ସହେି ଲୋକମାନେ ବହୁତ ମୂର୍ଖ। ମାତ୍ର ମୁଁ ତୁମ୍ଭ ଶିକ୍ଷାରେ ଆନନ୍ଦିତ ହୁଏ।
Cross references
ସହେି ଦୁଷ୍ଟ ଲୋକମାନେ ଅତ୍ଯନ୍ତ ଅହଂକାର ବଶତଃ ପରମେଶ୍ବରଙ୍କ କଥା ଶୁଣନ୍ତି ନାହିଁ। ସମାନେେ କବଳେ ନିଜ ବିଷଯ ଚିନ୍ତା କରନ୍ତି।
ହେ ମାରେ ପରମେଶ୍ବର, ତୁମ୍ଭେ ୟାହା ଚାହୁଁଛ, ମୁଁ ତାହା କରିବାକୁ ଚାହୁଁଛି। ତୁମ୍ଭର ନୀତିଶିକ୍ଷା ମାେ' ହୃଦଯରେ ଅଛି।
ସମାନେେ ୟାହା ଚାହାଁନ୍ତି ତାହା କରନ୍ତି। ୟଦି ସମାନେେ କିଛି ଦେଖନ୍ତି ଓ ପସନ୍ଦ କରନ୍ତି, ସମାନେେ ତାକୁ ୟେ କୌଣସି ପ୍ରକାରେ ହାସଲ କରିଥାନ୍ତି।
ମୁଁ ତୁମ୍ଭ ବ୍ଯବସ୍ଥାରେ ଆନନ୍ଦ କରିବି। ମୁଁ ତୁମ୍ଭର ବାକ୍ଯ ପାଶାରେିବି ନାହିଁ।
ସଦାପ୍ରଭୁ ତୁମ୍ଭର ନିର୍ଦ୍ଦେଶ ପଥରେ ମାେତେ ଆଗଇେ ନିଅ। ମୁଁ ବାସ୍ତବରେ ସହେିପରି ଜୀବନ ବିତାଇବା ପାଇଁ ବହୁତ ଭଲପାଏ।
ସମାନଙ୍କେୁ ବିଭ୍ରାନ୍ତ କର। ସମାନେେ ଯାହା ଶୁଣୁଛନ୍ତି ଓ ଯାହା ଦେଖୁଛନ୍ତି ତାହା ଯେପରି ବୁଝିବାକୁ ସକ୍ଷମ ନ ହୁଅନ୍ତି ସହେିପରି ଭାବରେ ତାଙ୍କୁ ପ୍ରସ୍ତୁତ କରାଅ। ତୁମ୍ଭେ ଯଦି ଏହା ନ'କର ସମାନେେ ଯାହା ଶୁଣୁଛନ୍ତି ଓ ଯାହା ଦେଖୁଛନ୍ତି ତାହା ପ୍ରକୃତ ରେ ବୁଝି ପାରିବେ। ଲୋକମାନେ ସମାନଙ୍କେର ସର୍ବାନ୍ତକରଣ ରେ ବୁଝିପାରିବେ। ଏହା କଲେ ସମାନେେ ମାେ ନିକଟକୁ ଫରେି ଆସିବେ ଓ ମାଠାରୁେ ସୁସ୍ଥତା ପାଇବେ।'
ହଁ, ଏଠାରେ ଏହି ଲୋକମାନଙ୍କର ମନ କଠୋର ହୋଇ ଯାଇଛି। ଏ ଲୋକମାନଙ୍କର କାନ ଅଛି କିନ୍ତୁ ଏମାନେ ଶୁଣିପାରୁ ନାହାନ୍ତି। ଏମାନେ ସତ୍ୟ କଥା ଦେଖିବା ପାଇଁ ଆଖି ବନ୍ଦ କରି ଦେଉଛନ୍ତି। ନ ହେଲେ ହୁଏତ ସେମାନେ ସେମାନଙ୍କ ଆଖିରେ ଦେଖି ପାରନ୍ତେ, କାନରେ ଶୁଣି ପାରନ୍ତେ ଓ ବୁଝି ପାରନ୍ତେ। ଏହା ଦ୍ୱାରା, ସେମାନେ ମନ ଫେରାଇ ମୋ’ ନିକଟକୁ ଆସନ୍ତେ ଓ ମୁଁ ସେମାନଙ୍କୁ ସୁସ୍ଥ କରନ୍ତି।
ମାେ ମନ ରେ, ମୁଁ ପରମେଶ୍ବରଙ୍କର ବ୍ଯବସ୍ଥା ରେ ସୁଖୀ।