Home Bibles ☰ Books ଗୀତସଂହିତା 119:76 · ଓଡ଼ିଆ ବାଇବେଲ
ଗୀତସଂହିତା 119:76 · ଓଡ଼ିଆ ବାଇବେଲ

ତୁମ୍ଭର ପ୍ରକୃତ ପ୍ରମରେେ ମାେତେ ସାନ୍ତ୍ବନା ଦିଅ। ତୁମ୍ଭ ପ୍ରତିଜ୍ଞାନୁସାରେ, ତୁମ୍ଭର ଦାସକୁ ସାନ୍ତ୍ବନା ଦିଅ।

Cross references

ଗୀତସଂହିତା 86:5

ହେ ପ୍ରଭୁ, ତୁମ୍ଭେ ବହୁତ ଉତ୍ତମ ଓ କରୁଣାମଯ, ଯେଉଁମାନେ ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ।

ଗୀତସଂହିତା 106:4

ହେ ସଦାପ୍ରଭୁ, ତୁମ୍ଭର ଲୋକମାନଙ୍କ ପ୍ରତି ଦୟାକଲା ସମଯରେ ମାେତେ ଟିକେ ମନେ ପକାଅ। ମାେତେ ମଧ୍ଯ ଉଦ୍ଧାର କରିବାକୁ ମନେପକାଅ।

ଗୀତସଂହିତା 119:38

ତୁମ୍ଭେ ଆପଣା ଦାସ ପାଇଁ ୟାହା ପ୍ରତିଜ୍ଞା କରିଅଛ, ତାହା କର। ତଣେୁ ଲୋକମାନେ ତୁମ୍ଭକୁ ସମ୍ମାନ କରିବେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:3

ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପିତା ଓ ପରମେଶ୍ବରଙ୍କ ପ୍ରଶଂସା ହେଉ। ସେ ପିତା ଅଟନ୍ତି, ସେ କରୁଣା ରେ ପରିପୂର୍ଣ୍ଣ ଓ ସମସ୍ତ ବିଷୟ ରେ ସାନ୍ତ୍ବନାଦାତା ପରମେଶ୍ବର।

Interlinear

Choose Theme