ଗୀତସଂହିତା 136:22 · ଓଡ଼ିଆ ବାଇବେଲ
ପରମେଶ୍ବର ସହେି ଭୂମିକୁ ଇଶ୍ରାୟେଲଙ୍କୁ ଦାନ କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
Cross references
ଗୀତସଂହିତା 47:4
ପରମେଶ୍ବର ଆମ୍ଭମାନଙ୍କୁ ଦେଶ ଦବୋ ପାଇଁ ମନୋନୀତ କରିଛନ୍ତି। ସେ ୟାକୁବକୁ ଅଧିକ ଭଲ ପାଉଥିବାରୁ ତାଙ୍କ ପାଇଁ ସବୁଠାରୁ ଭଲ ଦେଶକୁ ମନୋନୀତ କରିଥଲେ।
ଗୀତସଂହିତା 105:6
ତୁମ୍ଭେ ହେଉଛ ତାଙ୍କର ସବେକ, ୟାକୁବର ସନ୍ତାନଗଣ ତାଙ୍କର ମନୋନୀତ ବ୍ଯକ୍ତି।
ଯିଶାଇୟ 41:8
ହେ ମାରେ ଦାସ ଇଶ୍ରାୟେଲ, ମାରେ ମନୋନୀତ ଯାକୁବ ଓ ମାରେ ବନ୍ଧୁ ଅବ୍ରହାମର ପରିବାରବର୍ଗ।