Home Bibles ☰ Books ଗୀତସଂହିତା 135:16 · ଓଡ଼ିଆ ବାଇବେଲ
ଗୀତସଂହିତା 135:16 · ଓଡ଼ିଆ ବାଇବେଲ

ସହେି ମୂର୍ତ୍ତିମାନଙ୍କର ମୁଖ ଅଛି ମାତ୍ର ସମାନେେ କଥା କହିପାରିବେ ନାହିଁ। ସମାନଙ୍କେର ଆଖି ଅଛି, କିନ୍ତୁ ସମାନେେ ଦେଖିପାରିବେ ନାହିଁ।

Cross references

ଯିଶାଇୟ 6:10

ସମାନଙ୍କେୁ ବିଭ୍ରାନ୍ତ କର। ସମାନେେ ଯାହା ଶୁଣୁଛନ୍ତି ଓ ଯାହା ଦେଖୁଛନ୍ତି ତାହା ଯେପରି ବୁଝିବାକୁ ସକ୍ଷମ ନ ହୁଅନ୍ତି ସହେିପରି ଭାବରେ ତାଙ୍କୁ ପ୍ରସ୍ତୁତ କରାଅ। ତୁମ୍ଭେ ଯଦି ଏହା ନ'କର ସମାନେେ ଯାହା ଶୁଣୁଛନ୍ତି ଓ ଯାହା ଦେଖୁଛନ୍ତି ତାହା ପ୍ରକୃତ ରେ ବୁଝି ପାରିବେ। ଲୋକମାନେ ସମାନଙ୍କେର ସର୍ବାନ୍ତକରଣ ରେ ବୁଝିପାରିବେ। ଏହା କଲେ ସମାନେେ ମାେ ନିକଟକୁ ଫରେି ଆସିବେ ଓ ମାଠାରୁେ ସୁସ୍ଥତା ପାଇବେ।'

ମାଥିଉଲିଖିତ ସୁସମାଚାର 13:14

ଭବିଷ୍ଯଦ୍ବକ୍ତା ୟିଶାଇୟ ସମାନଙ୍କେ ବିଷୟ ରେ ଯାହା କହିଥିଲେ, ତାହା ସତ୍ଯ ବୋଲି ସହେିମାନେ ପ୍ରମାଣିତ କରି ଦେଉଛନ୍ତି। ୟିଶାଇୟ କହିଥିଲେ, 'ତୁମ୍ଭମାନେେ ଶୁଣୁଥିବ, କିନ୍ତୁ ବୁଝି ପାରିବ ନାହିଁ। ତୁମ୍ଭମାନେେ ଦେଖୁଥିବ କିନ୍ତୁ କିଛି ଜାଣିପାରିବ ନାହିଁ।

Interlinear

Choose Theme