ପୂର୍ବରୁ ପଶ୍ଚିମ ୟତେେ ଦୂର, ପରମେଶ୍ବର ଆମ୍ଭମାନଙ୍କଠାରୁ ଆମ୍ଭମାନଙ୍କ ପାପ ସତେିକି ଦୂରଇେ ନଇେଛନ୍ତି।
Cross references
ଦାଉଦ ନାଥନକକ୍ସ୍ଟ କହିଲେ, ମୁ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ଅପରାଧ କରିଅଛି।
ସଦାପ୍ରଭୁ ପରମେଶ୍ବରଙ୍କର ବାକ୍ଯଗୁଡ଼ିକ ବିଷଯରେ କହିଛନ୍ତି। ସେ ପୃଥିବୀର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କରନ୍ତି ଏବଂ ସକାଳରୁ ସନ୍ଧ୍ଯା ପର୍ୟ୍ଯନ୍ତ ସମାନଙ୍କେୁ କହନ୍ତି।
ସୂର୍ୟ୍ଯର ଉଦଯ ସ୍ଥାନଠାରୁ ତା'ର ଅସ୍ତ ସ୍ଥାନ ପର୍ୟ୍ଯନ୍ତ ସଦାପ୍ରଭୁଙ୍କର ନାମ ପ୍ରଶଂସନୀଯ।
ଦେଖ, ମାରଦେୁଃଖ ଚାଲିୟାଇଛି, ବର୍ତ୍ତମାନ ମାରେଶାନ୍ତି ଆସିଛି। ମାତ୍ର ତୁମ୍ଭେ ମାେତେ ପ୍ ରମେ କରି ବିନାଶ କୂପରୁ ମାରେ ପ୍ରାଣକୁ ଉଦ୍ଧାର କଲ। କାରଣ ତୁମ୍ଭେ ମାେତେ କ୍ଷମା କରି ମାରେସମସ୍ତ ପାପକୁ ପଛକୁ ପକାଇ ଦଇେଛ।
ମୁଁ ଏକମାତ୍ର ପବିତ୍ର ଯେ କି ତୁମ୍ଭର ସମସ୍ତ ଦୋଷକୁ ନଥିପତ୍ରରୁ ପୋଛି ଦିଏ। ଆଉ ମଧ୍ଯ ତୁମ୍ଭର ସମସ୍ତ ପାପକୁ ମୁଁ ଭୁଲିୟାଏ। ମାରେ ଗାରିମାକୁ ରକ୍ଷା କରିବାକୁ ଏପରି କରେ।
ମଲଘ ସଦୃଶ ତୁମ୍ଭର ପାପକୁ ଓ କୁହୁଡ଼ି ସଦୃଶ ତୁମ୍ଭର ପାପକୁ ଆମ୍ଲଭ ମାର୍ଜନା କରିଅଛୁ। ପବନସର ମଲଘ ଚାଲିଗଲା ପରି ତୁମ୍ଭର ପାପସବୁ ଦୂରୀଭୂତସହାଇଅଛି।ସତଣୁ ତୁମ୍ଲଭ ଆମ୍ଭ ନିକଟକୁସଫରିଆସ, କାରଣ ଆମ୍ଲଭ ତୁମ୍ଭକୁ ମୁକ୍ତ କରିଅଛୁ।'
ସୂର୍ େଯ୍ଯାଦଯର ସ୍ଥାନରୁ ପଶ୍ଚିମ ଦିଗ ପର୍ୟ୍ଯନ୍ତ ସମସ୍ତ ଲୋକେ ଜାଣିବେ ଯେ ଆମ୍ଭ ବ୍ଯତୀତ ଅନ୍ୟ ପରମେଶ୍ବର ନାହାଁନ୍ତି। ଆମ୍ଭେ ସଦାପ୍ରଭୁ ଓ ଅଦ୍ବିତୀୟ ଆଉ କହେି ନାହିଁ।
ପରମେଶ୍ବରଙ୍କୁ ଜାଣିବାକୁ ସମାନେେ ଆପଣା ଆପଣା ପ୍ରତିବେଶୀଙ୍କୁ ଓ ଭ୍ରାତାଙ୍କୁ ଶିକ୍ଷା ଦବେେ ନାହିଁ। କାରଣ ସଦାପ୍ରଭୁ କହନ୍ତି େଛାଟଠାରୁ ବଡ଼ ପର୍ୟ୍ଯନ୍ତ ସମସ୍ତେ ଆମ୍ଭକୁ ଜାଣିବେ। ଯେ ହତେୁ ଆମ୍ଭେ ସମାନଙ୍କେର ଅପରାଧ କ୍ଷମା କରିବା ଓ ସମାନଙ୍କେର ପାପ ଆଉ ସ୍ମରଣ କରିବା ନାହିଁ।
ସଦାପ୍ରଭୁ କହନ୍ତି, ସେତବେେଳେ ଇଶ୍ରାୟେଲର ଅଧର୍ମ ଖୋଳାୟିବ, ମାତ୍ର କିଛି ମିଳିବ ନାହିଁ ; ଯିହୁଦାର ପାପ ଅନ୍ବଷେଣ କରାୟିବ, ମାତ୍ର ସମାନେେ କିଛି ପାଇବେ ନାହିଁ। ଆମ୍ଭେ ଅବଶିଷ୍ଟ ଲୋକମାନଙ୍କୁ କ୍ଷମା କରିଦବୋ, ଯେଉଁମାନଙ୍କୁ ଆମ୍ଭେ ରକ୍ଷା କରିଛୁ।
ତା'ର କୌଣସି ପାପ ସ୍ମରଣ କରାୟିବ ନାହିଁ। ସେ ତା'ର ଧାର୍ମିକତା ଯୋଗୁ ବଞ୍ଚିବ।
ତୁମ୍ଭପରି ପରମେଶ୍ବର ଆଉ ସଠାେ ରେ କହେି ନାହିଁ। ତୁମ୍ଭେ ଲୋକମାନଙ୍କର ଦୋଷ କ୍ଷମା କର। ଅବଶିଷ୍ଟ ଲୋକମାନଙ୍କୁ ତୁମ୍ଭେ ମଧ୍ଯ କ୍ଷମା ଦିଅ। ତୁମ୍ଭେ ସର୍ବଦା କୋର୍ଧିତ ହବେ ନାହିଁ କାରଣ ତୁମ୍ଭେ ସ୍ନହେ ଗ୍ଭହଁ।
ସେ ପୁନର୍ବାର ଫରେିବେ ଓ ଆମ୍ଭମାନଙ୍କୁ କୃପା କରିବେ। ସେ ଆମ୍ଭମାନଙ୍କର ସମସ୍ତ ଅପରାଧକୁ ପଦ ରେ ଦଳି ଦବେେ ଓ ସମସ୍ତ ପାପକୁ ଅତଳ ସମୁଦ୍ର ରେ ନଇେ ନିକ୍ଷପେ କରିବେ।
ଯଦି ବ୍ଯବସ୍ଥା ଲୋକମାନଙ୍କୁ ସମ୍ପୂର୍ଣ୍ଣ ସିଦ୍ଧ କରିଥାନ୍ତା ତା' ହେଲେ ସହେି ବଳିଗୁଡ଼ିକ ବନ୍ଦ ହାଇେ ଯାଇ ସାରିଥାଆନ୍ତା। ସହେି ଲୋକମାନେ ମଧ୍ଯ ପାପରୁ ଶୁଦ୍ଧ ହାଇଯୋଇ ସାରିଥାନ୍ତେ। ସମାନେେ ଏବେ ସୁଦ୍ଧା ନିଜ ପାପ ପାଇଁ ନିଜକୁ ଦୋଷୀ ଅନୁଭବ କରୁ ନ ଥାନ୍ତେ। କିନ୍ତୁ ବ୍ଯବସ୍ଥା କଦାପି ତାହା କରି ପାରିବ ନାହିଁ।
ପରମେଶ୍ବର ଆଲୋକରେ ବାସ କରନ୍ତି, ତେଣୁ ଆମ୍ଭେ ମଧ୍ଯ ଆଲୋକରେ ବାସ କରିବା ଉଚିତ। ଯଦି ଆମ୍ଭେ ଆଲୋକରେ ଜୀବନଯାପନ କରୁ, ତବେେ ଆମ୍ଭେ ପରସ୍ପର ସହଭାଗୀ ହାଇପୋରିବା। ଯଦି ଆମ୍ଭମାନେେ ଆଲୋକରେ ରହୁ, ତବେେ ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମ୍ଭର ସମସ୍ତ ପାପ ଧୋଇଦିଏ।