Home Bibles ☰ Books ଗୀତସଂହିତା 119:138 · ଓଡ଼ିଆ ବାଇବେଲ
ଗୀତସଂହିତା 119:138 · ଓଡ଼ିଆ ବାଇବେଲ

ତୁମ୍ଭେ ଆପଣା ନିଯମ ଦଇେଅଛ। ସଗେୁଡ଼ିକ ଧର୍ମମଯ ଓ ଆମ୍ଭେ ତା'ଉପରେ ସମ୍ପୂର୍ଣ୍ଣରୂପେ ଭରସା କରିପାରିବୁ।

Cross references

ଦିତୀୟ ବିବରଣ 4:8

ଯେଉଁସବୁ ଯଥାର୍ଥା ବିଧି ଓ ବ୍ଯବସ୍ଥା ଯେପରି ଶିକ୍ଷା ଆଦି ଦଇେଅଛି, ତାହା ତକ୍ସ୍ଟଲ୍ଯ କୌଣସି ଜାତିଗଣ ମଧିଅରେ ନାହିଁ।

ଦିତୀୟ ବିବରଣ 4:45

ଏହିସବୁ ପ୍ରମାଣିତ ବାକ୍ଯ, ନିଯମ, ବ୍ଯବସ୍ଥା ଯାହାକି ମାଶାେ ଇଶ୍ରାୟେଲର ଲୋକମାନଙ୍କୁ ଦେଲେ, ଯେତବେେଳେ ମିଶରରକ୍ସ୍ଟ ବାହାରି ଆସିଲେ।

ଗୀତସଂହିତା 19:7

ପରମେଶ୍ବରଙ୍କର ଶିକ୍ଷାଗୁଡ଼ିକ ପାରଦର୍ଶୀ। ସଗେୁଡ଼ିକ ଲୋକମାନଙ୍କୁ ବଳଶାଳୀ କରେ। ସଦାପ୍ରଭୁଙ୍କର ବ୍ଯବସ୍ଥାକୁ ବିଶ୍ବାସ କରାୟାଇପାରେ। ଏହା ମୂର୍ଖମାନଙ୍କୁ ଜ୍ଞାନୀ କରେ।

ଗୀତସଂହିତା 119:86

ହେ ସଦାପ୍ରଭୁ, ତୁମ୍ଭର ଆଦେଶସବୁ ବିଶ୍ବାସନୀଯ। ସମାନେେ ଅନ୍ଯାଯରେ ମାେତେ ତାଡ଼ନା କରନ୍ତି। ମାେତେ ସାହାୟ୍ଯ କର !

ଗୀତସଂହିତା 119:144

ସଦାପ୍ରଭୁ, ତୁମ୍ଭର ପ୍ରମାଣ ବାକ୍ଯଗୁଡ଼ିକ ଚିରକାଳ ଉତ୍ତମ। ତାହାସବୁ ବୁଝିବାରେ ସହାୟ ହୁଅ, ୟପରେିକି ମୁଁ ବଞ୍ଚିପାରିବି।

Interlinear

Choose Theme