ହିତୋପଦେଶ 8:16 · ଓଡ଼ିଆ ବାଇବେଲ
ମାେ ଦ୍ବାରା ରାଜକୁମାରୀ ଏବଂ ଶ୍ ରେଷ୍ଠଗଣ ଶାସନ କରନ୍ତି, ଯେଉଁମାନେ ଲୋକଙ୍କୁ ନିଷ୍କପଟ ଭାବରେ ଶାସନ କରନ୍ତି।
Cross references
ଦାନିଏଲ 9:12
ତାଙ୍କ କାରଣରୁ ଆମ୍ଭମାନଙ୍କୁ ଓ ଯେଉଁମାନେ ଆମ୍ଭଙ୍କୁ ବିଗ୍ଭର ଦେଲେ, ସମାନଙ୍କେ ବିରୁଦ୍ଧ ରେ ମହା ଅମଙ୍ଗଳ ଘଟାଇଛନ୍ତି। ଏହି କାରଣରୁ କୌଣସି ନଗର ୟିରୁଶାଲମ ପରି ଦୁଃଖ ଭୋଗ କରିନାହିଁ।