Home Bibles ଗୀତସଂହିତା 148:14 · ଓଡ଼ିଆ ବାଇବେଲ
ଗୀତସଂହିତା 148:14 · ଓଡ଼ିଆ ବାଇବେଲ

ସେ ତାଙ୍କର ଲୋକମାନଙ୍କୁ ଶକ୍ତିଶାଳୀ କଲେ, ତଣେୁ ସେ ତାଙ୍କର ବିଶ୍ବସ୍ତ ଲୋକମାନଙ୍କ ଦ୍ବାରା ପ୍ରଶଂସିତ ହୁଅନ୍ତି। ତୁମ୍ଭମାନେେ ସଦାପ୍ରଭୁଙ୍କୁ ପ୍ରଶଂସା କର।

Cross references

ଯାତ୍ରା ପୁସ୍ତକ 19:5

ତେଣୁ ସମାନଙ୍କେୁ ମାରେ ଆଜ୍ଞା ମାନିବା ପାଇଁ କୁହ। ସମାନଙ୍କେୁ ମାରେ ନିଯମ ପାଳନ କରିବାକୁ ଦିଅ। ଯଦି ତୁମ୍ଭେ ଏପରି କର, ତବେେ ତୁମ୍ଭମାନେେ ମାରେ ଆପଣାର ରତ୍ନଭଣ୍ଡାର ହାଇେ ରହିବ ଯେ ହତେୁ ସମଗ୍ର ପୃଥିବୀ ମାରେ।

ଦିତୀୟ ବିବରଣ 4:7

ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭମାନଙ୍କ ସ୍ମରଣ ରେ ଯେପରି ସର୍ବଦା ଆମ୍ଭମାନଙ୍କର ନିକଟବର୍ତ୍ତୀ ହକ୍ସ୍ଟଅନ୍ତି। ଅନ୍ୟ ଓ କୌଣସି ଗୋଷ୍ଠୀଯମାନଙ୍କ ପ୍ରତି ଏପରି ପ୍ରଦର୍ଶନ କରନ୍ତି ନାହିଁ।

ଦିତୀୟ ବିବରଣ 10:21

ତୁମ୍ଭର ପ୍ରଶଂସା ସଦାପ୍ରଭୁ ଅଟନ୍ତି, ସେ ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭେ ଯାହା ଯାହା ଦେଖକ୍ସ୍ଟଛ ସହେିସବୁ ମହତ୍ ଓ ଭୟଙ୍କର କର୍ମ ସେ ତକ୍ସ୍ଟମ୍ଭପାଇଁ କରିଛନ୍ତି।

ପ୍ରଥମ ଶାମୁୟେଲ 2:1

ହାନ୍ନା ପ୍ରାର୍ଥନା କରି କହିଲା, ମାରେ ଅନ୍ତଃକରଣ ସଦାପ୍ରଭୁଙ୍କଠା ରେ ମହାଉଲ୍ଲାସ କରୁଅଛି। ପରମେଶ୍ବରଙ୍କଠା ରେ ମୁ ମାରେ ବହକ୍ସ୍ଟତ ଶକ୍ତି ଅନକ୍ସ୍ଟଭବ କରୁଛି। ମୁ ମାରେ ଶତୃମାନଙ୍କୁ ଉପହାସ କରୁଛି। ଯେ ହତେକ୍ସ୍ଟ ତୁମ୍ଭେ ମାେତେ ରକ୍ଷା କରିଥିବାରକ୍ସ୍ଟ ମୁ ବହକ୍ସ୍ଟତ ଖକ୍ସ୍ଟସି।

ଗୀତସଂହିତା 75:10

ପରମେଶ୍ବର କହନ୍ତି, ମୁଁ ଦୁଷ୍ଟ ଲୋକମାନଙ୍କର ଶକ୍ତିସବୁ ପୋଛି ଦବେି ଏବଂ ଧାର୍ମିକ ଲୋକମାନଙ୍କର ଶକ୍ତି ଉଚ୍ଚ କରିବି।

ଗୀତସଂହିତା 89:17

ତୁମ୍ଭେ ସମାନଙ୍କେର ଅଦ୍ଦ୍ଭୂତ ଶକ୍ତି। ତୁମ୍ଭ ଦୟାର ସହ ଆମ୍ଭମାନେେ ବିଜଯୀ ଅଟୁ।

ଗୀତସଂହିତା 89:18

ଆମ୍ଭର ସୁରକ୍ଷାକାରୀ ଆମ୍ଭମାନଙ୍କର ରାଜା, ଇଶ୍ରାୟେଲର ଏକ ପବିତ୍ର ଆମ୍ଭମାନଙ୍କର ରାଜା ପରମେଶ୍ବରଙ୍କ ଦ୍ବାରା ମନୋନୀତ।

ଗୀତସଂହିତା 92:10

କିନ୍ତୁ ତୁମ୍ଭେ ମାେତେ ଶକ୍ତିଶାଳୀ କରିବ। ଶକ୍ତିଶାଳୀ ବଳଦର ଶିଙ୍ଗ ତୁଲ୍ଯ ମୁଁ ଦୃଢ଼ ହବେି। ତୁମ୍ଭେ ମାେତେ ବିଶଷେ କାର୍ୟ୍ଯ ପାଇଁ ମନୋନୀତ କରିଛ। ତୁମ୍ଭେ ମାେତେ ନୂତନ ତୈଳରେ ଅଭିଷିକ୍ତ କରିଅଛ।

ଗୀତସଂହିତା 112:9

ଯେଉଁ ଲୋକ ମୁକ୍ତ ଭାବରେ ଦିନହୀନମାନଙ୍କୁ ଦାନ କରେ, ତା'ର ଧର୍ମ ଏକ। ଚିରକାଳସ୍ଥାଯୀ। ସେ ବିଜଯ ଏବଂ ସମ୍ମାନ ପାଇବ।

ଗୀତସଂହିତା 145:10

ସଦାପ୍ରଭୁ, ତୁମ୍ଭେ ୟାହା କରିଅଛ, ସଗେୁଡ଼ିକ ସମସ୍ତେ ତୁମ୍ଭର ପ୍ରଶଂସା କରନ୍ତୁ। ତୁମ୍ଭର ବିଶ୍ବସ୍ତ ଅନୁସରଣକାରୀମାନେ ତୁମ୍ଭର ଧନ୍ଯବାଦ କରନ୍ତୁ।

ଗୀତସଂହିତା 149:9

ପରମେଶ୍ବରଙ୍କ ଆଦେଶ ଅନୁସାରେ ତାଙ୍କ ଲୋକମାନେ ସମାନଙ୍କେର ଶତ୍ରୁମାନଙ୍କୁ ଦଣ୍ଡ ଦବେେ। ଏହା ପରମେଶ୍ବରଙ୍କର ସମସ୍ତ ବିଶସ୍ତ ଅନୁସରଣକାରୀମାନଙ୍କୁ ସମ୍ମାନ ଆଣି ଦବେ। ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର।

ଯିରିମିୟ 17:14

ହେ ସଦାପ୍ରଭୁ ତୁମ୍ଭେ ମାେତେ ସୁସ୍ଥ କଲେ ମୁଁ ପ୍ରକୃତ ରେ ସୁସ୍ଥ ହବେି। ତୁମ୍ଭେ ଯଦି ମାେତେ ପରିତ୍ରାଣ କର, ତବେେ ମୁଁ ପରିତ୍ରାଣ ପାଇବି। କାରଣ ତୁମ୍ଭେ ମାରେ ପ୍ରଶଂସାର ଭୂମି।

ଲୂକଲିଖିତ ସୁସମାଚାର 1:52

ପରମେଶ୍ବର ରାଜାମାନଙ୍କୁ ସିହାଂସନରୁ ତଳକୁ ଖସାଇ ଆଣିଲେ ଓ ଦୀନହୀନ ଲୋକଙ୍କୁ ଉପରକୁ ଉଠାଇଲେ।

ଲୂକଲିଖିତ ସୁସମାଚାର 2:32

ସେ ଅଣଯିହୂଦୀମାନଙ୍କୁ ତୁମ୍ଭରି ପଥ ଦଖାଇବୋ ପାଇଁ ଆଲୋକ ଅଟନ୍ତି ଓ ସେ ତୁମ୍ଭର ଲୋକମାନଙ୍କ ପାଇଁ ଗୌରବ ଆଣିବେ।

ଏଫିସୀୟଙ୍କ ପ୍ରତି ପତ୍ର 2:13

ସେତବେେଳେ ତୁମ୍ଭମାନେେ ପରମେଶ୍ବରଙ୍କଠାରୁ ଦୂର ରେ ଥିଲ। କିନ୍ତୁ ଏବେ ଖ୍ରୀଷ୍ଟ ଯୀଶୁଙ୍କଠା ରେ ବିଶ୍ବାସ ଥିବା ହତେୁ ତୁମ୍ଭେ ତାଙ୍କର ନିକଟବର୍ତ୍ତୀ ହାଇେଛ। ଖ୍ରୀଷ୍ଟଙ୍କର ରକ୍ତ ଦ୍ବାରା ତୁମ୍ଭେ ପରମେଶ୍ବରଙ୍କର ନିକଟତର ହାଇେଛ।

ଏଫିସୀୟଙ୍କ ପ୍ରତି ପତ୍ର 2:17

ଖ୍ରୀଷ୍ଟ କ୍ରୁଶ ରେ ଆପଣା ମୃତ୍ଯୁ ଦ୍ବାରା ଏହା ସାଧନ କଲେ। ତୁମ୍ଭମାନେେ ଦୂର ରେ ଥିଲ ଯେ, ଖ୍ରୀଷ୍ଟ ଆସି ତୁମ୍ଭମାନଙ୍କ ନିକଟରେ ଶାନ୍ତି ପ୍ରଚାର କଲେ।

ଏଫିସୀୟଙ୍କ ପ୍ରତି ପତ୍ର 2:19

ଅତଏବ ତୁମ୍ଭମାନେେ ଏବେ ବିଦେଶୀ ଅବା ଅପରିଚିତ ବ୍ଯକ୍ତି ନୁହଁ ମାତ୍ର ତୁମ୍ଭେ ପରମେଶ୍ବରଙ୍କ ପବିତ୍ର ଲୋକଙ୍କ ସହିତ ସହନାଗରିକ ଓ ପରମେଶ୍ବରଙ୍କ ନିଜ ପରିବାରର ଲୋକ ଅଟ।

ପିତରଙ୍କ ପ୍ରଥମ ପତ୍ 2:9

କିନ୍ତୁ ତୁମ୍ଭମାନେେ ମନୋନୀତ ଲୋକ ଅଟ। ତୁମ୍ଭମାନେେ ରାଜାଙ୍କର ଯାଜକ। ତୁମ୍ଭମାନେେ ପବିତ୍ର ଜାତି ଅଟ। ତୁମ୍ଭମାନେେ ପରମେଶ୍ବରଙ୍କ ଲୋକ। ପରମେଶ୍ବର କରିଥିବା ଆଶ୍ଚର୍ୟ୍ଯ ଘଟଣାମାନ କହିବା ପାଇଁ ପରମେଶ୍ବର ତୁମ୍ଭକୁ ମନୋନୀତ କରିଛନ୍ତି। ସେ ଅନ୍ଧକାରରୁ ତୁମ୍ଭମାନଙ୍କୁ ତାହାଙ୍କର ଆଶ୍ଚର୍ୟ୍ଯ ଜନକ ଆଲୋକକୁ ଆଣିଛନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:8

ସେ ଚର୍ମପତ୍ରକୁ ଗ୍ରହଣ କରିବାପରେ, ଚାରିଜୀବିତ ପ୍ରାଣୀ ଓ ଚବିଶଜଣ ପ୍ରାଚୀନ ତାହାଙ୍କ ସମ୍ମୁଖ ରେ ନଇଁପଡ଼ି ପ୍ରଣାମ କଲେ। ସମାନେେ ପ୍ରେତ୍ୟକକ ଗୋଟିଏ ଗୋଟିଏ ବୀଣା ଧରି ଥିଲେ। ସମାନେେ ସୁଗନ୍ଧିତ ଧୂପର ସୁନାର ପାତ୍ର ମଧ୍ଯ ଧରିଥିଲେ। ସହେି ସୁଗନ୍ଧିତ ଧୂପପାତ୍ରଗୁଡ଼ିକ ହେଉଛି, ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କର ପ୍ରାର୍ଥନା।

Interlinear

Choose Theme