ଗୀତସଂହିତା 118:25 · ଓଡ଼ିଆ ବାଇବେଲ
ଲୋକମାନେ କହନ୍ତି, ହେ ସଦାପ୍ରଭୁ, ଆମ୍ଭକୁ ରକ୍ଷା କର। ସଦାପ୍ରଭୁ, ଆମ୍ଭକୁ ସଫଳତା ଦିଅ।
Cross references
ଗୀତସଂହିତା 20:9
ସଦାପ୍ରଭୁ ତାଙ୍କର ମନୋନୀତ ରାଜାଙ୍କୁ ଉଦ୍ଧାର କଲେ। କାରଣ ପରମେଶ୍ବରଙ୍କ ମନୋନୀତ ରାଜା ତାଙ୍କୁ ସାହାୟ୍ଯ ପାଇଁ ନିବଦେିନ କଲେ ଓ ପରମେଶ୍ବର ତାକୁ ଉଦ୍ଧାର ଦେଲେ।
ଗୀତସଂହିତା 22:21
ମାେତେ ସିଂହ ମୁଖରୁ ଉଦ୍ଧାର କର। ମାେତେ ଷଣ୍ଢର ମୁନିଆ ଶିଙ୍ଗରୁ ବଞ୍ଚାଅ।
ଗୀତସଂହିତା 69:1
ହେ ପରମେଶ୍ବର, ମାେତେ ମାରେ ସମସ୍ତ ବିପଦରୁ ବଞ୍ଚାଅ। ମାରେ ପ୍ରାଣ ପର୍ୟ୍ଯନ୍ତ ଜଳରାଶି ମାଡ଼ି ୟାଇଛି।
ଗୀତସଂହିତା 69:13
ହେ ସଦାପ୍ରଭୁ, ମାେ ଜାଣିବାରେ ମୁଁ ପ୍ରାର୍ଥନା କରେ ତୁମ୍ଭେ ମାେତେ ଗ୍ରହଣ କରିନିଅ। ହେ ପରମେଶ୍ବର, ମୁଁ ଆଶାକରେ ତୁମ୍ଭେ ମାେତେ ତୁମ୍ଭର ପରିତ୍ରାଣର ସତ୍ଯତା ଅନୁସାରେ ଉତ୍ତର ଦିଅ। ମୁଁ ଜାଣେ, ପରିତ୍ରାଣ ପାଇଁ ମୁଁ ତୁମ୍ଭଠାରେ ଭରସା କରିପାରିବି।
ଗୀତସଂହିତା 90:17
ହେ ପରମେଶ୍ବର ଆମ୍ଭମାନଙ୍କ ପ୍ରଭୁ, ଆମ୍ଭମାନଙ୍କୁ ଦୟାକର। ଆମ୍ଭର କାର୍ୟ୍ଯ ଆମ୍ଭକୁ ସମର୍ଥନ କରେ, ତଣେୁ ଦୟାକରି ଆମ୍ଭର କାର୍ୟ୍ଯକୁ ସମର୍ଥନ କର ଓ ଏହାକୁ ସଫଳ କରାଅ।