ତଣେୁ ଅନ୍ୟ ଲୋକମାନେ ତୁମ୍ଭର ମହାନ୍ କାର୍ୟ୍ଯ ବିଷଯରେ ଜାଣିବେ ଏବଂ ତୁମ୍ଭର ଶାସନ କେତେ ଆଶ୍ଚର୍ୟ୍ଯଜନକ ଓ ମହାନ୍।
Cross references
ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ସଙ୍ଗୀତ ଗାନ କର। କାରଣ ସେ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି !
ସଦାପ୍ରଭୁଙ୍କୁ ଧନ୍ଯବାଦ ଦିଅ। ତାଙ୍କର ନାମକୁ ଡ଼ାକ। ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ୟ୍ଯ କ୍ରିଯାସକଳ ବିଷଯରେ କୁହ।
ସେ ଯେଉଁ ଆଶ୍ଚର୍ୟ୍ଯ କର୍ମମାନ କଲେ ତାହା ମନେ ପକାଅ। ତାଙ୍କର ଅଲୌକିକ କାର୍ୟ୍ଯ ଏବଂ ତାଙ୍କ ବୁଦ୍ଧିମତାର ବିଚାର ମନେପକାଅ।
ସଦାପ୍ରଭୁଙ୍କୁ କହେି ବର୍ଣ୍ଣନା କରିପାରିବେ ନାହିଁ। ତାଙ୍କର ପୂର୍ଣ୍ଣ ପ୍ରଶଂସା କହେି କରିପାରିବେ ନାହିଁ।
ସଦାପ୍ରଭୁ ତୁମ୍ଭର ରାଜ୍ଯ ସିୟୋନରୁ ବଢ଼ାଇବେ, ୟପରେିକି ତୁମ୍ଭେ ଶତ୍ରୁଗଣର ରାଜ୍ଯକୁ ଶାସନ କର।
ସେ ନିଜ ଲୋକମାନଙ୍କୁ ଅନ୍ୟଦେଶୀଯମାନଙ୍କ ଅଧିକାର ଦଇେ ତାଙ୍କର ଶକ୍ତିର ଆପଣା କର୍ମର ପ୍ରଭାବ ସମାନଙ୍କେୁ ଦଖାଇେଥିଲେ।
ୟେ ଆଶ୍ଚର୍ୟ୍ଯକାର୍ୟ୍ଯମାନ କରନ୍ତି, ତାଙ୍କର ପ୍ରଶଂସା କର। ତାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ଭୟାନକ କର୍ମର ଶକ୍ତି ବିଷଯରେ ବ୍ଯକ୍ତ କରନ୍ତୁ। ପୁଣି ମୁଁ ତୁମ୍ଭର ମହାନତା ବିଷଯରେ ପ୍ରଚାର କରିବି।
ଅନନ୍ତର ସହେି ସମୟର ଶଷେ ରେ ମୁଁ ନବୂଖଦ୍ନିତ୍ସର, ସ୍ବର୍ଗଆଡେ ଉର୍ଦ୍ଧ୍ବଦୃଷ୍ଟି କଲି। ସେତବେେଳେ ମାରେ ମନ ଠିକ୍ ବାଟକୁ ଆସିଗଲା। ତା'ପ ରେ ମୁଁ ସର୍ବୋପରିସ୍ଥ ପରମେଶ୍ବରଙ୍କର ପ୍ରଶଂସା କଲି। ସହେି ଅନନ୍ତ ଜୀବିଙ୍କୁ ଧନ୍ଯବାଦ ଜଣାଇ ସମାଦର କଲି। କାରଣ ତାଙ୍କର କତ୍ତୃର୍ତ୍ବ ଅନନ୍ତକାଳୀନ ଓ ତାଙ୍କର ରାଜ୍ଯ ପୁରୁଷାନୁକ୍ରମେ ଥାଏ।
ତେଣୁ ଯୀଶୁ ସମାନଙ୍କେ ପାଖକୁ ଆସି କହିଲେ, ସ୍ବର୍ଗ ଓ ପୃଥିବୀର ସମସ୍ତ ଅଧିକାର ମାେତେ ଦିଆ ଯାଇଛି।
କିନ୍ତୁ ଆମ୍ଭମାନେେ ସମାନଙ୍କେୁ ଆମ୍ଭ ମାତୃଭାଷା ରେ କଥା କହିବାର କିପରି ଶୁଣୁଛୁ? ଏହା କିପରି ସମ୍ଭବ!
ତୁମ୍ଭମାନେେ ଏହା ମଧ୍ଯ ବୁଝି ପାରିବ ଯେ, ଆମ୍ଭେ ଯେଉଁମାନେ ବିଶ୍ବାସ କରୁଛୁ, ଆମ୍ଭମାନଙ୍କ ନିମନ୍ତେ କାମ କରୁଥିବା ପରମେଶ୍ବରଙ୍କ ଶକ୍ତି କେତେ ମହାନ୍।
ପରମେଶ୍ବରଙ୍କ ବିଶଷେ ଅନୁଗ୍ରହର ଦାନ ଦ୍ବାରା ମୁଁ ସୁସମାଚାର କହିବା ପାଇଁ ଜଣେ ସବେକ ହଲିେ। ପରମେଶ୍ବର ତାହାଙ୍କର କାର୍ୟ୍ଯକାରୀ ଶକ୍ତି ବଳ ରେ ମାେତେ ଏହି ଅନୁଗ୍ରହ ଦାନ କଲେ।
ତା'ପରେ ମୁଁ ସ୍ବର୍ଗ ରେ ଗୋଟିଏ ଉଚ୍ଚ ଧ୍ବନି ଏହା କହିବାର ଶୁଣିଲି, ବର୍ତ୍ତମାନ ଆମ୍ଭ ପରମେଶ୍ବରଙ୍କ ବିଜୟ, କ୍ଷମତା, ଓ ରାଜତ୍ବର ସମୟ ଉପସ୍ଥିତ। ତାହାଙ୍କର ଖ୍ରୀଷ୍ଟଙ୍କ ଶାସନ କରିବା ଅଧିକାର ସମୟ ମଧ୍ଯ ଉପସ୍ଥିତ ହାଇେଛି। କାରଣ ଆମ୍ଭମାନଙ୍କର ଭାଇମାନଙ୍କ ଅଭିଯୋଗକାରୀକୁ ବାହା ରେ ନିକ୍ଷପେ କରାଯାଇଛି। ସେ ଦିନରାତି ଆମ୍ଭ ପରମେଶ୍ବରଙ୍କ ସମ୍ମୁଖ ରେ ଆମ୍ଭ ଭାଇମାନଙ୍କ ବିଷୟ ରେ ଅଭିଯୋଗ କରୁଥିଲା।
ସହେି ଅଶ୍ବାରୋହୀଙ୍କ ମୁଖରୁ ଗୋଟିଏ ତୀକ୍ଷ୍ଣ ଖଣ୍ଡା ବାହାରି ଥିଲା। ସେ ଜାତିଗଣଙ୍କୁ ଦମନ କରିବା ପାଇଁ ଏହି ଖଣ୍ତାର ପ୍ରଯୋଗ କରିବେ। ସେ ଲୌହଦଣ୍ଡ ରେ ସମାନଙ୍କେୁ ଶାସନ କରିବେ। ସେ ସର୍ବଶକ୍ତିମାନ୍ ପରମେଶ୍ବରଙ୍କର କୋରଧରୂପ ଦ୍ରାକ୍ଷାପଷୋ କୁଣ୍ଡକୁ ଦଳିପକାଇବେ।