ସମାନେେ ବିପଦରେ ଥିଲେ, ତଣେୁ ସମାନେେ ସଦାପ୍ରଭୁଙ୍କ ନିକଟରେ ସାହାୟ୍ଯ ପାଇଁ କାକୁକ୍ତି କଲେ। ଏବଂ ସେ ସମାନଙ୍କେୁ ବିପଦରୁ ରକ୍ଷା କଲେ।
Cross references
ଏହାପରେ ସଦାପ୍ରଭୁ କହିଲେ, ଆମ୍ଭେ ମିଶର ରେ ଆପଣା ଲୋକମାନଙ୍କର ଅସୁବିଧା ସବୁ ଦେଖିଛୁ ଏବଂ ମିଶରୀଯବାସୀ ସମାନଙ୍କେୁ ୟନ୍ତ୍ରଣା ଦବୋ ସମୟରେ ଆମ୍ଭେ ସମାନଙ୍କେର କ୍ରନ୍ଦନ ଶୁଣିଛୁ। ଆମ୍ଭେ ସମାନଙ୍କେର ୟନ୍ତ୍ରଣା ସବୁ ଜାଣିଛୁ।
ସୀଷରା 900 ଲୌହ ନିର୍ମିତ ରଥ ଥିଲା ଏବଂ ସେ ଇଶ୍ରାୟେଲର ଲୋକମାନେ ପ୍ରତି କୋଡିଏ ବର୍ଷ ଧରି ଶୋଷଣ କଲେ ଏବଂ ଅତ୍ଯାଗ୍ଭର କଲେ। ତେଣୁ ଇଶ୍ରାୟେଲର ଲୋକମାନେ ସମାନଙ୍କେ ସାହାୟ୍ଯ କରିବା ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।
ଇଶ୍ରାୟେଲ ସନ୍ତାନଗଣ ବହକ୍ସ୍ଟତ ଗରିବ ହାଇଗେଲେ। କାରଣ ଏହି ମିଦିଯନୀଯମାନଙ୍କ ପାଇଁ। ତେଣୁ ଇଶ୍ରାୟେଲ ସନ୍ତାନଗଣ ସାହାର୍ୟ୍ଯ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ।
ତେଣୁ ଇଶ୍ରାୟେଲର ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ। ସମାନେେ କହିଲେ, ଆମ୍ଭମାନେେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ପାପ କରିଅଛକ୍ସ୍ଟ, କାରଣ ଆମ୍ଭମାନେେ ଆପଣମାନଙ୍କର ପରମେଶଓରଙ୍କୁ ପରିତ୍ଯାଗ କରିଅଛକ୍ସ୍ଟ ଓ ବାଲ ଦବେତାଗଣଙ୍କର ପୂଜା କରିଅଛକ୍ସ୍ଟ।
ତାଙ୍କ ଉପରକୁ ଯେତବେେଳେ ଏହିସବୁ ବିପଦ ଆସିଲା, ମନଃଶି ସଦାପ୍ରଭୁ ତାଙ୍କର ପରମେଶ୍ବରଙ୍କଠାରୁ ସାହାୟ୍ଯ ଲୋଡ଼ିଲେ। ମନଃଶି ନିଜକୁ ତାଙ୍କର ପୂର୍ବପୁରୁଷମାନଙ୍କର ପରମେଶ୍ବରଙ୍କ ସମ୍ମୁଖ ରେ ନମ୍ର କଲେ।
ମନଃଶି ପରମେଶ୍ବରଙ୍କ ନିକଟରେ ପ୍ରାର୍ଥନା କଲେ ଓ ତାଙ୍କୁ ସାହାୟ୍ଯ କରିବା ନିମନ୍ତେ ପରମେଶ୍ବରଙ୍କୁ ଅନୁ ରୋଧ କରିବାକୁ ଲାଗିଲେ। ସଦାପ୍ରଭୁ ମନଃଶିଙ୍କ ପ୍ରାର୍ଥନା ଶୁଣିଲେ ଓ ତାଙ୍କୁ ଦୟା କଲେ। ସଦାପ୍ରଭୁ ତାଙ୍କୁ ୟିରୁଶାଲମକୁ ଓ ତାଙ୍କ ସିଂହାସନକୁ ଫରୋଇ ଆଣିଲେ। ଏହାପରେ ମନଃଶି ଜାଣିଲେ ଯେ, ସଦାପ୍ରଭୁ ପରମେଶ୍ବର ହିଁ ସତ୍ଯ ଅଟନ୍ତି।
ମନଃଶି ଅନ୍ୟ ଯେଉଁ ସମସ୍ତ କର୍ମ କରିଥିଲେ ଓ ପରମେଶ୍ବରଙ୍କ ନିକଟରେ ଯେଉଁ ପ୍ରାର୍ଥନା କରିଥିଲେ ଏବଂ ଭବିଷ୍ଯତ୍ବକ୍ତାମାନେ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନାମ ରେ ତାଙ୍କୁ ଯେଉଁ ସମସ୍ତ କଥା କହିଥିଲେ, ସହେିସବୁ ଇଶ୍ରାୟେଲର ରାଜାମାନଙ୍କ ପୁସ୍ତକ ରେ ଲିପିବଦ୍ଧ ହାଇେ ରହିଅଛି।
ସହେି ୟନ୍ତାରେ ପଡ଼ି ସହାୟତା ପାଇଁ ମୁଁ ସଦାପ୍ରଭୁଙ୍କୁ ଡ଼ାକିବାକୁ ଲାଗିଲି। ହଁ, ମୁଁ ମାରେ ପରମେଶ୍ବରଙ୍କୁ ଡ଼ାକିଲି, ସେ ଆପଣା ମନ୍ଦିରରେ ଥାଇ ମାେ ଡ଼ାକ ଶୁଣିଲେ। ସେ ମାରେ ସହାୟତା ପାଇଁ ଆର୍ତ୍ତନାଦ ଶୁଣିବାକୁ ପାଇଲେ।
କିନ୍ତୁ ଯେତବେେଳେ ପରମେଶ୍ବରଙ୍କ ଲୋକ ବିପଦରେ ପଡ଼ିଲେ ସମାନେେ ସର୍ବଦା ପରମେଶ୍ବରଙ୍କୁ ସାହାୟ୍ଯ ପାଇଁ ଡାକିଲେ। ଏବଂ ପ୍ରେତ୍ୟକକ ଥର ପରମେଶ୍ବର ସମାନଙ୍କେ ପ୍ରାର୍ଥନା ଶୁଣିଲେ।
ସମାନେେ ବିପଦରେ ଥିଲେ, ତଣେୁ ସମାନେେ ସଦାପ୍ରଭୁଙ୍କ ନିକଟରେ ସାହାୟ୍ଯ ପାଇଁ କାକୁକ୍ତି କଲେ। ଏବଂ ସେ ତାଙ୍କୁ ସହେି ବିପଦରୁ ମୁକ୍ତ କଲେ।
ସମାନେେ ବିପଦରେ ଥିଲେ, ତଣେୁ ସମାନେେ ସଦାପ୍ରଭୁଙ୍କ ନିକଟରେ ସହାୟତା ପାଇଁ କାକୁକ୍ତି କଲେ ଏବଂ ସେ ସମାନଙ୍କେ ଦୁର୍ଦ୍ଦଶାରୁ ସମାନଙ୍କେୁ ମୁକ୍ତ କଲେ।
ତବେେ ସମାନେେ ଆପଣା ସଙ୍କଟ ସମଯରେ ସଦାପ୍ରଭୁଙ୍କଠାରେ ସହାୟତା ପାଇଁ କାକୁକ୍ତି କଲେ ଏବଂ ତହିଁରେ ପରମେଶ୍ବର ସମାନଙ୍କେୁ ସଙ୍କଟରୁ ଉଦ୍ଧାର କଲେ।
ମୃତ୍ଯୁର ରଜ୍ଜୁ ଚତୁଃପାଶର୍ବରେ ପ୍ରାଯ ମାେତେ ବାନ୍ଧି ଦଲୋ। କବର ତା'ର ଫାନ୍ଦ ସହିତ ମାରେ ପାଖାପାଖି ହାଇେଥିଲା। ମୁଁ ସଙ୍କଟ ଓ ଦୁଃଖରେ ଥିଲି।
ମୁଁ ପ୍ରକୃତ ରେ ଇଫ୍ରଯିମର କ୍ରନ୍ଦନ ଶୁଣିଅଛି। ସେ କାନ୍ଦିକରି ଏହି କଥା କହୁଛି, ' ହେ ସଦାପ୍ରଭୁ, ତୁମ୍ଭେ ମାେତେ ଶାସ୍ତି ଦଇେଅଛ। ମୁଁ ପ୍ରକୃତ ଶିକ୍ଷା ପାଇଛି। ମୁଁ ଏକ ବନ୍ଯପଶୁ ସଦୃଶ ଥିଲି। ମାେତେ ତୁମ୍ଭ ନିକଟକୁ ଫରେିବାକୁ ଦିଅ, କାରଣ ତୁମ୍ଭେ ସଦାପ୍ରଭୁ ମାରେ ପରମେଶ୍ବର।
ଆମ୍ଭେ ଆମ୍ଭର ଗୃହକୁ ଫରେିବା ଯେତବେେଳେ ଲୋକମାନେ ସମାନଙ୍କେର ଦୋଷ ସ୍ବୀକାର କରିବେ ଏବଂ ଆମ୍ଭଙ୍କୁ କ୍ଷମା ମାଗିବେ। ହଁ, ସମାନେେ ଦୁଃଖ ରେ ଆମ୍ଭଙ୍କୁ ପାଇବାକୁ କଠାେର ଚେଷ୍ଟା କରିବେ।