ପରମେଶ୍ବରଙ୍କ ଶକ୍ତି ଅତୁଳନୀଯ। ସଦାପ୍ରଭୁଙ୍କ ବାକ୍ଯ ସୁପରୀକ୍ଷିତ, ସେ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।
Cross references
ସତେ ଶୈଳ, ତାଙ୍କର କର୍ମ ସିଦ୍ଧ। କାରଣ ତାଙ୍କର ସକଳ ପଥ ଯଥାର୍ଥ। ସେ ବିଶ୍ବସ୍ତ ଓ ନ୍ଯାଯବାନ୍ ପରମେଶ୍ବର। ସେ ଉତ୍ତମ ଓ ସତ୍ଯ।
ପରମେଶ୍ବରଙ୍କ ଶକ୍ତି ଅତକ୍ସ୍ଟଳନୀଯ। ସଦାପ୍ରଭୁଙ୍କ ବାକ୍ଯ ସକ୍ସ୍ଟପରୀକ୍ଷିତ, ସେ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।
ସଦାପ୍ରଭୁଙ୍କର ବାକ୍ଯସବୁ ସତ୍ଯ ଓ ନିର୍ମଳ। ୟାହାକି ଗରମ ନିଆଁରେ ତରଳା ଯାଉଥିବା ରୂପା ପରି ସଗେୁଡିକୁ ସାତଥର ତରଳା ୟାଇଥିବା ରୂପା ପରି ଶୁଦ୍ଧ।
ପରମେଶ୍ବର ତୁମ୍ଭର ଅଦ୍ଭୁତ କରୁଣା ଦଖାେଅ ଏବଂ ଯେଉଁମାନେ ତୁମ୍ଭଠାରେ ନିର୍ଭର କରନ୍ତି ସମାନଙ୍କେୁ ଉଦ୍ଧାର କର। ସମାନଙ୍କେର ପ୍ରତିପକ୍ଷମାନଙ୍କୁ ପରାସ୍ତ କରିବା ପାଇଁ, ତୁମ୍ଭେ ତୁମ୍ଭର ମହାନ୍ ଶକ୍ତି ବ୍ଯବହାର କର। ତଣେୁ ଏହି ପ୍ରାର୍ଥନାଟିକୁ ଗ୍ରହଣ କର। ଏହା ଜଣକର ପ୍ରାର୍ଥନା ୟିଏ ତୁମ୍ଭଠାରେ ଆଶ୍ରଯ ନଇେଛି ଏବଂ ୟିଏ ତୁମ୍ଭର ଅନୁସରଣକାରୀ ଅଟେ।
ହେ ସଦାପ୍ରଭୁ, ତୁମ୍ଭେ ମାରେ ଶୈଳ, ମାେ' ନିରାପତ୍ତାରେ ଆଶ୍ରଯସ୍ଥଳ। ମାରେ ପରମେଶ୍ବର ମାେ ପାଇଁ ଶୈଳ ସଦୃଶ ଦୃଢ଼। ମୁଁ ତାଙ୍କରି ନିକଟକୁ ରକ୍ଷା ପାଇଁ ଦୌଡ଼ି ୟାଏ। ପରମେଶ୍ବର ମାରେ ଢ଼ାଲ ସଦୃଶ। ତାଙ୍କର ଶକ୍ତି ମାରେ ରକ୍ଷା ଶୃଙ୍ଗ। ସଦାପ୍ରଭୁ ଉଚ୍ଚ ପର୍ବତରେ ମାରେ ଲୁଚିବା ସ୍ଥାନର ଆଶ୍ରଯସ୍ଥଳ।
ପରମେଶ୍ବରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ। ସଗେୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ। ସଦାପ୍ରଭୁଙ୍କର ବ୍ଯବସ୍ଥାକୁ ବିଶ୍ବାସ କରାୟାଇପାରେ। ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।
ସଦାପ୍ରଭୁ ସହେିମାନଙ୍କ ପ୍ରତି ସ୍ନହପେୂର୍ଣ୍ଣ କରୁଣା ଦୃଷ୍ଟି କରନ୍ତି, ଯେଉଁମାନେ ତାଙ୍କର ନିଯମ ଓ ପ୍ରତିଜ୍ଞା ମାନି ଚଳନ୍ତି।
ସୂର୍ୟ୍ଯ ୟପରେି ତା'ର ଆଲୋକର କିରଣ ତଳକୁ ପଠାଇବା ପରି ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି। ସେ ଆମ୍ଭର ଢ଼ାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ୟ୍ଯ କରନ୍ତି ସମାନଙ୍କେ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।
ସଦାପ୍ରଭୁ, ତୁମ୍ଭର ପ୍ରତିଜ୍ଞା ପରୀକ୍ଷା ହାଇେଅଛି ଏବଂ ବିଶ୍ବସ୍ତ ବାହାରିଲା, ମୁଁ ତୁମ୍ଭର ଦାସ, ଏହାକୁ ଭଲ ପାଏ।
ପରମେଶ୍ବରଙ୍କର ପ୍ରେତ୍ୟକକ ବାକ୍ଯ ପରୀକ୍ଷାସିଦ୍ଧ, ଯେଉଁମାନେ ତାଙ୍କଠା ରେ ଆଶ୍ରଯ ନିଅନ୍ତି, ସେ ସମାନଙ୍କେର ଢ଼ାଲ ଅଟନ୍ତି।
ଏଣୁ ମୁଁ ନବୂଖଦ୍ନିତ୍ସର ସହେି ସ୍ବର୍ଗସ୍ଥ ରାଜାଙ୍କର ପ୍ରଶଂସା, ପ୍ରତିଷ୍ଠା ଓ ସମାଦର କରୁଅଛି। କାରଣ ତାଙ୍କର ସମସ୍ତ କ୍ରିଯା ସତ୍ଯ ଓ ତାଙ୍କର ପଥ ସବୁ ନ୍ଯାର୍ୟ୍ଯ। ଆଉ ସେ ଗର୍ବୀମାନଙ୍କୁ ବିନଯୀ କରନ୍ତି।
ଏହାପରେ ଏହି ସଂସାରର ରୀତି ଅନୁସାରେ ଆଚରଣ କର ନାହିଁ, ବରଂ ନୂତନ ଚିନ୍ତନ ମାର୍ଗ ରେ ନିଜର ଅନ୍ତରକୁ ପରିବର୍ତ୍ତିତ କର। ତବେେ ପରମେଶ୍ବର ତୁମ୍ଭମାନଙ୍କ ପାଇଁ କ'ଣ ଇଛା କରନ୍ତି, ତୁମ୍ଭମାନେେ ଜାଣିପାରିବ। ତୁମ୍ଭମାନେେ ଜାଣି ପାରିବ ଯେ, କେଉଁ ବିଷୟ ଗୁଡିକ ଭଲ, ପରମେଶ୍ବରଙ୍କୁ ପ୍ରିୟ ଓ ସିଦ୍ଧ।
ସମାନେେ ପରମେଶ୍ବରଙ୍କର ସବେକ ମାଶାଙ୍କେର ଓ ମଷେଶାବକଙ୍କର ଗୀତ ବୋଲୁଥିଲେ :