ମୃତ ଲୋକମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତି ନାହିଁ। ଯେଉଁମାନେ କବରରେ ଅଛନ୍ତି ସମାନେେ ନୀରବ ଅଟନ୍ତି।
Cross references
ସଦାପ୍ରଭୁ ତାଙ୍କର ପବିତ୍ର ଭକ୍ତମାନଙ୍କୁ ସକ୍ସ୍ଟରକ୍ଷା କରନ୍ତି। ସେ ସମାନଙ୍କେୁ ଝକ୍ସ୍ଟଣ୍ଟିବାରକ୍ସ୍ଟ ରକ୍ଷା କରନ୍ତି। କିନ୍ତୁ ମନ୍ଦ ଲୋକମାନେ ଅନ୍ଧକାର ରେ ଝକ୍ସ୍ଟଣ୍ଟିପଡନ୍ତି ଓ ଧ୍ବଂସ ହକ୍ସ୍ଟଅନ୍ତି। ସମାନଙ୍କେର ଶକ୍ତି ସମାନଙ୍କେୁ ରକ୍ଷା କରିବା ପାଇଁ ସାହାୟ୍ଯ କରେ ନାହିଁ।
ମୃତ ଲୋକମାନେ ତୁମ୍ଭକୁ ସମାନଙ୍କେର କବରରେ କବେେ ମନେ ପକାନ୍ତି ନାହିଁ। ମୃତମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ। ସେଥିପାଇଁ ମାେତେ ରକ୍ଷା କର।
ହେ ସଦାପ୍ରଭୁ, ସାରା ରାତି ମୁଁ ତୁମ୍ଭକୁ ପ୍ରାର୍ଥନା କଲି। ମାରେ ବିଛଣା ମାରେ ଲୁହରେ ଭିଜିଗଲା। ମୁଁ ଅତି ଦୁର୍ବଳ ତୁମ୍ଭକୁ କାକୁତ୍ତି କରି ଜଣାଉଛି।
ମୁଁ କହିଲି, ହେ ପ୍ରଭୁ କ'ଣ ଭଲ ହବେ ୟଦି ମୁଁ ମରିୟାଏ। ମୁଁ କବର ଭିତରକୁ ଗଲେ କ'ଣ ଲାଭ। ମୃତ ଲୋକମାନେ ସହେି ମାଟିର କବରରେ ଶୋଇ ରହନ୍ତି। ସମାନେେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ। ସମାନେେ ଲୋକମାନଙ୍କୁ କହନ୍ତି ନାହିଁ, ଆମ୍ଭମାନେେ କେତେ ତୁମ୍ଭ ଉପରେ ନିର୍ଭରଶୀଳ।
ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି, ତୁମ୍ଭେ ମାେତେ ନିରାଶ କରିବ ନାହିଁ। ଦୁଷ୍ଟ ଲୋକମାନେ ନିରାଶ ହବେେ। ସମାନେେ ନୀରବରେ କବରକୁ ଯିବେ।
ତୁମ୍ଭେ କ'ଣ ମୃତ ଲୋକମାନଙ୍କ ପାଇଁ ଆଶ୍ଚର୍ୟ୍ଯ କ୍ରିଯା କର ? ମୃତ ଲୋକମାନେ କ'ଣ ଉଠି ଓ ତୁମ୍ଭର ପ୍ରଶଂସା କରିବେ ?
ପାତାଳ ତୁମ୍ଭକୁ ଧନ୍ଯବାଦ ଦଇେ ପାରିବ ନାହିଁ। ମୃତ୍ଯୁ ତୁମ୍ଭର ପ୍ରଶଂସାଗାନ କରିପାରିବ ନାହିଁ। ତେଣୁ ମର୍ତ୍ତଗାମୀମାନେ ତୁମ୍ଭର ବିଶ୍ବସ୍ତତା ଘୋଷଣା କରିବନେି।