Home Bibles ଗୀତସଂହିତା 119:56 · ଓଡ଼ିଆ ବାଇବେଲ
ଗୀତସଂହିତା 119:56 · ଓଡ଼ିଆ ବାଇବେଲ

ଏହିପରି ଘଟେ କାରଣ ମୁଁ ତୁମ୍ଭର ନିର୍ଦ୍ଦେଶସବୁ ଯତ୍ନର ସହକାରେ ମାନି ଚଳେ।

Cross references

ଗୀତସଂହିତା 18:18

ମୁଁ ବିପଦରେ ପଡ଼ିଥିଲି ମାରେ ଶତ୍ରୁମାନେ ମାେତେ ଆକ୍ରମଣ କରୁଥିଲେ, କିନ୍ତୁ ସଦାପ୍ରଭୁ ମାେତେ ରକ୍ଷା କରିବାକୁ ସଠାେରେ ଉପସ୍ଥିତ ହେଲେ।

ଗୀତସଂହିତା 119:165

ଯେଉଁ ବ୍ଯକ୍ତି ତୁମ୍ଭର ଶିକ୍ଷାକୁ ଭଲ ପାଏ, ସେ ଶାନ୍ତି ପାଇବ। ତାକୁ କୌଣସି ବସ୍ତୁ ପକଇେ ପାରିବ ନାହିଁ।

ଯୋହନଙ୍କ ପ୍ରଥମ ପତ୍ର 3:19

ମାତ୍ର ଏହା ସତ୍ଯପ୍ ରମେ ହବୋ ଆବଶ୍ଯକ ଓ ଆଚରଣ ରେ ଆମ୍ଭେ ଏହା ଦଖାଇବୋ ଉଚିତ।

Interlinear

Choose Theme