Home Bibles ଗୀତସଂହିତା 136:3 · ଓଡ଼ିଆ ବାଇବେଲ
ଗୀତସଂହିତା 136:3 · ଓଡ଼ିଆ ବାଇବେଲ

ପ୍ରଭୁମାନଙ୍କର ସଦାପ୍ରଭୁଙ୍କ ପ୍ରଶଂସା କର। ତାହାଙ୍କ ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

Cross references

ଦିତୀୟ ବିବରଣ 10:17

କାରଣ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର, ସେ ଦବଗେଣର ଦବେ ଓ ପ୍ରଭୁମାନଙ୍କର ପ୍ରଭୁ, ମହାନ୍, ସର୍ବଶକ୍ତିମାନ ଓ ଭୟଙ୍କର ପରମେଶ୍ବର, ସେ ମନକ୍ସ୍ଟଷ୍ଯର ମକ୍ସ୍ଟଖାପେକ୍ଷା କରନ୍ତି ନାହିଁ, କିଅବା ଲାଞ୍ଚ ଗ୍ରହଣ କରନ୍ତି ନାହିଁ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 6:15

ପରମେଶ୍ବର ଉପୟୁକ୍ତ ସମୟ ଆସିଲେ, ତାହା ସାଧନ କରିବେ। ପରମେଶ୍ବର ଏକମାତ୍ର ପରମଧନ୍ଯ ସମ୍ରାଟ୍। ସେ ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:14

ସମାନେେ ମଷେପାଳକଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବେ। କିନ୍ତୁ ମଷେଶାବକ ସମାନଙ୍କେୁ ପରାସ୍ତ କରିବେ। କାରଣ ସେ ପ୍ରଭୁମାନଙ୍କର ପ୍ରଭୁ ଓ ରାଜାମାନଙ୍କର ରାଜା। ସେ ଡ଼ାକିଥିବା ଲୋକମାନଙ୍କୁ ଅର୍ଥାତ୍ ତାହାଙ୍କର ମନୋନୀତ ଓ ବିଶ୍ବସ୍ତ ଅନୁଗାମୀମାନଙ୍କ ସହିତ ମିଶି ସମାନଙ୍କେୁ ପରାସ୍ତ କରିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:16

ତାହାଙ୍କ ପୋଷାକ ଓ ଜଙ୍ଘଦେଶ ରେ ଏହା ଲଖାେଥିଲା :

Interlinear

Choose Theme