Home Bibles ଗୀତସଂହିତା 105:35 · ଓଡ଼ିଆ ବାଇବେଲ
ଗୀତସଂହିତା 105:35 · ଓଡ଼ିଆ ବାଇବେଲ

ପଙ୍ଗପାଳ ଓ ପତଙ୍ଗ ସମାନଙ୍କେ ଦେଶର ସମସ୍ତ ଗଛପତ୍ର ଖାଇ ପକାଇଲେ। ସମାନେେ କ୍ଷତରେୁ ଶସ୍ଯସବୁ ଖାଇ ପକାଇଲେ।

Cross references

ଯାତ୍ରା ପୁସ୍ତକ 10:15

ପଙ୍ଗପାଳମାନେ ଭୂମିକୁ ଆଚ୍ଛାଦନ କଲେ ଏବଂ ସମଗ୍ର ମିଶର ଅନ୍ଧକାରଚ୍ଛନ୍ନ ହାଇଗେଲା। ପଥର ବର୍ଷା ରେ ଯାହାସବୁ ନଷ୍ଟ ହାଇେ ନଥିଲା, ଅବଶିଷ୍ଟାଂଶ ଗଛର ପୁତ୍ରକୁ ପଙ୍ଗପାଳ ଦଳ ଖାଇଗଲେ। ଏପରିକି ମିଶର ରେ କୌଣସି ବୃକ୍ଷ ରେ ଆଉ ପତ୍ର ରହିଲା ନାହିଁ।

Interlinear

Choose Theme