Home Bibles ଗୀତସଂହିତା 107:30 · ଓଡ଼ିଆ ବାଇବେଲ
ଗୀତସଂହିତା 107:30 · ଓଡ଼ିଆ ବାଇବେଲ

ସମୁଦ୍ର ଶାନ୍ତ ହାଇଗେଲା ବୋଲି ନାବିକମାନେ ଖୁସି ହେଲେ, କାରଣ ସମାନେେ ଯେଉଁଠାକୁ ୟିବାକୁ ଚାହିଁଥିଲେ ପରମେଶ୍ବର ତାଙ୍କୁ ପୋତାଶଯକୁ ନିରାପଦରେ ଆଗଇେ ନଲେେ।

Cross references

ଯୋହନଲିଖିତ ସୁସମାଚାର 6:21

ଯୀଶୁ ଏକଥା କହିବା ପରେ ଶିଷ୍ଯମାନେ ତାହାଙ୍କୁ ଡଙ୍ଗା ଭିତରକୁ ଆଣି ଖୁସି ହେଲେ। ତା'ପରେ ଡଙ୍ଗାଟି ଲକ୍ଷ୍ଯ ସ୍ଥଳ ରେ ଆସି ପହଞ୍ଚିଲା।

Interlinear

Choose Theme