।
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ବରଙ୍କ ପ୍ରଶଂସା ହେଉ। ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ ଥିବା ହତେୁ ପରମେଶ୍ବର ଆମ୍ଭକୁ ସ୍ବର୍ଗ ରେ ସମସ୍ତ ଆଧ୍ଯାତ୍ମିକ ଆଶୀର୍ବାଦ ଦଇେଛନ୍ତି।