Home
Bibles
Bible Study with Steffi
ଗୀତସଂହିତା 110 · ଓଡ଼ିଆ ବାଇବେଲ
||
Aa
ଗୀତସଂହିତା
Chapter 110
ଓଡ଼ିଆ ବାଇବେଲ
1
ସଦାପ୍ରଭୁ ମାରେ ପ୍ରଭୁଙ୍କୁ କହିଲେ, ମାେ ସହିତ ମାରେ ଦକ୍ଷିଣ ପାଖରେ ବସ। ଆମ୍ଭେ ତୁମ୍ଭ ଶତ୍ରୁଗଣଙ୍କୁ ତୁମ୍ଭର ପାଦପୀଠ କରିବା ପର୍ୟ୍ଯନ୍ତ।
2
ସଦାପ୍ରଭୁ ତୁମ୍ଭର ରାଜ୍ଯ ସିୟୋନରୁ ବଢ଼ାଇବେ, ୟପରେିକି ତୁମ୍ଭେ ଶତ୍ରୁଗଣର ରାଜ୍ଯକୁ ଶାସନ କର।
3
ତୁମ୍ଭ ପରାକ୍ରମର ଦିନରେ, ଯେତବେେଳେ ତୁମ୍ଭର ସୈନ୍ଯବାହିନୀ ଏକତ୍ର ହବେେ, ତୁମ୍ଭ ଲୋକମାନେ ସ୍ବଇଚ୍ଛାରେ ମିଶିବେ। ପବିତ୍ର ପର୍ବତ ଉପରେ ଅତି ପ୍ରଭାତରେ ସମାନେେ ମିଳିତ ହବେେ। ସହେି ସମସ୍ତ ୟୁବକ ତୁମ୍ଭ ଚାରିପଟେ ପଡ଼ିଆରେ କାକର ଟୋପା ପରି ବେଢ଼ି ରହିବେ।
4
ସଦାପ୍ରଭୁ ପ୍ରତିଜ୍ଞା କଲେ, ସେ ତାଙ୍କର ମନ ପରିବର୍ତ୍ତନ କରିବେ ନାହିଁ। ୟାଜକ ମଲ୍କୀଷଦକଙ୍କେ ପରି ତୁମ୍ଭେ ଅନନ୍ତକାଳୀନ ୟାଜକ ହବେ।
5
ମାରେ ପ୍ରଭୁ ତୁମ୍ଭର ଦକ୍ଷିଣ ପାଶର୍ବରେ ଅଛନ୍ତି। ଯେତବେେଳେ ସେ କୋପ କରିବେ, ଅନ୍ୟ ରାଜାମାନଙ୍କୁ ପରାସ୍ତ କରିବେ।
6
ପରମେଶ୍ବର ଦେଶଗୁଡ଼ିକର ବିଚାର କରିବେ। ଏହି ଭୂମିସବୁ ମୃତ ଦହରେେ ଆଚ୍ଛାଦିତ ହବେ। ସେ ପୃଥିବୀର ଶକ୍ତିଶାଳୀ ନେତାମାନଙ୍କୁ ଧ୍ବଂସ କରିବେ।
7
ରାଜାମାନେ ପଥ ମଧ୍ୟରେ ଥିବା ଝରଣାରୁ ଜଳପାନ କରିବେ ଏବଂ ଏହି ହତେୁ ସେ ଆପଣା ମସ୍ତକ ଉଠାଇବେ ଏବଂ ଶକ୍ତିଶାଳୀ ହବେେ।
Back to language index
Choose Theme