Home Bibles ଗୀତସଂହିତା 119:39 · ଓଡ଼ିଆ ବାଇବେଲ
ଗୀତସଂହିତା 119:39 · ଓଡ଼ିଆ ବାଇବେଲ

ସଦାପ୍ରଭୁ ଅପମାନିତାକୁ ଦୂରଇେ ନିଅ ୟାହାକୁ ମୁଁ ଭୟ କରେ। ତୁମ୍ଭର ବିଜ୍ଞ ନିଷ୍ପତ୍ତି ଉତ୍ତମ।

Cross references

ଦିତୀୟ ବିବରଣ 4:8

ଯେଉଁସବୁ ଯଥାର୍ଥା ବିଧି ଓ ବ୍ଯବସ୍ଥା ଯେପରି ଶିକ୍ଷା ଆଦି ଦଇେଅଛି, ତାହା ତକ୍ସ୍ଟଲ୍ଯ କୌଣସି ଜାତିଗଣ ମଧିଅରେ ନାହିଁ।

ଦିତୀୟ ଶାମୁୟେଲ 12:14

କିନ୍ତୁ ତୁମ୍ଭେ ଏହି କକ୍ସ୍ଟକର୍ମ କରି ସଦାପ୍ରଭୁଙ୍କୁ ବହକ୍ସ୍ଟତ ଅସମ୍ମାନ ଦଖାଇେଅଛ। ତେଣୁ ଜନ୍ମ କରୁଥିବା ପକ୍ସ୍ଟତ୍ରଗଣ ନିଶ୍ଚଯ ମରିବ।

ଗୀତସଂହିତା 19:9

ସଦାପ୍ରଭୁଙ୍କର ଉପାସନା ଆ ଲୋକ ସଦୃଶ। ୟାହା ଚିରକାଳ ଆହୁରି ଉଜ୍ଜ୍ବଳ ଆ ଲୋକ ପ୍ରଦାନ କରେ। ସଦାପ୍ରଭୁଙ୍କର ବିଚାର ପଦ୍ଧତି ନିର୍ମଳ ଓ ନ୍ଯାଯପୂର୍ଣ୍ଣ। ସଗେୁଡ଼ିକ ସର୍ବତୋଭାବେ ସତ୍ଯ।

ଗୀତସଂହିତା 39:8

ହେ ସଦାପ୍ରଭୁ, ତୁମ୍ଭେ ମାେତେ ସମସ୍ତ ଅଧର୍ମରୁ ଉଦ୍ଧାର କର। ମାେତେ ମୂର୍ଖ ଲୋକମାନଙ୍କ ଦ୍ବାରା ନିନ୍ଦାପାତ୍ର କର ନାହିଁ।

ଗୀତସଂହିତା 57:3

ସେ ସ୍ବର୍ଗରୁ ମାେତେ ସାହାୟ୍ଯ କରନ୍ତି ଓ ରକ୍ଷା କରନ୍ତି। ଯେଉଁମାନେ ମାେତେ ଆକ୍ରମଣ କରନ୍ତି, ସେ ସମାନଙ୍କେୁ ଲଜ୍ଜିତ କରନ୍ତି। ପରମେଶ୍ବର ତାଙ୍କର ସ୍ବର୍ଗୀଯ ପ୍ରମେ ଓ ବିଶ୍ବସ୍ତ ମଙ୍ଗଳ ପ୍ରଦାନ କରନ୍ତି।

ଗୀତସଂହିତା 119:20

ମୁଁ ସର୍ବଦା ତୁମ୍ଭର ଶାସନସକଳ ପଢ଼ିବା ପାଇଁ ବହୁତ ଚା ହେଁ।

ଗୀତସଂହିତା 119:22

ମାଠାରୁେ ନିନ୍ଦା ଓ ଅପମାନସବୁ ଦୂର କର। ମୁଁ ତୁମ୍ଭର ବାକ୍ଯ ଅନୁସରଣ କରିଅଛି।

ଗୀତସଂହିତା 119:31

ମୁଁ ତୁମ୍ଭ ବାକ୍ଯ ନିକଟବର୍ତ୍ତୀ ହାଇେ ଅନୁସରଣ କଲି। ହେ ସଦାପ୍ରଭୁ, ମାେତେ ନିରାଶ କର ନାହିଁ।

ଗୀତସଂହିତା 119:43

ମାେତେ ତୁମ୍ଭର ସତ୍ଯ ଶିକ୍ଷା ବିଷଯରେ କହିବାକୁ ଦିଅ। ମୁଁ ତୁମ୍ଭର ବୁଦ୍ଧିମାନ ବାକ୍ଯରେ ନିର୍ଭର କରେ।

ଗୀତସଂହିତା 119:75

ହେ ସଦାପ୍ରଭୁ, ମୁଁ ଜାଣେ ତୁମ୍ଭ ନିଷ୍ପତ୍ତି ସବୁ ଧର୍ମମଯ। ମାେତେ ତୁମ୍ଭେ ଦଣ୍ଡ ଦଇେ ଠିକ୍ କରିଥିଲ।

ଗୀତସଂହିତା 119:123

ସଦାପ୍ରଭୁ ତୁମ୍ଭର ବିଶ୍ବସ୍ତ ପ୍ରତିଜ୍ଞା ସତ୍ଯ ହବୋକୁ, ତୁମ୍ଭର ପରିତ୍ରାଣ ପଥକୁ ଚାହିଁ ଚାହିଁ ମାରେ ଚକ୍ଷୁ କ୍ଷୀଣ ହାଇୟୋଏ।

ଗୀତସଂହିତା 119:131

ହେ ସଦାପ୍ରଭୁ, ମୁଁ ତୁମ୍ଭର ସମସ୍ତ ନିର୍ଦ୍ଦେଶ ଶିକ୍ଷା କରିବାକୁ ଚା ହେଁ। ମୁଁ ସେସବୁ ପାଇଁ ର୍ଧୈୟ୍ଯଶୀଳ ହାଇେ ଅପେକ୍ଷା କରୁଅଛି, ମୁଁ ପ୍ରାଯ ନିଶ୍ବାସ ଅପ୍ରଚଳିତ।

ହିତୋପଦେଶ 25:10

ଯଦି ତୁମ୍ଭେ କୌଣସି ଲୋକର ଗୋପନୀଯତାକୁ ପ୍ରକାଶ କର, ତବେେ ତୁମ୍ଭେ ଦୁର୍ନାମ ଅର୍ଜ୍ଜନ କରିବ। ତୁମ୍ଭର ଏହି ଦୁର୍ନାମ କବେେ ଦୂର ହବେ ନାହିଁ।

ଯିଶାଇୟ 26:8

ମାତ୍ର ହେ ସଦାପ୍ରଭୁ, ଆମ୍ଭମାନେେ ତୁମ୍ଭ ଶାସନ ମାର୍ଗର ନ୍ଯାଯକୁ ଅପେକ୍ଷା କରିଛୁ। ଆମ୍ଭମାନଙ୍କର ଆତ୍ମା ତୁମ୍ଭର ନାମକୁ ସ୍ମରଣ କରିବ।

ରୋମୀୟଙ୍କ ପ୍ରତି ପତ୍ର 2:2

ପରମେଶ୍ବର, ଯେଉଁମାନେ ଏପରିକି ମନ୍ଦକର୍ମ କରନ୍ତି ତାହାଙ୍କର ନ୍ଯାୟ ବିଚ଼ାର କରନ୍ତି। ଏହା ଆମ୍ଭମାନେେ ଜାଣୁ ଯେ, ପରମେଶ୍ବରଙ୍କର ନ୍ଯାୟ ବିଚ଼ାର ଠିକ୍ ଅଟେ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 3:7

ଯେଉଁମାନେ ମଣ୍ଡଳୀର ସଦସ୍ଯ ନୁହଁନ୍ତି, ବାହାରର ସହେି ଲୋକମାନଙ୍କର ମଧ୍ଯ, ଅଧ୍ଯକ୍ଷଙ୍କ ନିମନ୍ତେ ସମ୍ମାନ ଭାବ ଥିବା ଆବଶ୍ଯକ। ତହିଁରେ ସେ ଅନ୍ୟମାନଙ୍କ ଦ୍ବାରା ସମାଲୋଚିତ ହବେେ ନାହିଁ କି ଶୟତାନର ଫାନ୍ଦ ରେ ପଡ଼ିବେ ନାହିଁ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5:14

ଅତଏବ ୟୁବତୀମାନେ ବିବାହ କରନ୍ତୁ ସମାନଙ୍କେର ପିଲା-ଛୁଆ ହୁଅନ୍ତୁ ଏବଂ ସମାନେେ ନିଜ ଘରର ଯତ୍ନ ନିଅନ୍ତୁ, ମୁଁ ଏହା ଚା ହେଁ। ଯଦି ସମାନେେ ଏପରି କରିବେ, ତା ହେଲେ ଆମ୍ଭ ଶତୃମାନେ ସମାନଙ୍କେୁ ସମାଲୋଚନା କରିବା ପାଇଁ କୌଣସି କାରଣ ପାଇବେ ନାହିଁ।

ତୀତସଙ୍କ ପ୍ରତି ପତ୍ର 2:8

ତାହାହିଁ ଆମ୍ଭର ଭରସା। ଏହି ଶିକ୍ଷା ବିଶ୍ବାସ ଯୋଗ୍ଯ ଅଟେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:2

ତାହାଙ୍କର ବିଚାରଗୁଡ଼ିକ ସତ୍ଯ ଓ ଯଥାର୍ଥ। ସେ ମହା ବେଶ୍ଯାକୁ ଦଣ୍ଡ ଦଇେଛନ୍ତି। ସହେି ବେଶ୍ଯା ତା'ର ୟୌନଗତ ପାପରେ ପୃଥିବୀକୁ ଭ୍ରଷ୍ଟ କରିଦଇେଅଛି। ପରମେଶ୍ବର ତାହାଙ୍କ ସବେକମାନଙ୍କର ରକ୍ତ ହତେୁ ତାହାକୁ ଦଣ୍ଡ ଦଇେଛନ୍ତି।

Interlinear

Choose Theme