ଗୀତସଂହିତା 107:24 · ଓଡ଼ିଆ ବାଇବେଲ
ସମାନେେ ସଦାପ୍ରଭୁଙ୍କର କାର୍ୟ୍ଯ ଓ ସମୁଦ୍ର ଜଳରେ ତାଙ୍କର ଅଦଦ୍ଭୁତ କାର୍ୟ୍ଯ ଦେଖନ୍ତି।
Cross references
ଆୟୁବ ପୁସ୍ତକ 38:8
ଆୟୁବ, କିଏ ସମୁଦ୍ରକୁ ବନ୍ଦ କରିବା ପାଇଁ ଫାଟକ ବନ୍ଦ କଲା, ଯେତବେେଳେ ଏହା ଗଭୀର ଭାବରେ ପୃଥିବୀ ରେ ପ୍ରବାହିତ ହେଲା ?
ଗୀତସଂହିତା 95:5
ସକଳ ସମୁଦ୍ର ତାଙ୍କର, ସେ ସଗେୁଡ଼ିକ ସୃଷ୍ଟି କରିଛନ୍ତି। ଏବଂ ସ୍ଥଳଭାଗଗୁଡ଼ିକ ମଧ୍ଯ ପରମେଶ୍ବର ତାଙ୍କର ନିଜ ହସ୍ତରେ ସୃଷ୍ଟି କରିଛନ୍ତି।
ଗୀତସଂହିତା 104:24
ସଦାପ୍ରଭୁ, ତୁମ୍ଭେ କେତେ ଜିନିଷ ତିଆରି କରିଅଛ। ପୃଥିବୀ ତୁମ୍ଭ ସୃଷ୍ଟି ବସ୍ତୁରେ ପରିପୂର୍ଣ୍ଣ ଅଛି। ଜ୍ଞାନ ବଳରେ ତୁମ୍ଭେ ସେସବୁ ଜିନିଷ ତିଆରି କରିଅଛ।