ସଦାପ୍ରଭୁଙ୍କର ପ୍ରଶଂସା କର !ସଦାପ୍ରଭୁଙ୍କର ଧନ୍ଯବାଦ କର, କାରଣ ସେ ଉତ୍ତମ !ତାଙ୍କର ପ୍ରମେ ଅନନ୍ତକାଳସ୍ଥାଯୀ !
Cross references
ଓଃ, ସଦାପ୍ରଭୁଙ୍କର ଧନ୍ଯବାଦ କର, ସେ ଅତି ଉତ୍ତମ ଅଟନ୍ତି। ସଦାପ୍ରଭୁଙ୍କର ପ୍ ରମେ ଅନନ୍ତକାଳୀନ ଅଟେ।
ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସାର ଗୀତ ଗାନ କରିବା ନିମନ୍ତେ ହମେନ୍, ୟିଦୂଥୂନଙ୍କୁ ଓ ଅନ୍ୟ ସମସ୍ତ ଲବେୀୟଗଣଙ୍କୁ ନାମଧରି ମନୋନୀତ କରାୟାଇଥିଲା, କାରଣ ସଦାପ୍ରଭୁଙ୍କ ପ୍ ରମେ ଅନନ୍ତକାଳବ୍ଯାପୀ।
ସମାନେେ ସଦାପ୍ରଭୁଙ୍କ ପ୍ରଶଂସା ଓ ଧନ୍ଯବାଦ ଦଇେ ଏକ ଆ ରକେ ପ୍ରତି ଗାନକରି କହିଲେ, ସେ ମଙ୍ଗଳମଯ, ଯେ ହତେୁ ଇଶ୍ରାୟେଲ ପ୍ରତି ତାଙ୍କର କରୁଣା ଅନନ୍ତକାଳସ୍ଥାଯୀ ଆଉ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ବସାୟିବା ସକାଶୁ ସମାନେେ ସଦାପ୍ରଭୁଙ୍କର ପ୍ରଶଂସା କରିବା ବେଳେ ସମଗ୍ର ଲୋକ ଉଚ୍ଚସ୍ବର ରେ ଜଯଧ୍ବନି କଲେ।
ଧନ୍ଯବାଦର ଗୀତ ଗାଇ ତାଙ୍କର ଦ୍ବାରକୁ ଆସ। ଓ ତାଙ୍କର ପ୍ରଶଂସାଗାନ କରି ତାଙ୍କ ପବିତ୍ର ମନ୍ଦିରକୁ ଆସ। ତାଙ୍କୁ ଧନ୍ଯବାଦ ଦିଅ ଓ ତାହାଙ୍କ ନାମର ଗୁଣଗାନ କର।
ସଦାପ୍ରଭୁ ଉତ୍ତମ ଅଟନ୍ତି। ତାଙ୍କର ପ୍ରମେ ଚିରକାଳସ୍ଥାଯୀ। ଆମ୍ଭେ ସବୁଦିନ ପାଇଁ ତାଙ୍କ ଉପରେ ଭରସା କରି ପାରିବା।
କିନ୍ତୁ ସଦାପ୍ରଭୁ ସର୍ବଦା ତାଙ୍କର ସମ୍ମାନକାରୀମାନଙ୍କୁ ପ୍ରମେ କରନ୍ତି, ତାଙ୍କର ସହେି ସ୍ନହେ ଅନାଦିକାଳରୁ ଅନନ୍ତକାଳ ଲାଗି ରହିଥାଏ। ପରମେଶ୍ବର ସମାନଙ୍କେୁ ଓ ସମାନଙ୍କେର ସନ୍ତାନ ସନ୍ତତି ପ୍ରତି ମଙ୍ଗଳ କରନ୍ତି।
ସଦାପ୍ରଭୁଙ୍କୁ ଧନ୍ଯବାଦ ଦିଅ। ତାଙ୍କର ନାମକୁ ଡ଼ାକ। ଜାତିଗଣ ମଧ୍ୟରେ ତାଙ୍କର ଆଶ୍ଚର୍ୟ୍ଯ କ୍ରିଯାସକଳ ବିଷଯରେ କୁହ।
ପରମେଶ୍ବର ଏପରି କଲେ, ତଣେୁ ତାଙ୍କର ଲୋକମାନେ ତାଙ୍କର ନିଯମ ମାନିବେ ଓ ତାଙ୍କର ଦଇେଥିବା ଶିକ୍ଷା ପାଳନ କରିବେ। ପରମେଶ୍ବରଙ୍କର ପ୍ରଶଂସା କର !
ସଦାପ୍ରଭୁଙ୍କୁ ଧନ୍ଯବାଦ ଦିଅ। କାରଣ ସେ ମହାନ୍। ତାଙ୍କର ଦୟା ଅନନ୍ତକାଳସ୍ଥାଯୀ।
ସଦାପ୍ରଭୁଙ୍କ ପ୍ରଶଂସା କର କାରଣ ସେ ମଙ୍ଗଳମଯ ପରମେଶ୍ବର ଅଟନ୍ତି। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
ହେ ପରମେଶ୍ବର, ତୁମ୍ଭେ ମଙ୍ଗଳମଯ, ତୁମ୍ଭେ ମଙ୍ଗଳ କର। ମାେତେ ତୁମ୍ଭର ନିଯମସବୁ ଶିଖାଅ।
ସଦାପ୍ରଭୁଙ୍କୁ ପ୍ରଶଂସା କର କାରଣ ସଦାପ୍ରଭୁ ମଙ୍ଗଳମଯ ଅଟନ୍ତି। ତାଙ୍କ ନାମର ପ୍ରଶଂସାଗାନ କର, କାରଣ ଏହା ଆନନ୍ଦ ଆଣେ।
ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ସେ ମଙ୍ଗଳମଯ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
ସଦାପ୍ରଭୁ କହନ୍ତି, ଏଠା ରେ ତୁମ୍ଭମାନେେ ଆନନ୍ଦ ଧ୍ବନି ଓ ହର୍ଷନାଦ, ବର କନ୍ଯାଙ୍କର ହର୍ଷଧ୍ବନି, ସଦାପ୍ରଭୁଙ୍କର ପ୍ରଶଂସାଗାନର କୋଳାହଳ ପାଇବ। ସମାନେେ କହିବେ, 'ସଦାପ୍ରଭୁ ମଙ୍ଗଳମଯ ଓ ତାଙ୍କର କରୁଣା ସଦାକାଳ ସ୍ଥାଯୀ।' ତେଣୁ ତାଙ୍କର ଧନ୍ଯବାଦ କର। ପୁଣି ସଦାପ୍ରଭୁଙ୍କ ଗୃହକୁ ଧନ୍ଯବାଦସ୍ବରୂପ ବଳି ଆଣିବାର ଶବ୍ଦ ଶୁଣାୟିବ। ଏହା ହବେ କାରଣ ଆମ୍ଭେ ଆପଣା ଲୋକମାନଙ୍କର ଭାଗ୍ଯ ପରିବର୍ତ୍ତନ କରିବା। ସେଥିପାଇଁ ସବୁକିଛି ପୂର୍ବରୁ ଯେପରି ଥିଲା, ସପରେି ହାଇଯେିବ।
ଯୀଶୁ ସେ ଲୋକକୁ ପଚ଼ାରିଲେ, ଭଲ କାମ ବିଷୟ ରେ ମାେତେ କାହିଁକି ପଚ଼ାରୁଛ? ଭଲ ତ କବଳେ ମାତ୍ର ଜଣେ। ସେ ହେଉଛନ୍ତି ପରମେଶ୍ବର। ତଥାପି ଯଦି ତୁମ୍ଭେ ଅନନ୍ତ-ଜୀବନ ପାଇବା ପାଇଁ ଚ଼ାହୁଁଛ, ତବେେ ଆଦେଶଗୁଡ଼ିକ ପାଳନ କର।
ଲୋକମାନେ ଅଧିକ ପାପ କରିବା ପାଇଁ ବ୍ଯବସ୍ଥା ଆସିଲା, କିନ୍ତୁ ଯେତବେେଳେ ଲୋକେ ଅଧିକ ପାପ କଲେ, ପରମେଶ୍ବର ସମାନଙ୍କେୁ ପ୍ରଚୁର ମାତ୍ରା ରେ ତାହାଙ୍କ ଅନୁଗ୍ରହ ପ୍ରଦାନ କଲେ।
ସର୍ବଦା ପରମେଶ୍ବରଙ୍କୁ ଧନ୍ଯବାଦ ଜଣାଉଥାଅ। ପରମେଶ୍ବର ଖ୍ରୀଷ୍ଟଯୀଶୁଙ୍କଠା ରେ ତୁମ୍ଭମାନଙ୍କ ପାଇଁ ଏହା ଚାହାଁନ୍ତି।