Home Bibles ☰ Books ଗୀତସଂହିତା 128:4 · ଓଡ଼ିଆ ବାଇବେଲ
ଗୀତସଂହିତା 128:4 · ଓଡ଼ିଆ ବାଇବେଲ

ୟିଏ ସଦାପ୍ରଭୁଙ୍କୁ ସମ୍ମାନ ଦିଏ, ସେ ଏହି ପ୍ରକାର ଆଶୀର୍ବାଦ ପ୍ରାପ୍ତ ହବେ।

Cross references

ଦିତୀୟ ବିବରଣ 28:2

ଏହି ସମସ୍ତ ଆଶୀର୍ବାଦ ତୁମ୍ଭମାନେେ ଗ୍ରହଣ କରିବ ଏବଂ ସଗେକ୍ସ୍ଟଡିକ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଆସିବ। କାରଣ ତୁମ୍ଭମାନେେ ସଦାପ୍ରଭୁ ଆପଣା ପରମେଶ୍ବରଙ୍କର ସ୍ବର ଶକ୍ସ୍ଟଣିଛ।

ଗୀତସଂହିତା 115:13

ସଦାପ୍ରଭୁ ତାଙ୍କ ସାନ ଓ ବଡ଼ ସମସ୍ତ ଅନୁସରଣକାରୀମାନଙ୍କୁ ଆଶୀର୍ବାଦ କରିବେ।

Interlinear

Choose Theme