Home Bibles ଗୀତସଂହିତା 119:152 · ଓଡ଼ିଆ ବାଇବେଲ
ଗୀତସଂହିତା 119:152 · ଓଡ଼ିଆ ବାଇବେଲ

ବହୁତ ଦିନ ପୂର୍ବରୁ ମୁଁ ଜାଣେ ୟେ, ତୁମ୍ଭର ଶାସନ ଅଛି। ମୁଁ ଜାଣେ ୟେ, ତୁମ୍ଭେ ସମାନଙ୍କେୁ ଅନନ୍ତକାଳ ପାଇଁ ଶଷେ କରିପକାଇଲ।

Cross references

ଗୀତସଂହିତା 89:34

ଆମ୍ଭେ ଦାଉଦଙ୍କ ସହିତ କରିଥିବା ଚୁକ୍ତିକୁ ଲଙ୍ଘନ କରିବା ନାହିଁ କିଅବା ଚୁକ୍ତିର ପରିବର୍ତ୍ତନ କରିବା ନାହିଁ।

ଗୀତସଂହିତା 111:7

ତାହାଙ୍କ ଦ୍ବାରା ହାଇେଥିବା ଆଜ୍ଞାସବୁ ସତ୍ଯ ଓ ତାଙ୍କର ନିଯମସବୁ ବିଶ୍ବାସ ୟୋଗ୍ଯ।

ଗୀତସଂହିତା 119:144

ସଦାପ୍ରଭୁ, ତୁମ୍ଭର ପ୍ରମାଣ ବାକ୍ଯଗୁଡ଼ିକ ଚିରକାଳ ଉତ୍ତମ। ତାହାସବୁ ବୁଝିବାରେ ସହାୟ ହୁଅ, ୟପରେିକି ମୁଁ ବଞ୍ଚିପାରିବି।

ଗୀତସଂହିତା 119:160

ଆରମ୍ଭରୁ ତୁମ୍ଭର ସମୁଦାଯ ବାକ୍ଯ ଭରସା ୟୋଗ୍ଯ ଓ ତୁମ୍ଭର ସବୁ ଧର୍ମମଯ ବ୍ଯବସ୍ଥା ନିତ୍ଯସ୍ଥାଯୀ ପାଇଁ ସୁନ୍ଦର ହାଇେ ରହିବ।

ଉପଦେଶକ 3:14

ମୁଁ ଜାଣେ ଯେ, ପରମେଶ୍ବର ଯାହା କିଛି କରନ୍ତି, ତାହା ଅନନ୍ତକାଳସ୍ଥାଯୀ, ତାହା ବୃଦ୍ଧି ବା ହ୍ରାସ କରାୟାଇ ନ ପା ରେ। ପରମେଶ୍ବର ତାହା କରିଛନ୍ତି, ଯେପରି ଲୋକମାନେ ତାକୁ ସମ୍ମାନ ଦବେେ।

ଲୂକଲିଖିତ ସୁସମାଚାର 21:33

ପୃଥିବୀ ଓ ଆକାଶ ଲୋପ ହାଇଯୋଇପା ରେ। କିନ୍ତୁ ମାରେବାକ୍ଯ କଦାପି ଲୋପ ହବେନାହିଁ। ମାରେ ବାକ୍ଯ ଅନନ୍ତକାଳସ୍ଥାଯୀ।

Interlinear

Choose Theme