ପରମେଶ୍ବର ତାଙ୍କର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଲେ। ସମାନଙ୍କେ ନିଜ ସହିତ ରୂପା ଓ ସୁନା ଆଣିଲେ। ଓ ତା'ଙ୍କର ଗୋଷ୍ଠୀ ମଧ୍ୟରେ ଜଣେ ଦୁର୍ବଳ ଲୋକ ହିଁ ନ ଥିଲେ, ଝୁଣ୍ଟି ପଡ଼ିବାକୁ।
Cross references
କିନ୍ତୁ ଯେଉଁ ଜାତିମାନେ ସମାନଙ୍କେୁ କ୍ରୀତଦାସ କଲେ ସମାନଙ୍କେର ମୁଁ ବିଚାର କରିବି ଏବଂ ତାହାପରେ ପ୍ରଚୁର ଧନ ସହିତ ସମାନେେ ସ୍ବାଧୀନ ହବେେ।
ସମସ୍ତ ଇଶ୍ରାୟେଲୀୟ ସ୍ତ୍ରୀ ଆପଣା ପ୍ରତିବେଶୀନୀ ଓ ଆପଣା ଗୃହପ୍ରବାସୀନୀ ସ୍ତ୍ରୀ ନିକଟରୁ ରେ ୗପ୍ୟ, ଅଳଙ୍କାର ଓ ସ୍ବର୍ଣ୍ଣ ଅଳଙ୍କାର ଓ ବସ୍ତ୍ର ମାଗି ନଇୟିବେ, ପୁଣି ତାହା ତୁମ୍ଭମାନେେ ଆପଣା ପୁତ୍ର କନ୍ଯାଙ୍କୁ ପିନ୍ଧାଇବ। ଏହିପରି ଭାବରେ ତୁମ୍ଭମାନେେ ମିଶରୀଯ ଲୋକମାନଙ୍କ ଦ୍ରବ୍ଯ ହରଣ କରିବ।
ଏହାପରେ ଇଶ୍ରାୟେଲୀୟ ଲୋକମାନେ ମାଶାଙ୍କେର ଆଜ୍ଞାନୁସା ରେ ଗଲେ। ସମାନେେ ତାଙ୍କର ମିଶରୀଯ ପଡ଼ୋଶୀମାନଙ୍କ ନିକଟକୁ ଗଲେ ଓ ସମାନଙ୍କେୁ ରୂପା ଅଳଙ୍କାର, ସ୍ବର୍ଣ୍ଣ ଅଳଙ୍କାର ଏବଂ ଲୁଗା ମାଗିଲେ।
ସଦାପ୍ରଭୁ ମିଶରବାସୀମାନଙ୍କ ହୃଦଯ ରେ ଇଶ୍ରାୟେଲୀୟମାନଙ୍କ ପାଇଁ ଦୟା ସୃଷ୍ଟି କଲେ। ତେଣୁ ଇଶ୍ରାୟେଲୀୟମାନେ ଯାହା ମାଗିଲେ ମିଶରବାସୀମାନେ ସବୁ ଦେଲେ। ଏହି ପ୍ରକା ରେ ଇଶ୍ରାୟେଲୀୟମାନେ ମିଶରୀଯ ମାନଙ୍କୁ ଲୁଣ୍ଠନ କଲେ।
ସଦାପ୍ରଭୁ ତାଙ୍କର ପବିତ୍ର ଭକ୍ତମାନଙ୍କୁ ସକ୍ସ୍ଟରକ୍ଷା କରନ୍ତି। ସେ ସମାନଙ୍କେୁ ଝକ୍ସ୍ଟଣ୍ଟିବାରକ୍ସ୍ଟ ରକ୍ଷା କରନ୍ତି। କିନ୍ତୁ ମନ୍ଦ ଲୋକମାନେ ଅନ୍ଧକାର ରେ ଝକ୍ସ୍ଟଣ୍ଟିପଡନ୍ତି ଓ ଧ୍ବଂସ ହକ୍ସ୍ଟଅନ୍ତି। ସମାନଙ୍କେର ଶକ୍ତି ସମାନଙ୍କେୁ ରକ୍ଷା କରିବା ପାଇଁ ସାହାୟ୍ଯ କରେ ନାହିଁ।
ପରମେଶ୍ବର ମିଶର ମଧ୍ଯରୁ ଇଶ୍ରାୟେଲକୁ ବାହାର କରି ଆଣିଲେ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।
ଯେ ସମୁଦ୍ର ମଧିଅରେ ବାଟ କଢ଼ାଇ ନେଲେ ଓ ଅଶ୍ବତୁଲ୍ଯ ଗମନ କରାଇଲେ ମରୁଭୂମିରେ ୟିଏକି ଝୁଣ୍ଟିଲେ ନାହିଁ ସେ କାହାଁନ୍ତି ?
ଇଶ୍ରାୟେଲର ପରମେଶ୍ବର ଆମ୍ଭ ପୂର୍ବପୁରୁଷମାନଙ୍କୁ ବାଛି ନେଲେ। ମିଶର ରେ ବିଦେଶୀ ଭାବେ ସମାନେେ ରହୁଥିବା ବେଳେ ପରମେଶ୍ବର ଆମ୍ଭ ଲୋକମାନଙ୍କୁ ସଫଳତା ଦେଲେ। ସେ ତାହାଙ୍କ ମହାନ୍ ଶକ୍ତି ବଳ ରେ ସଠାରୁେ ସମାନଙ୍କେୁ ବାହାର ମଧ୍ଯ କରି ଆଣିଲେ।