ଗୀତସଂହିତା 136:17 · ଓଡ଼ିଆ ବାଇବେଲ
ପରମେଶ୍ବର ଶକ୍ତିଶାଳୀ ରାଜାମାନଙ୍କୁ ପରାସ୍ତ କଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
Cross references
ଯିହୋଶୂୟ 12:1
ୟର୍ଦ୍ଦନର ପୂର୍ବପାଶର୍ବସ୍ଥ ଦେଶଗୁଡିକୁ ଇଶ୍ରାୟେଲର ଲୋକମାନେ ନିଜ ଅଧିନକକ୍ସ୍ଟ ଆଣିଲେ। ଆରୋଣ ପର୍ବତଠାରକ୍ସ୍ଟ ହର୍ମୋଣ ପର୍ବତ ପର୍ୟ୍ଯନ୍ତ ଓ ଆରାବହଃର ପୂର୍ବ ଦିଗସ୍ଥ ସମସ୍ତ ରାଜାମାନଙ୍କୁ ପରାସ୍ତ କଲେ।
ଗୀତସଂହିତା 135:10
ପରମେଶ୍ବର ଅନକେ ଗୋଷ୍ଠୀକୁ ପରାସ୍ତ କଲେ। ସେ ବହୁତ ଶକ୍ତିଶାଳୀ ରାଜାମାନଙ୍କୁ ହତ୍ଯା କଲେ।