Home Bibles ଗୀତସଂହିତା 132:2 · ଓଡ଼ିଆ ବାଇବେଲ
ଗୀତସଂହିତା 132:2 · ଓଡ଼ିଆ ବାଇବେଲ

ଏବଂ ସ୍ମରଣ କର, କିପରି ସେ ସଦାପ୍ରଭୁଙ୍କଠାରେ ଶପଥ ନଲେେ, ଦାଉଦ ୟାକୁବର ଶକ୍ତିମାନ୍ ପରମେଶ୍ବରଙ୍କଠାରେ ଏକ ବିଶଷେ ପ୍ରତିଜ୍ଞା କଲେ।

Cross references

ଆଦି ପୁସ୍ତକ 49:24

କିନ୍ତୁ ତାହାର ଧନୁ ଦୃଢ଼ ଥିଲା ଏବଂ ତାହାର ବାହୁ ଯାକୁବର ଶକ୍ତିଶାଳି ପରମେଶ୍ବର ଇଶ୍ରାୟେଲର ମଷେପାଳକଠାରୁ କୌଶଳ ପ୍ରାପ୍ତ ହାଇେଥିଲା।

ଦିତୀୟ ଶାମୁୟେଲ 7:1

ଏହାପରେ ଦାଉଦ, ଯେତବେେଳେ ନୂତନ ଗୃହକକ୍ସ୍ଟ ଗମନ କଲେ, ସଦାପ୍ରଭୁ ତାଙ୍କୁ ତାଙ୍କର ଚତକ୍ସ୍ଟର୍ଦ୍ଦିଗସ୍ଥିତ ଶତୃମାନଙ୍କଠାରକ୍ସ୍ଟ ଶାନ୍ତି ପ୍ରଦାନ କଲେ।

ଦିତୀୟ ଶାମୁୟେଲ 7:2

ରାଜା ଦାଉଦ ଭବିଷ୍ଯଦ୍ବକ୍ତା ନାଥନଙ୍କକ୍ସ୍ଟ କହିଲେ, ଦେଖ ମୁ ଏବେ ଏରସ ନିର୍ମିତ କାଠ ଘ ରେ ବାସ କରୁଅଛି କିନ୍ତୁ ପରମେଶ୍ବରଙ୍କର ପବିତ୍ର ସିନ୍ଦକ୍ସ୍ଟକ ସହେି ତମ୍ବୁ ତଳେ ରହି ଅଛି। ଆମ୍ଭମାନେେ ପବିତ୍ର ସିନ୍ଦକ୍ସ୍ଟକ ପାଇଁ ଏକ ସକ୍ସ୍ଟନ୍ଦର ପ୍ରସାଦ ତିଆରି କରିବା କଥା।

ପ୍ରଥମ ବଂଶାବଳୀ 28:2

ରାଜା ଦାଉଦ ଉଠି ଠିଆ ହେଲେ ଓ କହିଲେ, ହେ ମାରେ ଭ୍ରାତା ଓ ମାରେ ଲୋକଗଣ, ମାରେ କଥା ଶୁଣ। ମାରେ ହୃଦଯ ରେ ମୁଁ ସଦାପ୍ରଭୁଙ୍କ ନିଯମସିନ୍ଦୁକ ରଖିବା ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବାକ ମୁଁ ଇଚ୍ଛା କରିଥିଲି। ପରମେଶ୍ବରଙ୍କ ପାଦପୀଠ ହବୋ ନିମନ୍ତେ ଏକ ସ୍ଥାନ ନିର୍ମାଣ କରିବାକୁ ମୁଁ ଇଚ୍ଛା କରିଥିଲି। ଆଉ, ପରମେଶ୍ବରଙ୍କ ସହେି ମନ୍ଦିର ନିର୍ମାଣ କରିବା ନିମନ୍ତେ ମୁଁ ଅନକେ ଯୋଜନାମାନ କରିଥିଲି।

ଗୀତସଂହିତା 46:11

ସହେି ସୈନ୍ଯାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି। ୟାକୁବର ପରମେଶ୍ବର ଆମ୍ଭ ସମସ୍ତଙ୍କ ନିରାପଦ ଆଶ୍ରଯ ସ୍ଥଳ।

ଗୀତସଂହିତା 50:1

ସଦାପ୍ରଭୁ ପରମେଶ୍ବରଙ୍କର ବାକ୍ଯଗୁଡ଼ିକ ବିଷଯରେ କହିଛନ୍ତି। ସେ ପୃଥିବୀର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କରନ୍ତି ଏବଂ ସକାଳରୁ ସନ୍ଧ୍ଯା ପର୍ୟ୍ଯନ୍ତ ସମାନଙ୍କେୁ କହନ୍ତି।

ଗୀତସଂହିତା 56:12

ହେ ପରମେଶ୍ବର, ତୁମ୍ଭ ନିକଟରେ କରିଥିବା ପ୍ରତିଜ୍ଞା, ମୁଁ ପୂରଣ କରିବି। ମୁଁ ତୁମ୍ଭକୁ ଧନ୍ଯବାଦ ରୂପକ ନବୈେଦ୍ଯ ଦବେି।

ଗୀତସଂହିତା 65:1

ହେ ସିୟୋନର ପରମେଶ୍ବର, ତୁମ୍ଭେ ପ୍ରଶଂସିତ ହବୋର ହକ୍ଦାର। ଆମ୍ଭମାନେେ ତୁମ୍ଭଠାରେ କରିଥିବା ପ୍ରତିଜ୍ଞା ପୂରଣ କରିବୁ।

ଗୀତସଂହିତା 66:13

ତଣେୁ, ମୁଁ ତୁମ୍ଭ ପବିତ୍ର ମନ୍ଦିରକୁ ହାମବେଳି ନଇେ ଆସିବି। ଯେତବେେଳେ ମୁଁ ସଂଙ୍କଟରେ ଥିଲି, ମୁଁ ତୁମ୍ଭର ସାହାୟ୍ଯ ପାଇଁ ଅନୁ ରୋଧ କରିଥିଲି।

ଗୀତସଂହିତା 116:14

ମୁଁ ସଦାପ୍ରଭୁଙ୍କଠାରେ କରିଥିବା ପ୍ରତିଜ୍ଞାକୁ ତାଙ୍କର ସବୁ ଲୋକଙ୍କ ଆଗରେ ପୂର୍ଣ୍ଣ କରିବି।

ଗୀତସଂହିତା 119:106

ତୁମ୍ଭର ବିଚାର ଉତ୍ତମ ଏବଂ ମୁଁ ତାହାସବୁ ମାନିବା ପାଇଁ ଶପଥ କରେ।

ଗୀତସଂହିତା 132:5

ମୁଁ ମାରେ ଗୃହକୁ ୟିବି ନାହିଁ ଏବଂ ମୁଁ ମାେ ବିଛଣାରେ ରହିବି ନାହିଁ।

ଗୀତସଂହିତା 146:5

କିନ୍ତୁ ସହେିମାନେ ଭାଗ୍ଯବାନ୍ ଯେଉଁମାନଙ୍କର ୟାକୁବର ପରମେଶ୍ବର ଅଛନ୍ତି, ସହେିମାନଙ୍କୁ ସାହାୟ୍ଯ କରିବା ପାଇଁ, ସହେିମାନେ ସମାନଙ୍କେର ପରମେଶ୍ବର ସଦାପ୍ରଭୁଙ୍କ ଉପରେ ନିର୍ଭର କରନ୍ତି।

ଯିଶାଇୟ 49:26

ପୁଣି ଆମ୍ଭେ ତୁମ୍ଭର ଉପଦ୍ରବକାରୀମାନଙ୍କୁ ସମାନଙ୍କେର ନିଜ ମାଂସ ଭୋଜନ କରାଇବା ; ସୁମିଷ୍ଟ ଦ୍ରାକ୍ଷାରସ ରେ ସମାନେେ ମତ୍ତ ହେଲାପରି ସମାନେେ ନିଜ ରକ୍ତ ରେ ମତ୍ତ ହବେେ ; ତାହା ହେଲେ ଆମ୍ଭେ ଯେ ତୁମ୍ଭର ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା ଓ ତୁମ୍ଭର ମୁକ୍ତିଦାତା, ଯାକୁବର ବଳଦାତା, ଏହା ସମସ୍ତ ପ୍ରାଣୀ ଜାଣିବେ।

ଯିଶାଇୟ 60:16

ତୁମ୍ଭେ ଯାହା ଚାହିଁବ, ଅନ୍ୟ ଦେଶ ତୁମ୍ଭକୁ ତାହା ଦବେ। ଏହା ଏକ ଶିଶୁ ପରି ହବେ ଯେ କି ଆପଣା ମା'ର କ୍ଷୀର ପାନ କରୁଛି। ତୁମ୍ଭେ ରାଜାମାନଙ୍କର ଐଶ୍ବର୍ୟ୍ଯ ପାନ କରିବ। ତାହା ହେଲେ ଆମ୍ଭେ ଯେ ସଦାପ୍ରଭୁ, ତୁମ୍ଭର ତ୍ରାଣକର୍ତ୍ତା, ତୁମ୍ଭର ମୁକ୍ତିଦାତା ଓ ଯାକୁବର ବଳଦାତା ଅଟୁଁ ତାହା ତୁମ୍ଭେ ଜାଣିବ।

Interlinear

Choose Theme