Home Bibles ଗୀତସଂହିତା 122 · ଓଡ଼ିଆ ବାଇବେଲ ||

ଗୀତସଂହିତା

Chapter 122

ଓଡ଼ିଆ ବାଇବେଲ
1ମୁଁ ଖୁସି ହଲିେ, ଯେତବେେଳେ ଲୋକମାନେ କହିଲେ, ଚାଲ ସଦାପ୍ରଭୁଙ୍କ ମନ୍ଦିରକୁ ୟିବା। 2ହେ ୟିରୁଶାଲମ !ଏହିଠାରେ ଆମ୍ଭମାନେେ ତୁମ୍ଭର ଫାଟକ ପାଖରେ ଠିଆ ହାଇେଅଛୁ। 3ୟିରୁଶାଲମ ସହର ଭଳି ତିଆରି ହାଇେଅଛି, ଏହା ଦୃଢ଼ ଭାବରେ ଏବଂ କଠିନ ଭାବରେ ନିର୍ମିତ ହବୋ ଉଚିତ୍। 4ଏହା ହେଉଛି ଯେଉଁଠାରେ କି ଗୋଷ୍ଠୀବର୍ଗ ଆସନ୍ତି। ସଦାପ୍ରଭୁଙ୍କର ଗୋଷ୍ଠୀବର୍ଗ ତାଙ୍କୁ ପ୍ରଶଂସା କରିବା ପାଇଁ ଏଠାକୁ ଆସନ୍ତି। ଇଶ୍ରାୟେଲକୁ ଏହିସବୁ କରିବା ପାଇଁ ଆଦେଶ ଦିଆହୁଏ। 5ଦାଉଦଙ୍କ ପରିବାରର ରାଜାମାନେ ସମାନଙ୍କେର ସିଂହାସନ ଏଠାରେ ସ୍ଥାପନ କରିଥିଲେ। ସମାନେେ ସଠାେରେ ଲୋକମାନଙ୍କୁ ସୁବିଚାର ଦବୋ ପାଇଁ ସିଂହାସନ ସ୍ଥାପନ କଲେ। 6ୟିରୁଶାଲମରେ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କର। ମୁଁ ଆଶାକରେ ଯେଉଁମାନେ ତୁମ୍ଭକୁ ପ୍ରମେ କରନ୍ତି ସମାନେେ ସଠାେରେ ଶାନ୍ତି ପାଇବେ। 7ମୁଁ ଆଶାକରେ ସଠାେରେ ତୁମ୍ଭର ପବିତ୍ର ଗୃହ ଭିତରେ ଶାନ୍ତି ମିଳିବ। ମୁଁ ଆଶା କରେ ୟେ, ତୁମ୍ଭର ବିରାଟ ରାଜ ପ୍ରାସାଦରେ ନିରାପଦ ହେଉ। 8ମାରେ ପରିବାର ଏବଂ ମାରେ ପଡ଼ୋଶୀମାନଙ୍କର ମଙ୍ଗଳ ପାଇଁ ୟିରୁଶାଲମ, ତୁମ୍ଭର ଶାନ୍ତି ପାଇଁ ପ୍ରାର୍ଥନା କରେ। 9ସଦାପ୍ରଭୁ ଆମ୍ଭର ପରମେଶ୍ବରଙ୍କର ମନ୍ଦିରର ମଙ୍ଗଳ ନିମନ୍ତେ ମୁଁ ପ୍ରାର୍ଥନା କରେ ୟେ, ୟିରୁଶାଲମ ତୁମ୍ଭ ପାଇଁ ସବୁ ଉତ୍ତମ ଘଟୁ।

Choose Theme